ଶ୍ରୀ ରାମ ଚରିତ ମାନସ Shri Ram Charit Manas

Table of contents :
ଶ୍ରୀରାମଚରିତମାନସ
ନିବେଦନ
ଶ୍ରୀରାମଚରିତମାନସର ବିଷୟ-ସୂଚୀ
୧. ଗୋସ୍ୱାମୀ ତୁଳସୀଦାସଙ୍କର ସଂକ୍ଷିପ୍ତ ଜୀବନୀ
୨. ନବାହ୍ନ ଓ ମାସ ପାରାୟଣର ବିଶ୍ରାମ ସ୍ଥାନ
୩. ପାରାୟଣ ବିଧି
୪. ରାମଶଳାକା ପ୍ରଶ୍ନାବଳୀ
୫. ଶ୍ରୀ ସୀତାରାମ ଯୁଗଳ ଚରଣ ଚିହ୍ନ
୧. ବାଳକାଣ୍ଡ
୬. ମଙ୍ଗଳାଚରଣ
୭. ଗୁରୁବନ୍ଦନା
୮. ବ୍ରାହ୍ମଣ ଓ ସନ୍ଥ ବନ୍ଦନା
୯. ଖଳ-ବନ୍ଦନା
୧୦. ସନ୍ଥ-ଅସନ୍ଥ ବନ୍ଦନା
୧୧. ରାମମୟ ମନେ କରି ଜୀବମାନଙ୍କୁ ବନ୍ଦନା
୧୨. ତୁଳସୀଦାସଙ୍କ ଦୀନତା ଓ ରାମଭକ୍ତିମୟୀ କବିତାର ମହିମା
୧୩. କବିମାନଙ୍କୁ ବନ୍ଦନା
୧୪. ବାଲ୍ମୀକି, ବେଦ, ବ୍ରହ୍ମା, ଦେବତା, ଶିବପାର୍ବତୀ ଆଦିଙ୍କ ବର୍ଣ୍ଣନା
୧୫. ଶ୍ରୀସୀତାରାମ-ଧାମ-ପରିକର ବନ୍ଦନା
୧୬. ଶ୍ରୀନାମ ବନ୍ଦନା ଓ ନାମ ମହିମା
୧୭. ଶ୍ରୀରାମଗୁଣ ଓ ରାମଚରିତର ମହିମା
୧୮. ମାନସ ରଚନାର ତିଥି
୧୯. ମାନସର ରୂପ ଓ ମାହାତ୍ମ୍ୟ
୨୦. ଯାଜ୍ଞବଳ୍କ୍ୟ-ଭରଦ୍ୱାଜ ସଂବାଦ
୨୧. ସତୀଙ୍କ ମୋହ, ଶ୍ରୀରାମଙ୍କ ଐଶ୍ଵର୍ଯ୍ୟ ଓ ସତୀଙ୍କ ଖେଦ
୨୨. ଶିବଙ୍କ ଦ୍ୱାରା ସତୀଙ୍କୁ ପରିତ୍ୟାଗ, ଶିବଙ୍କ ସମାଧି
୨୩. ସତୀଙ୍କ ଦକ୍ଷଯଜ୍ଞ ଦେଖିବାକୁ ଯାତ୍ରା
୨୪. ପତିଙ୍କ ଅପମାନରେ ଦୁଃଖୀ ହୋଇ ସତୀଙ୍କ ଯୋଗାଗ୍ନିରେ ଝାସ, ଦକ୍ଷଯଜ୍ଞ ବିଧ୍ୱଂସନ
୨୫. ପାର୍ବତୀଙ୍କ ଜନ୍ମ ଓ ତପସ୍ୟା
୨୬. ବିବାହ କରିବାକୁ ଶିବଙ୍କୁ ଶ୍ରୀରାମଙ୍କର ଅନୁରୋଧ
୨୭. ସପ୍ତର୍ଷିଙ୍କ ପରୀକ୍ଷାରେ ପାର୍ବତୀଙ୍କ ମହତ୍ତ୍ଵ ପ୍ରକାଶ
୨୮. ଦେବକାର୍ଯ୍ୟରେ କାମଦେବଙ୍କ ଗମନ ଓ ଭସ୍ମ ହେବା
୨୯. ରତିଙ୍କୁ ବରଦାନ
୩୦. ବିବାହ କରିବାକୁ ଦେବତାମାନଙ୍କର ପ୍ରାର୍ଥନା, ସପ୍ତର୍ଷିଙ୍କର ପାର୍ବତୀଙ୍କ ନିକଟକୁ ଗମନ
୩୧. ଶିବଙ୍କର ବିଚିତ୍ର ବରଯାତ୍ରା ଏବଂ ବିବାହ ନିମନ୍ତେ ପ୍ରସ୍ତୁତି
୩୨. ଶିବ-ବିବାହ
୩୩. ଶିବପାର୍ବତୀ ସଂବାଦ
୩୪. ଅବତାରର କାରଣ
୩୫. ନାରଦଙ୍କ ଅଭିମାନ ଓ ମାୟାର ପ୍ରଭାବ
୩୬. ବିଶ୍ୱମୋହିନୀର ସ୍ଵୟଂବର, ଶିବଗଣଙ୍କୁ ତଥା ଭଗବାନଙ୍କୁ ଶାପ ଓ ନାରଦଙ୍କ ମୋହ ଭଙ୍ଗ
୩୭. ମନୁ-ଶତରୂପାଙ୍କ ତପ ଏବଂ ବରପ୍ରାପ୍ତି
୩୮. ପ୍ରତାପଭାନୁଙ୍କ କଥା
୩୯. ରାବଣାଦିଙ୍କର ଜନ୍ମ, ତପସ୍ୟା ଓ ସେମାନଙ୍କର ଐଶ୍ଵର୍ଯ୍ୟ ତଥା ଅତ୍ୟାଚାର
୪୦. ପୃଥିବୀ ଓ ଦେବଗଣଙ୍କର କରୁଣ ବିଳାପ
୪୧. ଭଗବାନଙ୍କ ବରଦାନ
