Srimad Bhagavata Mahapurana - Jagannath Das (Odia) ଶ୍ରୀମଦ୍ ଭାଗବତ ମହାପୁରାଣ - ଜଗନ୍ନାଥ ଦାସ [8 ed.]

210 84 111MB

ଓଡ଼ିଆ Odia Pages 1122 Year 2007

Report DMCA / Copyright

DOWNLOAD FILE

Srimad Bhagavata Mahapurana - Jagannath Das (Odia) ଶ୍ରୀମଦ୍ ଭାଗବତ ମହାପୁରାଣ - ଜଗନ୍ନାଥ ଦାସ [8 ed.]

Table of contents :
ଅତିବଡ଼ୀ ଜଗନ୍ନାଥଦାସ ପ୍ରଣୀତ ଶ୍ରୀମଦ୍ଭାଗବତ ମହାପୁରାଣ
ନିବେଦନ
ପ୍ରାକ୍‍କଥନ
ଭକ୍ତକବି ଜଗନ୍ନାଥଦାସଙ୍କ ଜୀବନ ପରିଚୟ
ଓଡ଼ିଆ ଭଗବତର ଲୋକପ୍ରିୟତା
ସୂଚୀପତ୍ର
ଶ୍ରୀମଦ୍‍ଭାଗବତ ମହାପୁରାଣର ବୈଶିଷ୍ଟ୍ୟ
ଭାଗବତ ମାହାତ୍ମ୍ୟ
ଭାଗବତ ସପ୍ତାହ ବିଧି
ମଙ୍ଗଳାଚରଣ
ପ୍ରଥମ ସ୍କନ୍ଧ
୧. ସୂତଙ୍କୁ ଶୌନକାଦି ଋଷିମାନଙ୍କର ପ୍ରଶ୍ନ
୨. ଭଗବତ୍‍କଥା ଓ ଭଗବତ୍‍ଭକ୍ତିର ମାହାତ୍ମ୍ୟ
୩. ଭଗବାନଙ୍କ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା
୪. ମହର୍ଷି ବ୍ୟାସଙ୍କ ଅସନ୍ତୋଷ
୫. ଭଗବାନଙ୍କ ଯଶ-କୀର୍ତ୍ତନର ମହିମା ଓ ଦେବର୍ଷ ନାରଦଙ୍କର ପୂର୍ବଜନ୍ମ -ଚରିତ
୬. ନାରଦଙ୍କ ପୂର୍ବଜନ୍ମ ଚରିତର ଅବଶିଷ୍ଟାଂଶ
୭. ଅଶ୍ୱତ୍ଥାମାଦ୍ୱାରା ଦୌପଦୀଙ୍କ ପୁତ୍ରମାନଙ୍କର ହତ୍ୟା ଏବଂ ଅର୍ଜୁନଙ୍କ ଦ୍ୱାରା ଅଶ୍ୱତ୍ଥାମାର ମାନମର୍ଦ୍ଦନ
୮. ମାତୃଗର୍ଭରେ ପରୀକ୍ଷିତଙ୍କର ରକ୍ଷା, କୁନ୍ତୀଙ୍କର ଭଗବାନଙ୍କୁ ସ୍ତୁତି ଓ ଯୁଧୁଷ୍ଠିରଙ୍କର ଶୋକ
୯. ଯୁଧିଷ୍ଠିରାଦିଙ୍କର ଭୀଷ୍ମଙ୍କ ନିକଟକୁ ଆଗମନ ଏବଂ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିବା ପରେ ଭୀଷ୍ମଙ୍କର ମହାପ୍ରୟାଣ
୧୦. ଶ୍ରୀକୃଷ୍ଣଙ୍କର ଦ୍ଵାରକା ଗମନ
୧୧. ଦ୍ଵାରକାରେ ଶ୍ରୀକୃଷ୍ଣଙ୍କୁ ରାଜୋଚିତ ସ୍ଵାଗତ