୪୨. ରାଜା ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ
୪୩. ଭଗବାନଙ୍କ ପ୍ରାକଟ୍ୟ ଓ ବାଲ୍ୟଲୀଳାର ଆନନ୍ଦ
୪୪. ରାମଲକ୍ଷ୍ମଣଙ୍କୁ ସଙ୍ଗରେ ନେବାକୁ ଦଶରଥଙ୍କ ନିକଟରେ ବିଶ୍ଵାମିତ୍ରଙ୍କ ମାଗୁଣି
୪୫. ବିଶ୍ଵାମିତ୍ରଙ୍କ ଯଜ୍ଞରକ୍ଷା
୪୬. ଅହଲ୍ୟା ଉଦ୍ଧାର
୪୭. ଶ୍ରୀରାମ-ଲକ୍ଷ୍ମଣଙ୍କ ସହିତ ବିଶ୍ଵାମିତ୍ରଙ୍କ ଜନକପୁର ଗମନ
୪୮. ଶ୍ରୀରାମ-ଲକ୍ଷ୍ମଣଙ୍କୁ ଦେଖି ରାଜା ଜନକଙ୍କର ଭାବ ବିହ୍ୱଳତା
୪୯. ଶ୍ରୀରାମ-ଲକ୍ଷ୍ମଣଙ୍କ ଜନକପୁର ନିରୀକ୍ଷଣ
୫୦. ପୁଷ୍ପବାଟିକା ନିରୀକ୍ଷଣ, ସୀତାଙ୍କର ଦର୍ଶନଲାଭ ଶ୍ରୀସୀତାରାମଙ୍କର ପରସ୍ପର ଦର୍ଶନ
୫୧. ଶ୍ରୀସୀତାଙ୍କର ପାର୍ବତୀ-ପୂଜନ ଏବଂ ବରପ୍ରାପ୍ତି ତଥା ରାମଲକ୍ଷ୍ମଣ ସଂବାଦ
୫୨. ଯଜ୍ଞଶାଳାରେ ଶ୍ରୀରାମ-ଲକ୍ଷ୍ମଣଙ୍କ ସହିତ ବିଶ୍ୱାମିତ୍ରଙ୍କ ପ୍ରବେଶ
୫୩. ଯଜ୍ଞଶାଳାରେ ସୀତାଙ୍କର ପ୍ରବେଶ
୫୪. ଭାଟମାନଙ୍କ ଦ୍ୱାରା ଜନକ-ପ୍ରତିଜ୍ଞା ଘୋଷଣା
୫୫. ରାଜାମାନଙ୍କର ଧନୁ ଉତ୍ତୋଳନରେ ଅସାମର୍ଥ୍ୟ, ଜନକଙ୍କ ନିରାଶ ବାଣୀ
୫୬. ଶ୍ରୀଲକ୍ଷ୍ମଣଙ୍କ କ୍ରୋଧ
୫୭. ଧନୁର୍ଭଙ୍ଗ
୫୮. ବରଣମାଳା ପ୍ରଦାନ
୫୯. ଶ୍ରୀରାମ, ଲକ୍ଷ୍ମଣ ଓ ପର୍ଶୁରାମ ସଂବାଦ
୬୦. ଦଶରଥଙ୍କ ନିକଟକୁ ଜନକଙ୍କ ଦୂତ ପ୍ରେରଣ, ଅଯୋଧ୍ୟାରୁ ବରଯାତ୍ରୀଙ୍କ ଶୋଭାଯାତ୍ରା
୬୧. ବରଯାତ୍ରୀମାନଙ୍କର ଜନକପୁରରେ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା
୬୨. ଶ୍ରୀସୀତା-ରାମ ବିବାହ
୬୩. ବରଯାତ୍ରୀମାନଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଅଯୋଧ୍ୟାରେ ଆନନ୍ଦ
୬୪. ଶ୍ରୀରାମଚରିତ ଶ୍ରବଣ ଓ ଗାନର ମାହାତ୍ମ୍ୟ
୨. ଅଯୋଧ୍ୟାକାଣ୍ଡ
୬୫. ମଙ୍ଗଳାଚରଣ
୬୬. ରାମରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି
୬୭. ସରସ୍ୱତୀଙ୍କ ଦ୍ୱାରା ମନ୍ଥରାର ବୁଦ୍ଧିଭ୍ରଂଶ, କୈକେୟୀ-ମନ୍ଥରା ସଂବାଦ
୬୮. କୈକେୟୀଙ୍କର କୋପଭବନରେ ପ୍ରବେଶ
୬୯. ଦଶରଥ-କୈକେୟୀ ସଂବାଦ ଏବଂ ଦଶରଥଙ୍କ ଶୋକ, ସୁମନ୍ତ୍ରଙ୍କର ରାଜନବରକୁ ଆଗମନ ଏବଂ ସେଠାରୁ ଫେରି ଶ୍ରୀରାମଙ୍କ ପୁରକୁ ଗମନ
୭୦. ଶ୍ରୀରାମ-କୈକେୟୀ ସଂବାଦ
୭୧. ଶ୍ରୀରାମ-ଦଶରଥ ସଂବାଦ, ଅଯୋଧ୍ୟାବାସୀଙ୍କର ଶୋକ, କୈକେୟୀଙ୍କୁ ବୁଝାଇବାର ପ୍ରୟାସ
୭୨. ଶ୍ରୀରାମ-କୌଶଲ୍ୟା ସଂବାଦ
୭୩. ଶ୍ରୀସୀତାରାମ ସଂବାଦ
୭୪. ଶ୍ରୀରାମ-କୌଶଲ୍ୟା-ସୀତା ସଂବାଦ
୭୫. ଶ୍ରୀରାମ-ଲକ୍ଷ୍ମଣ ସଂବାଦ
୭୬. ଶ୍ରୀଲକ୍ଷ୍ମଣ-ସୁମିତ୍ରା ସଂବାଦ
୭୭. ବିଦାୟ ମାଗିବାପାଇଁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଶରଥଙ୍କ ନିକଟକୁ ଗମନ, ଦଶରଥଙ୍କର ସୀତାଙ୍କୁ ବୁଝାଇବା
୭୮. ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ବନଗମନ ତଥା ଶୋଇଥିବା ନଗରବାସୀଙ୍କୁ ଛାଡ଼ି ସେମାନଙ୍କର ପ୍ରସ୍ଥାନ
୭୯. ଶ୍ରୀରାମଙ୍କ ଶୃଙ୍ଗବେରପୁରରେ ପହଞ୍ଚିବା; ନିଷାଦଦ୍ୱାରା ସେବା
୮୦. ଲକ୍ଷ୍ମଣ-ନିଷାଦ ସଂବାଦ, ଶ୍ରୀରାମ-ସୀତାସୁମନ୍ତ୍ର ସଂବାଦ; ସୁମନ୍ତ୍ରଙ୍କ ପ୍ରତ୍ୟାବର୍ତ୍ତନ
୮୧. ନାଉରିର ଭକ୍ତି ଓ ଗଙ୍ଗା ପାରିକରିବା
୮୨. ପ୍ରୟାଗରେ ପ୍ରବେଶ, ଶ୍ରୀରାମ-ଭରଦ୍ୱାଜ ସଂବାଦ, ଯମୁନାତୀରବାସୀଙ୍କ ପ୍ରେମ
୮୩. ତାପସ ପ୍ରକରଣ
୮୪. ଯମୁନାଙ୍କୁ ପ୍ରଣାମ, ବନବାସୀମାନଙ୍କର ପ୍ରେମ
୮୫. ଶ୍ରୀରାମ-ବାଲ୍ମୀକି ସଂବାଦ
୮୬. ଚିତ୍ରକୂଟରେ ନିବାସ, କୋଲ୍ହଭୀଲଙ୍କ ସେବା
୮୭. ସୁମନ୍ତ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ସର୍ବତ୍ର ଶୋକ ଦର୍ଶନ
୮୮. ଦଶରଥ-ସୁମନ୍ତ୍ର ସଂବାଦ, ଦଶରଥଙ୍କ ଦେହତ୍ୟାଗ
୮୯. ଭରତଙ୍କୁ ଡାକି ଆଣିବା ଲାଗି ମୁନି ବଶିଷ୍ଠଙ୍କ ଦ୍ୱାରା ଦୂତ ପ୍ରେରଣ
୯୦. ଶ୍ରୀଭରତ-ଶତୃଘ୍ନଙ୍କ ଆଗମନ ଓ ଶୋକ
୯୧. ଭରତ-କୌଶଲ୍ୟା ସଂବାଦ ଓ ଦଶରଥଙ୍କର ଅନ୍ତ୍ୟେଷ୍ଟି କ୍ରିୟା
୯୨. ବଶିଷ୍ଠ-ଭରତ ସଂବାଦ; ଶ୍ରୀରାମଙ୍କୁ ଫେରାଇ ଆଣିବା ନିମନ୍ତେ ଚିତ୍ରକୂଟ ଯିବାକୁ ପ୍ରସ୍ତୁତି
୯୩. ଅଯୋଧ୍ୟାବାସୀଙ୍କ ସହିତ ଶ୍ରୀଭରତ-ଶତୃଘ୍ନ ଆଦିଙ୍କ ବନଗମନ
୯୪. ନିଷାଦଙ୍କ ସନ୍ଦେହ ଓ ସାବଧାନତା
୯୫. ଭରତ-ନିଷାଦ-ମିଳନ ଓ ସଂବାଦ; ଏବଂ ଭରତ ତଥା ନଗରବାସୀମାନଙ୍କର ପ୍ରେମ
୯୬. ଭରତଙ୍କ ପ୍ରୟାଗ ଯାତ୍ରା ଓ ଭରତ-ଭରଦ୍ୱାଜ ସଂବାଦ
୯୭. ଭରଦ୍ଵାଜଙ୍କ ଦ୍ଵାରା ଭରତଙ୍କ ସତ୍କାର
୯୮. ଚିତ୍ରକୂଟ ଅଭିମୁଖେ ଭରତଙ୍କ ଯାତ୍ରା
୯୯. ଇନ୍ଦ୍ର-ବୃହସ୍ପତି ସଂବାଦ
୧୦୦ ଶ୍ରୀସୀତାଙ୍କ ସ୍ଵପ୍ନ, କୋଲ୍ହକିରାତମାନଙ୍କ ଦ୍ଵାରା ଶ୍ରୀରାମଙ୍କୁ ଭରତଙ୍କ ଆଗମନର ସୂଚନା ପ୍ରଦାନ; ଶ୍ରୀରାମଙ୍କର ଶୋକ ଓ ଲକ୍ଷ୍ମଣଙ୍କର କ୍ରୋଧ
୧୦୧. ଶ୍ରୀରାମଙ୍କର ଲକ୍ଷ୍ମଣଙ୍କୁ ଉପଦେଶ ଏବଂ ଭରତଙ୍କ ମହିମା କଥନ
୧୦୨. ଭରତଙ୍କର ମନ୍ଦାକିନୀ ସ୍ନାନ, ଚିତ୍ରକୂଟରେ ପ୍ରବେଶ, ଭରତାଦିଙ୍କର ପରସ୍ପର ମିଳନ, ପିତୃଶୋକ ଓ ଶ୍ରାଦ୍ଧ
୧୦୩. ବନବାସୀଙ୍କ ଦ୍ୱାରା ଭରତମଣ୍ଡଳୀଙ୍କ ସତ୍କାର, କୈକେୟୀଙ୍କ ପଶ୍ଚାତ୍ତାପ