୧୨. ପରୀକ୍ଷିତଙ୍କ ଜନ୍ମ
୧୩. ବିଦୁରଙ୍କ ଉପଦେଶକ୍ରମେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ବନଗମନ
୧୪. ଅପଶକୁନ ଦେଖି ମହାରାଜ ଯୁଧୁଷ୍ଠିରଙ୍କ ମନରେ ଆଶଙ୍କା ଓ ଅର୍ଜୁନଙ୍କର ଦ୍ଵାରକାରୁ ପ୍ରତ୍ୟାବର୍ତ୍ତନ
୧୫. ପରୀକ୍ଷିତଙ୍କୁ ରାଜ୍ୟ ପ୍ରଦାନପୂର୍ବକ କୃଷ୍ଣବିରହବ୍ୟଥିତ ପାଣ୍ଡବମାନଙ୍କର ସ୍ଵର୍ଗାରୋହଣ
୧୬. ପରୀକ୍ଷିତଙ୍କ ଦିଗ୍‍ବିଜୟ ତଥା ଧର୍ମ ଓ ପୃଥିବୀଙ୍କ କଥୋପକଥନ
୧୭. ମହାରାଜା ପରୀକ୍ଷିତଙ୍କ ଦ୍ୱାରା କଳିଯୁଗଦମନ
୧୮. ରାଜା ପରୀକ୍ଷିତଙ୍କୁ ଶୃଙ୍ଗୀ ଋଷିଙ୍କର ଅଭିଶାପ
୧୯. ପରୀକ୍ଷିତଙ୍କର ଅନଶନ ବ୍ରତ ଏବଂ ଶୁକଦେବଙ୍କ ଆଗମନ
ଦ୍ଵିତୀୟ ସ୍କନ୍ଧ
୧. ଧ୍ୟାନବିଧି ଓ ଭଗବାନଙ୍କ ବିରାଟସ୍ୱରୂପର ବର୍ଣ୍ଣନା
୨. ଭଗବାନଙ୍କର ସ୍ଥୂଳ ଓ ସୂକ୍ଷ୍ମରୂପର ଧାରଣା ତଥା କ୍ରମମୁକ୍ତି ଓ ସଦ୍ୟୋମୁକ୍ତି ବର୍ଣ୍ଣନା
୩. କାମନାନୁସାରେ ବିଭିନ୍ନ ଦେବତାଙ୍କର ଉପାସନା ଓ ଭଗବଦ୍‍ଭକ୍ତିର ପ୍ରାଧାନ୍ୟ ନିରୂପଣ
୪. ରାଜା ପରୀକ୍ଷିତଙ୍କର ସୃଷ୍ଟିବିଷୟକ ପ୍ରଶ୍ନ ଏବଂ ଶୁକଦେବଙ୍କର କଥାରମ୍ଭ
୫. ସୃଷ୍ଟି ବର୍ଣ୍ଣନା
୬. ବିରାଟପୁରୁଷଙ୍କର ବିଭିନ୍ନ ବିଭୂତିର ବର୍ଣ୍ଣନା
୭. ଭଗବାନଙ୍କ ଲୀଳାବତାର ଚରିତ
୮. ରାଜା ପରୀକ୍ଷିତଙ୍କର ବିବିଧ ପ୍ରଶ୍ନ
୯. ବ୍ରହ୍ମାଙ୍କୁ ଭଗବଦ୍ଧାମଦର୍ଶନ ମିଳିବା ଓ ଭଗବାନଙ୍କ ଦ୍ୱାରା ତାଙ୍କୁ ଚତୁଃଶ୍ଲୋକୀ ଭାଗବତ ଉପଦେଶ
୧୦. ଭାଗବତର ଦଶ ଲକ୍ଷଣ
ତୃତୀୟ ସ୍କନ୍ଧ
୧. ଉଦ୍ଧବଙ୍କ ସହିତ ବିଦୁରଙ୍କର ସାକ୍ଷାତ
୨. ଉଦ୍ଧବଙ୍କ ଦ୍ୱାରା ଭଗବାନଙ୍କର ବିଭିନ୍ନ ବାଲ୍ୟଲୀଳା ବର୍ଣ୍ଣନା
୩. ଭଗବାନଙ୍କର ଅନ୍ୟ ଲୀଳାଚରିତଗୁଡ଼ିକର ବର୍ଣ୍ଣନା
୪. ଉଦ୍ଧବଙ୍କ ଠାରୁ ବିଦାୟ ନେଇ ବିଦୁରଙ୍କର ମୈତ୍ରେୟ ଋଷିଙ୍କ ନିକଟକୁ ଗମନ