୧୦୪. ବଶିଷ୍ଠଙ୍କ ଭାଷଣ
୧୦୫. ଶ୍ରୀରାମ-ଭରତାଦିଙ୍କ ସଂବାଦ
୧୦୬. ଜନକଙ୍କ ଆଗମନ, କୋଲ୍ହକିରାତଙ୍କ ଭେଟି, ସମସ୍ତଙ୍କର ପରସ୍ପର ମିଳନ
୧୦୭. କୌଶଲ୍ୟା-ସୁନୟନା ସଂବାଦ, ସୀତାଙ୍କ ସୁଶୀଳତା
୧୦୮. ଜନକ-ବଶିଷ୍ଠ ସଂବାଦ, ଭରତଙ୍କ ମହିମା
୧୦୯. ଜନକ-ବଶିଷ୍ଠ ସଂବାଦ, ଇନ୍ଦ୍ରଙ୍କ ଚିନ୍ତା, ସରସ୍ଵତୀଙ୍କର ଇନ୍ଦ୍ରଙ୍କୁ ଉପଦେଶ
୧୧୦. ଶ୍ରୀରାମ-ଭରତ ସଂବାଦ
୧୧୧. ଭରତଙ୍କ ଦ୍ୱାରା ତୀର୍ଥଜଳ ସ୍ଥାପନ ତଥା ଚିତ୍ରକୂଟ ଭ୍ରମଣ
୧୧୨. ଶ୍ରୀରାମ-ଭରତ ସଂବାଦ, ପାଦୁକା ପ୍ରଦାନ, ଭରତଙ୍କ ବିଦାୟ ଗ୍ରହଣ
୧୧୩. ଭରତଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ, ଭରତଙ୍କ ଦ୍ୱାରା ପାଦୁକା ସ୍ଥାପନ, ନନ୍ଦିଗ୍ରାମରେ ନିବାସ ଓ ଭରତଙ୍କ ଚରିତଶ୍ରବଣର ମହିମା
୩. ଅରଣ୍ୟକାଣ୍ଡ
୧୧୪. ମଙ୍ଗଳାଚରଣ
୧୧୫. ଜୟନ୍ତର କୁଟିଳତା ଓ ତାହାର ପରିଣାମ
୧୧୬. ଅତ୍ରିମିଳନ ଓ ସ୍ତୁତି
୧୧୭. ସୀତା-ଅନସୂୟା ମିଳନ ଓ ସୀତାଙ୍କୁ ଅନସୂୟାଙ୍କର ପତିବ୍ରତାଧର୍ମ କଥନ
୧୧୮. ଶ୍ରୀରାମଙ୍କର ଆଗକୁ ଅଗ୍ରସର ହେବା; ବିରାଧ ବଧ ଓ ଶରଭଙ୍ଗ ମୁନି ପ୍ରସଙ୍ଗ
୧୧୯. ରାକ୍ଷସ ବଧ କରିବାକୁ ଶ୍ରୀରାମଙ୍କ ପ୍ରତିଜ୍ଞା
୧୨୦. ସୁତୀକ୍ଷ୍ଣଙ୍କ ପ୍ରେମ, ଅଗସ୍ତ୍ୟମିଳନ, ଅଗସ୍ତ୍ୟ ସଂବାଦ, ଦଣ୍ଡକବନରେ ଶ୍ରୀରାମଙ୍କ ପ୍ରବେଶ ଓ ଜଟାୟୁ ସହିତ ମିଳନ
୧୨୧. ପଞ୍ଚବଟୀରେ ଅବସ୍ଥାନ ଓ ଶ୍ରୀରାମ-ଲକ୍ଷ୍ମଣ ସଂବାଦ
୧୨୨. ସୂର୍ପଣଖା ପ୍ରସଙ୍ଗ, ସୂର୍ପଣଖାର ଖରଦୂଷଣଙ୍କ ନିକଟକୁ ଗମନ ଏବଂ ଖରଦୂଷଣାଦିଙ୍କ ବଧ
୧୨୩. ସୂର୍ପଣଖାର ରାବଣ ନିକଟକୁ ଗମନ; ସୀତାଙ୍କୁ ଅଗ୍ନିପ୍ରବେଶ ଓ ମାୟାସୀତା ପ୍ରସଂଗ
୧୨୪. ମାରୀଚ ପ୍ରସଙ୍ଗ, ସ୍ୱର୍ଣ୍ଣମୃଗରୂପୀ ମାରୀଚ ବଧ
୧୨୫. ସୀତାହରଣ ଓ ସୀତାବିଳାପ
୧୨୬. ଜଟାୟୁ-ରାବଣ ଯୁଦ୍ଧ
୧୨୭. ଶ୍ରୀରାମଙ୍କ ବିଳାପ, ଜଟାୟୁ ପ୍ରସଙ୍ଗ
୧୨୮. କବନ୍ଧ ଉଦ୍ଧାର
୧୨୯. ଶବରୀ ପ୍ରତି କୃପା, ନବଧା ଭକ୍ତିତତ୍ତ୍ଵ ଉପଦେଶ ଓ ପମ୍ପାସରୋବର ଅଭିମୁଖେ ଯାତ୍ରା
୧୩୦. ଶ୍ରୀରାମ-ନାରଦ ସଂବାଦ
୧୩୧. ସଛମାନଙ୍କର ଲକ୍ଷଣ ଓ ସତସଙ୍ଗ-ଭଜନ ନିମନ୍ତେ ପ୍ରେରଣା
୪. କିଷ୍କିନ୍ଧାକାଣ୍ଡ
୧୩୨. ମଙ୍ଗଳାଚରଣ
୧୩୩. ଶ୍ରୀରାମଙ୍କ ସହିତ ହନୁମାନଙ୍କର ସାକ୍ଷାତ
୧୩୪. ସୁଗ୍ରୀବଙ୍କ ଦୁଃଖ ଶ୍ରବଣ, ବାଳିବଧପାଇଁ ପ୍ରତିଜ୍ଞା, ଶ୍ରୀରାମଙ୍କ ଦ୍ୱାରା ମିତ୍ରଲକ୍ଷଣ ବର୍ଣ୍ଣନା
୧୩୫. ସୁଗ୍ରୀବଙ୍କ ବୈରାଗ୍ୟ
୧୩୬. ବାଳିସୁଗ୍ରୀବଙ୍କ ଯୁଦ୍ଧ, ବାଳି ଉଦ୍ଧାର