୫. ବିଦୁରଙ୍କର ପ୍ରଶ୍ନ ଏବଂ ମୈତ୍ରେୟଙ୍କ ଦ୍ୱାରା ସୃଷ୍ଟିକ୍ରମ ବର୍ଣ୍ଣନା
୬. ବିରାଟଶରୀରର ଉତ୍ପତ୍ତି
୭. ବିଦୁରଙ୍କ ପ୍ରଶ୍ନ
୮. ବ୍ରହ୍ମାଙ୍କର ଉତ୍ପତ୍ତି
୯. ବ୍ରହ୍ମାଙ୍କ ଦ୍ଵାରା ଭଗବତ୍‍ସ୍ତୁତି
୧୦. ଦଶପ୍ରକାର ସୃଷ୍ଟିର ବର୍ଣ୍ଣନା
୧୧. ମନ୍ଵନ୍ତରାଦି କାଳବିଭାଗର ବର୍ଣ୍ଣନା
୧୨. ସୃଷ୍ଟି ବିସ୍ତାର
୧୩. ବରାହ ଅବତାର କଥା
୧୪. ଦିତିଙ୍କ ଗର୍ଭଧାରଣ
୧୫. ଜୟ-ବିଜୟଙ୍କୁ ସନକାଦିଙ୍କ ଅଭିଶାପ
୧୬. ଜୟ-ବିଜୟଙ୍କର ବୈକୁଣ୍ଠରୁ ପତନ
୧୭. ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କର ଜନ୍ମ ତଥା ହିରଣ୍ୟାକ୍ଷର ଦିଗ୍‍ବିଜୟ
୧୮. ହିରଣ୍ୟାକ୍ଷ ସହିତ ବରାହ ଭଗବାନଙ୍କର ଯୁଦ୍ଧ
୧୯. ହିରଣ୍ୟାକ୍ଷ ବଧ
୨୦. ବ୍ରହ୍ମାଙ୍କ ରଚିତ ବିଭିନ୍ନ ପ୍ରକାର ସୃଷ୍ଟିର ବର୍ଣ୍ଣନା
୨୧. କର୍ଦ୍ଦମଙ୍କ ତପସ୍ୟା ଓ ଭଗବାନଙ୍କର ବରଦାନ
୨୨. ଦେବହୂତିଙ୍କ ସହିତ କର୍ଦ୍ଦମ ପ୍ରଜାପତିଙ୍କ ବିବାହ
୨୩. କର୍ଦ୍ଦମ ଓ ଦେବହୁତିଙ୍କ ପ୍ରଣୟ ବିହାର
୨୪. ଶ୍ରୀକପିଳଦେବଙ୍କ ଜନ୍ମ
୨୫. ଦେବହୁତିଙ୍କ ପ୍ରଶ୍ନ ତଥା ଭଗବାନ୍ କପିଳଙ୍କ ଦ୍ୱାରା ଭକ୍ତିଯୋଗର ମହିମା ପ୍ରତିପାଦନ
୨୬. ମହଦାଦି ଭିନ୍ନ ଭିନ୍ନ ତତ୍ତ୍ୱମାନଙ୍କର ଉତ୍ପତ୍ତି ବର୍ଣ୍ଣନା
୨୭. ପ୍ରକୃତି-ପୁରୁଷ ବିଭେଦକ ଜ୍ଞାନ ଲାଭଦ୍ୱାରା ମୋକ୍ଷପ୍ରାପ୍ତି ନିରୂପଣ
୨୮. ଅଷ୍ଟାଙ୍ଗଯୋଗର ବିଧି
୨୯. ଭକ୍ତିର ମର୍ମ ଓ କାଳର ମହିମା
୩୦. ଦେହଗେହରେ ଆସକ୍ତ ଲୋକମାନଙ୍କର ଅଧୋଗତି ବର୍ଣ୍ଣନା
୩୧. ମନୁଷ୍ୟଜନ୍ମ ପାଇଥିବା ଜୀବର ଗତି ବର୍ଣ୍ଣନା
୩୨. ଧୂମମାର୍ଗ ଓ ଅର୍ଚ୍ଚିରାଦି ମାର୍ଗରେ ଯାଉଥିବା ଜୀବର ଗତି ଓ ଭକ୍ତିଯୋଗର ଉକୃଷ୍ଟତା ବର୍ଣ୍ଣନା
୩୩. ଦେବହୁତିଙ୍କ ମୁକ୍ତି
ଚତୁର୍ଥ ସ୍କନ୍ଧ
୧. ସ୍ୱୟମ୍ଭୁବ ମନୁଙ୍କ କନ୍ୟାମାନଙ୍କର ବଂଶବର୍ଣ୍ଣନା
୨. ଭଗବାନ ଶିବ ଓ ଦକ୍ଷ ପ୍ରଜାପତିଙ୍କ ମଧ୍ୟରେ ମନୋମାଳିନ୍ୟ
୩. ପିତାଙ୍କ ଯଜ୍ଞୋତ୍ସବରେ ଯୋଗ ଦେବା ପାଇଁ ସତୀଙ୍କର ଇଚ୍ଛା
୪. ସତୀଙ୍କ ଅଗ୍ନି ପ୍ରବେଶ
୫. ବୀରଭଦ୍ରଙ୍କ ଦ୍ୱାରା ଦକ୍ଷଯଜ୍ଞ ବିଧ୍ଵଂସ ଓ ଦକ୍ଷବଧ
୬. ମହାଦେବଙ୍କୁ ପ୍ରସନ୍ନ କରିବା ନିମନ୍ତେ ବ୍ରହ୍ମାଦି ଦେବଗଣଙ୍କର କୈଳାସ ଗମନ
୭. ଦକ୍ଷଯଜ୍ଞ ସମାପନ
୮. ଧ୍ରୁବଙ୍କ ବନଗମନ
୯. ବରପ୍ରାପ୍ତି ପରେ ଧ୍ରୁବବଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ
୧୦. ଉତ୍ତମଙ୍କ ମୃତ୍ୟୁ ଓ ଧ୍ରୁବଙ୍କର ଯକ୍ଷମାନଙ୍କ ସଂଗେ ଯୁଦ୍ଧ
୧୧. ଯୁଦ୍ଧ ବନ୍ଦ କରିବା ପାଇଁ ଧ୍ରୁବଙ୍କୁ ସ୍ୱାୟମ୍ଭୁବ ମନୁଙ୍କ ପରାମର୍ଶ
୧୨. ଧ୍ରୁବଙ୍କୁ କୁବେରଙ୍କ ବରଦାନ ଓ ଧ୍ରୁବଙ୍କର ବିଷ୍ଣୁଲୋକପ୍ରାପ୍ତି
୧୩. ଧ୍ରୁବବଂଶର ବର୍ଣ୍ଣନା; ରାଜା ଅଙ୍ଗଙ୍କ ଚରିତ
୧୪. ରାଜା ବେଣଙ୍କ କଥା
୧୫. ମହାରାଜ ପୃଥୁଙ୍କ ଆବିର୍ଭାବ ଓ ରାଜ୍ୟାଭିଷେକ
୧୬. ବନ୍ଦୀଜନଙ୍କ ଦ୍ୱାରା ମହାରାଜ ପୃଥୁଙ୍କ ସ୍ତୁତିଗାନ
୧୭. ପୃଥୁଙ୍କର ପୃଥିବୀ ପ୍ରତି କୋପ ଏବଂ ପୃଥିବୀର ସ୍ତୁତି
୧୮. ପୃଥିବୀ ଦୋହନ
୧୯. ମହାରାଜ ପୃଥୁଙ୍କର ଏକଶହ ଅଶ୍ଵମେଧ ଯଜ୍ଞ
୨୦. ପୃଥୁଙ୍କ ଯଜ୍ଞଶାଳାରେ ଶ୍ରୀବିଷ୍ଣୁ ଭଗବାନଙ୍କର ଆବିର୍ଭାବ
୨୧. ମହାରାଜ ପୃଥୁଙ୍କ ପକ୍ଷରୁ ପ୍ରଜାମାନଙ୍କୁ ଉପଦେଶ
୨୨. ମହାରାଜା ପୃଥୁଙ୍କୁ ସନକାଦିଙ୍କର ଉପଦେଶ
୨୩. ରାଜା ପୃଥୁଙ୍କ ତପସ୍ୟା ଓ ପରଲୋକଗମନ
୨୪. ପୃଥୁଙ୍କ ବଂଶପରମ୍ପରା ଓ ପ୍ରଚେତାମାନଙ୍କୁ ଭଗବାନ ରୁଦ୍ରଙ୍କ ଉପଦେଶ
୨୫. ପୁରଞ୍ଜନ ଉପାଖ୍ୟାନ ଆରମ୍ଭ
୨୬. ଶିକାର କରିବା ଲାଗି ରାଜା ପୁରଞ୍ଜନଙ୍କର ବନକୁ ଯିବା ଓ ରାଣୀଙ୍କର କ୍ରୋଧ
୨୭. ପୁରଞ୍ଜନପୁରୀ ଉପରେ ଚଣ୍ଡବେଗର ଆକ୍ରମଣ ତଥା କାଳକନ୍ୟା ଚରିତ