୧୩୭. ତାରାଙ୍କ ବିଳାପ, ତାରାଙ୍କୁ ଶ୍ରୀରାମଙ୍କ ଉପଦେଶ ଓ ସୁଗ୍ରୀବଙ୍କ ରାଜ୍ୟାଭିଷେକ ତଥା ଅଙ୍ଗଦଙ୍କୁ ଯୁବରାଜପଦ ପ୍ରଦାନ
୧୩୮. ବର୍ଷାଋତୁର ବର୍ଣ୍ଣନା
୧୩୯. ଶରତ୍ ଋତୁର ବର୍ଣ୍ଣନା
୧୪୦. ଶ୍ରୀରାମଙ୍କର ସୁଗ୍ରୀବଙ୍କ ଉପରେ ବିରକ୍ତି, ଲକ୍ଷ୍ମଣଙ୍କ କ୍ରୋଧ
୧୪୧. ସୁଗ୍ରୀବ-ରାମ ସଂବାଦ ଓ ସୀତାଙ୍କୁ ଖୋଜିବାକୁ ବାନରମାନଙ୍କର ପ୍ରସ୍ଥାନ
୧୪୨. ଗୁମ୍ଫାରେ ତପସ୍ୱିନୀଙ୍କ ସହ ଭେଟ
୧୪୩. ବାନରମାନଙ୍କର ସମୁଦ୍ରତଟକୁ ଆଗମନ ସମ୍ପାତି ସହିତ ଭେଟ ଓ କଥୋପକଥନ
୧୪୪. ସମୁଦ୍ର ଲଙ୍ଘନପାଇଁ ପରାମର୍ଶ; ଜାମ୍ବବାନଙ୍କ ଦ୍ୱାରା ହନୁମାନଙ୍କୁ ତାଙ୍କ ବଳର ସ୍ମରଣ କରାଇ ଉତ୍ସାହ ପ୍ରଦାନ
୧୪୫. ଶ୍ରୀରାମଗୁଣର ମାହାତ୍ମ୍ୟ
୫. ସୁନ୍ଦରକାଣ୍ଡ
୧୪୬. ମଙ୍ଗଳାଚରଣ
୧୪୭. ହନୁମାନଙ୍କର ଲଙ୍କାଯାତ୍ରା, ସୁରସାଙ୍କ ସହିତ ଭେଟ, ଛାୟା ଧରିନେଉଥିବା ରାକ୍ଷସୀର ବଧ
୧୪୮. ଲଙ୍କାପୁରୀ ବର୍ଣ୍ଣନା, ଲଙ୍କିନୀକୁ ପ୍ରହାର, ଲଙ୍କାରେ ପ୍ରବେଶ
୧୪୯. ହନୁମାନ୍-ବିଭୀଷଣ ସଂବାଦ
୧୫୦. ଅଶୋକବନରେ ସୀତାଙ୍କୁ ଦେଖି ହନୁମାନଙ୍କର ଦୁଃଖ ଓ ରାବଣର ସୀତାଙ୍କୁ ଭୟ ପ୍ରଦର୍ଶନ
୧୫୧. ସୀତା-ତ୍ରିଜଟା ସଂବାଦ
୧୫୨. ସୀତା-ହନୁମାନ୍ ସଂବାଦ
୧୫୩. ହନୁମାନଙ୍କ ଦ୍ୱାରା ଅଶୋକବନ ବିଧ୍ୱଂସନ, ଅକ୍ଷୟକୁମାର ବଧ ଏବଂ ହନୁମାନଙ୍କୁ ନାଗପାଶରେ ବାନ୍ଧି ମେଘନାଦ କର୍ତ୍ତୃକ ସଭାକୁ ଆନୟନ
୧୫୪. ହନୁମାନ୍-ରାବଣ ସଂବାଦ
୧୫୫. ଲଙ୍କାଦହନ
୧୫୬. ଲଙ୍କାଦହନ ପରେ ହନୁମାନଙ୍କର ସୀତାଙ୍କ ଠାରୁ ବିଦାୟ ଗ୍ରହଣ ଓ ମଥାମଣି ପ୍ରାପ୍ତି
୧୫୭. ସମୁଦ୍ର ପାରିହୋଇ କୂଳକୁ ଆଗମନ, ସମସ୍ତଙ୍କର ପ୍ରତ୍ୟାବର୍ତ୍ତନ, ମଧୁବନରେ ପ୍ରବେଶ, ସୁଗ୍ରୀବଙ୍କ ସହିତ ମିଳନ ଓ ଶ୍ରୀରାମ-ହନୁମାନ୍ ସଂବାଦ
୧୫୮. ବାନରସେନା ସହିତ ଶ୍ରୀରାମଙ୍କର ସମୁଦ୍ରତଟରେ ପ୍ରବେଶ
୧୫୯. ମନ୍ଦୋଦରୀ-ରାବଣ ସଂବାଦ
୧୬୦. ବିଭୀଷଣଙ୍କର ରାବଣକୁ ଉପଦେଶ
୧୬୧. ଭଗବାନ୍ ଶ୍ରୀରାମଙ୍କ ଶରଣ ନେବାକୁ ବିଭୀଷଣଙ୍କ ପ୍ରସ୍ଥାନ ଓ ଶରଣପ୍ରାପ୍ତି
୧୬୨. ସମୁଦ୍ର ପାରି ହେବାକୁ ବିଶ୍ୱର, ରାବଣଦୂତ ଶୁକର ଆଗମନ ଓ ଲକ୍ଷ୍ମଣଙ୍କ ପତ୍ର ନେଇ ପ୍ରସ୍ଥାନ
୧୬୩. ଦୂତର ରାବଣକୁ ଉପଦେଶ ଓ ଲକ୍ଷ୍ମଣଙ୍କ ପତ୍ର ପ୍ରଦାନ
୧୬୪. ସମୁଦ୍ର ଉପରେ ଶ୍ରୀରାମଙ୍କ କ୍ରୋଧ ଓ ସମୁଦ୍ରର ବିନତି
୧୬୫. ଶ୍ରୀରାମ-ଗୁଣଗାନର ମହିମା
୬. ଲଙ୍କାକାଣ୍ଡ
୧୬୬. ମଙ୍ଗଳାଚରଣ