୨୮. ପୁରଞ୍ଜନଙ୍କର ନାରୀଜନ୍ମ ଲାଭ ଏବଂ ଅବିଜ୍ଞାତଙ୍କ ଉପଦେଶ ଫଳରେ ତାଙ୍କର ମୁକ୍ତି
୨୯. ପୁରଞ୍ଜନ ଉପାଖ୍ୟାନର ତାତ୍ପର୍ଯ୍ୟ
୩୦. ପ୍ରଚେତାମାନଙ୍କୁ ବିଷ୍ଣୁ ଭଗବାନଙ୍କର ବରଦାନ
୩୧. ପ୍ରଚେତାମାନଙ୍କୁ ନାରଦଙ୍କର ଉପଦେଶ ଓ ସେମାନଙ୍କର ପରମପଦ ଲାଭ
ପଞ୍ଚମ ସ୍କନ୍ଧ
୧. ପ୍ରିୟବ୍ରତ ଚରିତ
୨. ଆଗ୍ନୀଧ୍ର ଚରିତ
୩. ରାଜା ନାଭିଙ୍କ ଚରିତ
୪. ଋଷଭଦେବଙ୍କ ରାଜ୍ୟଶାସନ
୫. ଋଷଭଦେବଙ୍କର ନିଜ ପୁତ୍ରମାନଙ୍କୁ ଉପଦେଶ ଏବଂ ଅବଧୂତବୃତ୍ତି ଗ୍ରହଣ
୬. ଋଷଭଦେବଙ୍କର ଦେହତ୍ୟାଗ
୭. ଭରତ ଚରିତ
୮. ମୃଗମୋହରେ ପଡ଼ି ଭରତଙ୍କର ମୃଗଯୋନି ପ୍ରାପ୍ତି
୯. ଭରତଙ୍କର ବ୍ରାହ୍ମଣକୁଳରେ ଜନ୍ମ
୧୦. ଜଡ଼ଭରତଙ୍କ ସହିତ ରାଜା ରହୂଗଣଙ୍କର ସାକ୍ଷାତ
୧୧. ରାଜା ରହୂଗଣଙ୍କୁ ଭରତଙ୍କର ଉପଦେଶ
୧୨. ରହୂଗଣଙ୍କର ପ୍ରଶ୍ନ ଓ ଭରତଙ୍କ ଦ୍ୱାରା ତାହାର ସମାଧାନ
୧୩. ଭବାରଣ୍ୟର ବର୍ଣ୍ଣନା ରହୂଗଣଙ୍କର ସଂଶୟନାଶ
୧୪. ଭବାରଣ୍ୟ ବର୍ଣ୍ଣନାର ସ୍ପଷ୍ଟୀକରଣ
୧୫. ଭରତବଂଶର ବର୍ଣ୍ଣନା
୧୬. ଭୂମଣ୍ଡଳର ବିବରଣ
୧୭. ଗଙ୍ଗାଙ୍କର ଉତ୍ପତ୍ତି-ବିବରଣ ଓ ଭଗବାନ୍ ଶଙ୍କରକୃତ ସଂକର୍ଷଣଦେବଙ୍କ ସ୍ତୁତି
୧୮. ବିଭିନ୍ନ ବର୍ଷ (ଭୂଖଣ୍ଡ)ର ବର୍ଣ୍ଣନା
୧୯. କିମ୍ପୁରୁଷବର୍ଷ ଓ ଭାରତବର୍ଷର ବର୍ଣ୍ଣନା
୨୦. ଅନ୍ୟ ଛଅଟି ଦ୍ୱୀପର ତଥା ଲୋକାଲୋକ ପର୍ବତର ବର୍ଣ୍ଣନା
୨୧. ସୂର୍ଯ୍ୟଙ୍କ ରଥ ଓ ତାହାର ଗତିର ବର୍ଣ୍ଣନା
୨୨. ଭିନ୍ନ ଭିନ୍ନ ଗ୍ରହଙ୍କର ସ୍ଥିତି ଓ ଗତି ବର୍ଣ୍ଣନା
୨୩. ଶିଶୁମାର ଚକ୍ରର ବର୍ଣ୍ଣନା
୨୪. ରାହୁ ଆଦିଙ୍କର ସ୍ଥିତି, ଅତଳାଦି ନୀଚଭାଗର ଲୋକଗୁଡ଼ିକର ବର୍ଣ୍ଣନା
୨୫. ସଂକର୍ଷଣଦେବଙ୍କ ବିବରଣ ଓ ସ୍ତୁତି
୨୬. ବିଭିନ୍ନ ନରଗତିର ବର୍ଣ୍ଣନା
ଷଷ୍ଠ ସ୍କନ୍ଧ
୧. ଅଜାମିଳୋପାଖ୍ୟାନ ପ୍ରାରମ୍ଭ
୨. ବିଷ୍ଣୁଦୂତମାନଙ୍କ ଦ୍ଵାରା ଭାଗବତଧର୍ମ ନିରୂପଣ ଓ ଅଜାମିଳର ପରମଧାମ ଗମନ
୩. ଯମ ଓ ଯମଦୂତଙ୍କ କଥୋପକଥନ
୪. ଦକ୍ଷଙ୍କ ଦ୍ୱାରା ଭଗବାନଙ୍କୁ ସ୍ତୁତି ଓ ଭଗବାନଙ୍କର ଆବିର୍ଭାବ
୫. ନାରଦଙ୍କ ଉପଦେଶରେ ଦକ୍ଷପୁତ୍ରମାନଙ୍କର ବୈରାଗ୍ୟ ତଥା ନାରଦଙ୍କୁ ଦକ୍ଷଙ୍କ ଅଭିଶାପ
୬. ଦକ୍ଷପ୍ରଜାପତିଙ୍କ କନ୍ୟାମାନଙ୍କର ବଂଶ ବିବରଣ
୭. ବୃହସ୍ପତି ଦେବତାମାନଙ୍କୁ ପରିତ୍ୟାଗ କରିଦେବାରୁ ଦେବଗୁରୁପଦରେ ବିଶ୍ଵରୂପଙ୍କ ବରଣ
୮. ନାରାୟଣକବଚ ଉପଦେଶ ପ୍ରସଙ୍ଗ
୯. ବିଶ୍ଵରୂପ ବଧ; ବୃତ୍ରାସୁର ହାତରେ ଦେବତାମାନଙ୍କର ପରାଜୟ ଏବଂ ଭଗବାନଙ୍କ ପ୍ରେରଣାରେ ଦେବତାମାନଙ୍କର ଦଧୀଚି ଋଷିଙ୍କ ନିକଟକୁ ଗମନ
୧୦. ଦଧୀଚି ଋଷିଙ୍କ ଅସ୍ଥିରେ ବଜ୍ର ନିର୍ମାଣ ଏବଂ ଇନ୍ଦ୍ର-ବୃତ୍ରାସୁର ଯୁଦ୍ଧ
୧୧. ବୃତ୍ରାସୁରର ବୀରବାଣୀ ଓ ଭଗବପ୍ରାପ୍ତି
୧୨. ବୃତ୍ରାସୁର ବଧ
୧୩. ଇନ୍ଦ୍ରଙ୍କ ଉପରେ ବ୍ରହ୍ମହତ୍ୟାର ଆକ୍ରମଣ
୧୪. ବୃତ୍ରାସୁରର ପୂର୍ବଜନ୍ମ ଚରିତ
୧୫. ଚିତ୍ରକେତୁଙ୍କୁ ଅଙ୍ଗିରା ଓ ନାରଦଙ୍କର ଉପଦେଶ
୧୬. ଚିତ୍ରକେତୁଙ୍କ ବୈରାଗ୍ୟ ଓ ସଙ୍କର୍ଷଣଦେବଙ୍କ ଦର୍ଶନ ଲାଭ
୧୭. ଚିତ୍ରକେତୁଙ୍କୁ ପାର୍ବତୀଙ୍କର ଅଭିଶାପ
୧୮. ଅଦିତି ଓ ଦିତିଙ୍କ ସନ୍ତାନମାନଙ୍କର ତଥା ମରୁଦ୍‍ଗଣଙ୍କ ଉତ୍ପତ୍ତିର ବର୍ଣ୍ଣନା
୧୯. ପୁଂସବନବ୍ରତ ବିଧି
ସପ୍ତମ ସ୍କନ୍ଧ
୧. ନାରଦ-ଯୁଧିଷ୍ଠିର ସଂବାଦ ଏବଂ ଜୟ-ବିଜୟଙ୍କ କଥା
୨. ହିରଣ୍ୟାକ୍ଷ ବଧ ହେବା ପରେ ହିରଣ୍ୟକଶିପୁର ନିଜ ମାତା ତଥା କୁଟୁମ୍ବଲୋକଙ୍କୁ ଆଶ୍ଵାସନା
୩. ହିରଣ୍ୟକଶିପୁର ତପସ୍ୟା ଓ ବରପ୍ରାପ୍ତି
୪. ହିରଣ୍ୟକଶିପୁର ଅତ୍ୟାଚାର ଏବଂ ପ୍ରହ୍ଲାଦଙ୍କର ଗୁଣ ବର୍ଣନା
୫. ହିରଣ୍ୟକଶିପୁ ପକ୍ଷରୁ ପ୍ରହ୍ଲାଦଙ୍କୁ ବଧ କରିବାର ପ୍ରୟାସ