୧୬୭. ନଳ-ନୀଳଦ୍ୱାରା ସେତୁବନ୍ଧନ, ଶ୍ରୀରାମଙ୍କ ଦ୍ୱାରା ଶ୍ରୀରାମେଶ୍ଵର ସ୍ଥାପନା
୧୬୮. ସେନା ସହିତ ଶ୍ରୀରାମଙ୍କର ସମୁଦ୍ର ଅତିକ୍ରମଣ, ସୁବେଳ ପର୍ବତ ଉପରେ ନିବାସ ଓ ରାବଣର ବ୍ୟାକୁଳତା
୧୬୯. ରାବଣକୁ ମନ୍ଦୋଦରୀଙ୍କ ଉପଦେଶ , ରାବଣ-ପ୍ରହସ୍ତ ସଂବାଦ
୧୭୦. ସୁବେଳ ପର୍ବତରେ ଶ୍ରୀରାମଙ୍କ ମହନୀୟ ଦୃଶ୍ୟ ଏବଂ ଚନ୍ଦ୍ରୋଦୟ ବର୍ଣ୍ଣନା
୧୭୧. ଶ୍ରୀରାମଙ୍କ ଶରାଘାତରେ ରାବଣର ମୁକୁଟଛତ୍ରାଦିର ପତନ
୧୭୨. ରାବଣକୁ ମନ୍ଦୋଦରୀଙ୍କ ପୁନର୍ବାର ଉପଦେଶ ଏବଂ ଶ୍ରୀରାମଙ୍କ ମହିମା କଥନ
୧୭୩. ଅଙ୍ଗଦଙ୍କର ଲଙ୍କାଗମନ ଓ ସଭା ମଧ୍ୟରେ ରାବଣ-ଅଙ୍ଗଦ ସଂବାଦ
୧୭୪. ରାବଣକୁ ମନ୍ଦୋଦରୀଙ୍କର ପୁନର୍ବାର ଉପଦେଶ
୧୭୫. ଅଙ୍ଗଦ-ଶ୍ରୀରାମ ସଂବାଦ
୧୭୬. ଯୁଦ୍ଧାରମ୍ଭ
୧୭୭. ରାବଣକୁ ମାଲ୍ୟବନ୍ତ ଙ୍କ ଉପଦେଶ
୧୭୮. ଲକ୍ଷ୍ମଣ-ମେଘନାଦ ଯୁଦ୍ଧ ଓ ଲକ୍ଷ୍ମଣ ଶକ୍ତିଭେଦ
୧୭୯. ହନୁମାନକର୍ତ୍ତୃକ ସୁଷେଣ ବୈଦ୍ୟଙ୍କୁ ଆନୟନ ଏବଂ ସଞ୍ଜିବନୀ ଆଣିବାକୁ ଗମନ, କାଳନେମି-ରାବଣ ସଂବାଦ, ମକରୀ ଉଦ୍ଧାର, କାଳନେମି ଉଦ୍ଧାର
୧୮୦. ଭରତଙ୍କ ବାଣରେ ହନୁମାନଙ୍କ ମୁର୍ଚ୍ଛା ଯିବା, ଭରତ-ହନୁମାନ୍ ସଂବାଦ
୧୮୧. ଶ୍ରୀରାମଙ୍କର ବ୍ୟାକୁଳତା, ହନୁମାନଙ୍କ ପ୍ରତ୍ୟାବର୍ତ୍ତନ, ଲକ୍ଷ୍ମଣଙ୍କ ସଂଜ୍ଞାଲାଭ
୧୮୨. ରାବଣକର୍ତ୍ତୃକ କୁମ୍ଭକର୍ଣ୍ଣର ଜାଗରଣ, କୁମ୍ଭକର୍ଣ୍ଣର ରାବଣକୁ ଉପଦେଶ ଓ ବିଭୀଷଣ-କୁମ୍ଭକର୍ଣ୍ଣ ସଂବାଦ
୧୮୩. ରାବଣକର୍ତ୍ତୃକ ଯୁଦ୍ଧ ଓ ପରମଗତି ଲାଭ
୧୮୪. ମେଘନାଦର ଯୁଦ୍ଧ; ଲୀଳାଛଳରେ ଶ୍ରୀରାମ ନାଗପାଶ ବନ୍ଧନରେ ପଡ଼ିବା
୧୮୫. ମେଘନାଦଯଜ୍ଞ ବିଧ୍ୱଂସନ, ଯୁଦ୍ଧ ଓ ମେଘନାଦ ଉଦ୍ଧାର
୧୮୬. ଯୁଦ୍ଧ କରିବାକୁ ରାବଣର ଆଗମନ, ଶ୍ରୀରାମଙ୍କ ଦ୍ୱାରା ବିଜୟରଥର ବର୍ଣ୍ଣନା ଓ ବାନର-ରାକ୍ଷସ ଯୁଦ୍ଧ
୧୮୭. ଲକ୍ଷ୍ମଣ-ରାବଣ ଯୁଦ୍ଧ
୧୮୮. ରାବଣର ମୂର୍ଚ୍ଛା, ରାବଣର ଯଜ୍ଞ ବିଧ୍ୱଂସନ, ରାମ-ରାବଣ ଯୁଦ୍ଧ
୧୮୯. ଶ୍ରୀରାମଙ୍କ ନିକଟକୁ ଇନ୍ଦ୍ରଙ୍କ ଦ୍ୱାରା ରଥ ପ୍ରେରଣ, ରାମ-ରାବଣ ଯୁଦ୍ଧ
୧୯୦. ବିଭୀଷଣଙ୍କ ପ୍ରତି ରାବଣର ଶକ୍ତି ପ୍ରୟୋଗ, ଶ୍ରୀରାମଙ୍କ ଦ୍ୱାରା ଉକ୍ତ ଶକ୍ତିର ପ୍ରହାର ସଦ୍ୟ କରିବା, ବିଭୀଷଣ-ରାବଣ ଯୁଦ୍ଧ
୧୯୧. ରାବଣ-ହନୁମାନ୍ ଯୁଦ୍ଧ, ରାବଣର ମାୟା ରଚନା, ରାମଙ୍କ ଦ୍ୱାରା ମାୟାବିନାଶନ
୧୯୨. ଘୋର ଯୁଦ୍ଧ, ରାବଣର ମୂର୍ଚ୍ଛା
୧୯୩. ତ୍ରିଜଟା-ସୀତା ସଂବାଦ
୧୯୪. ରାମ-ରାବଣ ଯୁଦ୍ଧ; ରାବଣ ବଧ, ସର୍ବତ୍ର ଜୟଧ୍ୱନି
୧୯୫. ମନ୍ଦୋଦରୀଙ୍କ ବିଳାପ, ରାବଣର ଅନ୍ତ୍ୟେଷ୍ଟି କ୍ରିୟା