୬. ଅସୁରବାଳକମାନଙ୍କୁ ପ୍ରହ୍ଲାଦଙ୍କର ଉପଦେଶ
୭. ମାତୃଗର୍ଭରେ ଥିଲାବେଳେ ପ୍ରହ୍ଲାଦ ନାରଦଙ୍କ ଠାରୁ ପାଇଥିବା ଉପଦେଶର ବର୍ଣନା
୮. ନୃସିଂହଭଗବାନଙ୍କର ଆବିର୍ଭାବ, ହିରଣ୍ୟକଶିପୁ ବଧ ଏବଂ ବ୍ରହ୍ମାଦି ଦେବତାମାନଙ୍କର ଭଗବାନଙ୍କୁ ସ୍ତୁତି
୯. ନୃସିଂହଭଗବାନଙ୍କୁ ପ୍ରହ୍ଲାଦଙ୍କର ସ୍ତୁତି
୧୦. ପ୍ରହ୍ଲାଦଙ୍କର ରାଜ୍ୟାଭିଷେକ ଏବଂ ତ୍ରିପୁରଦହନ କଥା
୧୧. ମାନବଧର୍ମ, ବର୍ଣ୍ଣଧର୍ମ ଓ ସ୍ତ୍ରୀଧର୍ମ ନିରୂପଣ
୧୨. ବ୍ରହ୍ମଚର୍ଯ୍ୟ ଏବଂ ବାନପ୍ରସ୍ଥ ଆଶ୍ରମର ନିୟମ
୧୩. ଯତିଧର୍ମ ନିରୂପଣ ଏବଂ ଅବଧୂତ-ପ୍ରହ୍ଲାଦ ସଂବାଦ
୧୪. ଗୃହସ୍ଥାଶ୍ରମ ସମ୍ବନ୍ଧୀୟ ସଦାଚାର
୧୫. ଗୃହସ୍ଥଙ୍କ ନିମନ୍ତେ ମୋକ୍ଷଧର୍ମର ବର୍ଣ୍ଣନା
ଅଷ୍ଟମ ସ୍କନ୍ଧ
୧. ବିଭିନ୍ନ ମନ୍ଵନ୍ତରର ବର୍ଣ୍ଣନା
୨. କୁମ୍ଭୀର କବଳରେ ପଡ଼ି ଗଜେନ୍ଦ୍ରର ଦୁଃଖ
୩. ଗଜେନ୍ଦ୍ରଦ୍ୱାରା ଭଗବାନଙ୍କୁ ସ୍ତୁତି ଓ ତାହାର ସଂକଟମୋଚନ
୪. ଗଜେନ୍ଦ୍ର ଓ କୁମ୍ଭୀରର ପୂର୍ବଜନ୍ମ ବୃତ୍ତାନ୍ତ ତଥା ସେମାନଙ୍କର ଉଦ୍ଧାର
୫. ବ୍ରହ୍ମାଙ୍କ ନିକଟକୁ ଦେବଗଣଙ୍କ ଗମନ ଏବଂ ଭଗବାନଙ୍କୁ ବ୍ରହ୍ମାଙ୍କର ସ୍ତୁତି
୬. ସମୁଦ୍ରମନ୍ଥନ କରିବାକୁ ଦେବତା ଓ ଦୈତ୍ୟମାନଙ୍କର ମିଳିତ ଉଦ୍ୟମ
୭. ସମୁଦ୍ରମନ୍ଥନ ଆରମ୍ଭ ଓ ଶିବଙ୍କର ବିଷପାନ
୮. ସମୁଦ୍ରରୁ ଅମୃତର ଉତ୍ପତ୍ତି ଏବଂ ଭଗବାନଙ୍କର ମୋହିନୀରୂପ ଧାରଣ
୯. ମୋହିନୀରୂପଧାରୀ ଭଗବାନଙ୍କ ଦ୍ୱାରା ଅମୃତ ବଣ୍ଟନ
୧୦. ଦେବାସୁର ସଂଗ୍ରାମ
୧୧. ଦେବାସୁର ସଂଗ୍ରାମର ସମାପ୍ତି
୧୨. ମୋହିନୀରୂପ ଦେଖି ଶିବଙ୍କର ମୋହ
୧୩. ଆଗାମୀ ସାତ ମନ୍ଵନ୍ତରର ବର୍ଣ୍ଣନା
୧୪. ମନୁ ଆଦିଙ୍କର ପୃଥକ୍ ପୃଥକ୍ କର୍ମ ନିରୂପଣ
୧୫. ରାଜା ବଳିଙ୍କର ସ୍ଵର୍ଗବିଜୟ
୧୬. ପୟୋବ୍ରତ କରିବା ନିମନ୍ତେ ଅଦିତିଙ୍କୁ କଶ୍ୟପଙ୍କର ଉପଦେଶ