୧୯୬. ବିଭୀଷଣଙ୍କ ରାଜ୍ୟାଭିଷେକ
୧୯୭. ହନୁମାନକକ ସୀତାଙ୍କୁ ଶ୍ରୀରାମଙ୍କ କୁଶଳବାର୍ତ୍ତା ପ୍ରଦାନ; ସୀତାଙ୍କ ଆଗମନ ଓ ଅଗ୍ନିପରୀକ୍ଷା
୧୯୮. ଦେବଗଣଙ୍କର ସ୍ତୁତି; ଇନ୍ଦ୍ରଙ୍କର ଅମୃତବୃଷ୍ଟି
୧୯୯. ବିଭୀଷଣଙ୍କ ପ୍ରାର୍ଥନା; ଶ୍ରୀରାମଙ୍କ ଦ୍ୱାରା ଭରତଙ୍କ ପ୍ରେମଦଶା ବର୍ଣନା; ଶୀଘ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ନିମନ୍ତେ ଅନୁରୋଧ
୨୦୦. ବିଭୀଷଣଙ୍କ ଦ୍ୱାରା ବସ୍ତ୍ରାଭୂଷଣ ବୃଷ୍ଟି ଏବଂ ବାନର-ଭଲ୍ଲୁକମାନଙ୍କର ପରିଧାନ
୨୦୧. ପୁଷ୍ପକ ବିମାନରେ ବସି ଶ୍ରୀସୀତା-ରାମଙ୍କ ଅଯୋଧ୍ୟା ପ୍ରସ୍ଥାନ
୨୦୨. ଶ୍ରୀରାମଚରିତର ମହିମା
୭. ଉତ୍ତରକାଣ୍ଡ
୨୦୩. ମଙ୍ଗଳାଚରଣ
୨୦୪. ଭରତବିରହ ତଥା ଭରତ-ହନୁମାନ୍ ମିଳନ, ଅଯୋଧ୍ୟାରେ ଆନନ୍ଦ
୨୦୫. ଶ୍ରୀରାମଙ୍କୁ ସ୍ଵାଗତ, ଭରତମିଳନ, ସମସ୍ତଙ୍କର ମିଳନ ଆନନ୍ଦ
୨୦୬. ରାମରାଜ୍ୟାଭିଷେକ, ବେଦଗଣ ଓ ଶିବଙ୍କ ଦ୍ୱାରା ସ୍ତୁତି
୨୦୭. ନିଷାଦ ଓ ବାନରମାନଙ୍କୁ ବିଦାୟ
୨୦୮. ରାମରାଜ୍ୟ ବର୍ଣ୍ଣନା
୨୦୯. ପୁତ୍ରଜନ୍ମ, ଅଯୋଧ୍ୟାର ସୌନ୍ଦର୍ଯ୍ୟ, ସନକାଦିଙ୍କ ଆଗମନ ଓ ସଂବାଦ
୨୧୦. ହନୁମାନଙ୍କ ଦ୍ୱାରା ଭରତଙ୍କ ପ୍ରଶ୍ନ ଓ ଶ୍ରୀରାମଙ୍କ ଉପଦେଶ
୨୧୧. ପ୍ରଜାମାନଙ୍କୁ ଶ୍ରୀରାମଙ୍କ ଉପଦେଶ (ଶ୍ରୀରାମଗୀତା), ପୁରବାସୀମାନଙ୍କ କୃତଜ୍ଞତା
୨୧୨. ଶ୍ରୀରାମ-ବଶିଷ୍ଠ ସଂବାଦ, ଭାଇମାନଙ୍କ ଗହଣରେ ଶ୍ରୀରାମଙ୍କ ଆମ୍ରବନ ଗମନ
୨୧୩. ନାରଦଙ୍କ ଆଗମନ ଓ ସ୍ତୁତି କରିସାରି ବ୍ରହ୍ମଲୋକଗମନ
୨୧୪. ଶିବ-ପାର୍ବତୀ ସଂବାଦ, ଗରୁଡ଼ଙ୍କ ମୋହ, ଗରୁଡ଼ଙ୍କ ଦ୍ୱାରା କାକଭୁଶୁଣ୍ଡିଙ୍କ ଠାରୁ ରାମକଥା ଓ ରାମମହିମା ଶ୍ରବଣ
୨୧୫. କାକଭୁଶୁଣ୍ଡିଙ୍କର ନିଜ ପୂର୍ବଜନ୍ମ କଥା ଓ କଳିମହିମା ବର୍ଣ୍ଣନା
୨୧୬. କାକଭୁଶୁଣ୍ଡିଙ୍କ ଦ୍ୱାରା ଗୁରୁଅପମାନ ଓ ଶିବଙ୍କୁ ଅଭିଶାପ ବାଣୀ
୨୧୭. ରୁଦ୍ରାଷ୍ଟକ
୨୧୮. ଶିବଙ୍କ ଠାରେ ଗୁରୁଙ୍କ କ୍ଷମାଭିକ୍ଷା, ଶାପାନୁଗ୍ରହ ଓ କାକଭୁଶୁଣ୍ଡିଙ୍କ ପରବର୍ତ୍ତୀ କଥା
୨୧୯. କାକଭୁଶୁଣ୍ଡିଙ୍କର ଲୋମଶ ଋଷିଙ୍କ ନିକଟକୁ ଆଗମନ ଏବଂ ଅଭିଶାପ ତଥା ଅନୁଗ୍ରହ ଲାଭ
୨୨୦. ଜ୍ଞାନ-ଭକ୍ତି ନିରୂପଣ, ଜ୍ଞାନଦୀପ ଓ ଭକ୍ତିର ଅପାର ମହିମା
୨୨୧. ଗରୁଡ଼ଙ୍କର ସାତଟି ପ୍ରଶ୍ନ ଏବଂ କାକଭୁଶୁଣ୍ଡିଙ୍କର ପ୍ରାର୍ଥନା
୨୨୨. ଭଜନ ମହିମା
୨୨୩. ରାମାୟଣ-ମାହାତ୍ମ୍ୟ, ତୁଳସୀ-ବିନୟ ଓ ଫଳଶ୍ରୁତି
୨୨୪. ରାମାୟଣ ଆରତି

Citation preview

गोस्वामी तुलसीदासजी महाराज

Gosvami Tulasidas

पादक ु ा-दान

प्रभु करि कृपा पााँविी दीन्हि | सादि भाित सीस धिी लीिी ||

Sandals (Padukas) – Handed Over

जटायुकि स्तुतत

गीध दे ह तजज धरी हरररूपा

Prayer by Jatayu

| भूषन बहु पट पीत अनूपा ||

स्याम गात तबसाल भुज चारर | अस्तुतत िरत नयन भरर बारी ||

हनुमानजीिी प्रार्थना

Hanuman Requesting

एिु मैं मंद मोहबस िुटटल ह्रदय अज्ञान | पुनन प्रभु मोहह तबसरेउ दीनबंधु भगवान ||

भूधराकार हनुमान्

Mountain-like Hanuman

रावण-मंदोदरी

Ravan and Mandodari

अहह कंत कृत राम बिरोधा | काल बििस मन उपज न िोधा ||

पुष्पकबवमानपर

On the Craft Puspaka

केकीकण्ठाभनीलं सुरवरबवलसद्विप्रपादाब्जचिहं शोभाढ्यं पीतवस्त्रं सरचसजनयनं सववदा सुप्रसन्नम्



पाणौ नाराििापं कपपपनकरयुतं िन्धुना सेव्यमानं नौमीड्यं जानकोशं रघुवरमपनशं पुष्पकारूढरामम् ॥

श्रीरामदरिारकी झााँकी

The Court of Sri Ram