୧୭. ଭଗବାନଙ୍କ ପ୍ରାକଟ୍ୟ ଓ ଅଦିତିଙ୍କୁ ବର ପ୍ରଦାନ
୧୮. ବାମନଜନ୍ମ ଓ ବଳିଙ୍କ ଯଜ୍ଞଶାଳାକୁ ବାମନଙ୍କ ଗମନ
୧୯. ବାମନଙ୍କର ବଳିଙ୍କୁ ତିନିପାଦ ଭୂମି ଯାଚନା, ଭୂମିଦାନ କରିବାକୁ ବଳିଙ୍କ ସତ୍ୟପ୍ରତିଜ୍ଞା ଓ ତାଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ବାରଣ
୨୦. ବାମନଙ୍କର ବିରାଟରୂପ ଧାରଣ ଏବଂ ଦୁଇ ପାହୁଣ୍ଡରେ ମର୍ତ୍ତ୍ୟ ଓ ସ୍ଵର୍ଗ ମାପିନେବା
୨୧. ବଳି ନିବନ୍ଧନ
୨୨. ବଳିଙ୍କର ଭଗବାନଙ୍କୁ ସ୍ତୁତି ଓ ଭଗବାନଙ୍କ ଅନୁଗ୍ରହ
୨୩. ବଳିଙ୍କର ବନ୍ଧନମୁକ୍ତି ଏବଂ ସୁତଳଲୋକ ଗମନ
୨୪. ଭଗବାନଙ୍କର ମତ୍ସ୍ୟାବତାର କଥା
ନବମ ସ୍କନ୍ଧ
୧. ବୈବସ୍ୱତ ମନୁଙ୍କ ପୁତ୍ର ରାଜା ସୁଦ୍ୟୁମ୍ନଙ୍କ କଥା
୨. ମନୁଙ୍କର ପୃଷଧ୍ର ଆଦି ପାଞ୍ଚ ପୁତ୍ରଙ୍କ ବଂଶ
୩. ମହର୍ଷି ଚ୍ୟବନ ଓ ସୁକନ୍ୟାଙ୍କ ଚରିତ; ରାଜା ଶର୍ଯ୍ୟାତିଙ୍କ ବଂଶ
୪. ନାଭାଗ ଓ ଅମ୍ବରୀଷଙ୍କ କଥା
୫. ଦୁର୍ବାସାଙ୍କ ଦୁଃଖନିବୃତ୍ତି
୬. ଇକ୍ଷ୍ଵାକୁବଂଶର ବର୍ଣ୍ଣନା; ମାନ୍ଧାତା ଓ ସୌଭରି ଋଷିଙ୍କ କଥା
୭. ରାଜା ତ୍ରିଶଙ୍କୁ ଓ ହରିଶ୍ଚନ୍ଦ୍ରଙ୍କ କଥା
୮. ସଗର ଚରିତ
୯. ଭଗୀରଥ ଚରିତ ଓ ଗଙ୍ଗାବତରଣ
୧୦. ଭଗବାନ ଶ୍ରୀରାମଙ୍କର ବିଭିନ୍ନ ଲୀଳା ବର୍ଣ୍ଣନା
୧୧. ଭଗବାନ ଶ୍ରୀରାମଙ୍କର ଲୀଳା ବର୍ଣ୍ଣନାର ଅବଶିଷ୍ଟାଂଶ
୧୨. ଇକ୍ଷ୍ଵାକୁବଂଶର ଅବଶିଷ୍ଟ ରାଜାମାନଙ୍କର ବର୍ଣନା
୧୩. ରାଜା ନିମିଙ୍କ ବଂଶ ବର୍ଣ୍ଣନା
୧୪. ଚନ୍ଦ୍ରବଂଶର ବର୍ଣ୍ଣନା
୧୫. ଋଚୀକ, ଜମଦଗ୍ନି ଓ ପରଶୁରାମଙ୍କ ଚରିତ
୧୬. ପରଶୁରାମଙ୍କ ଦ୍ଵାରା କ୍ଷତ୍ରିୟ ସଂହାର ତଥା ବିଶ୍ୱାମିତ୍ରଙ୍କ ବଂଶ କଥା
୧୭. କ୍ଷତ୍ରବୃଦ୍ଧ, ରଜି ଆଦି ରାଜାମାନଙ୍କ ବଂଶ
୧୮. ଯଯାତି ଚରିତ
୧୯. ଯଯାତିଙ୍କର ବୈରାଗ୍ୟ ଓ ଗୃହତ୍ୟାଗ
୨୦. ପୂରୁଙ୍କ ବଂଶ; ରାଜା ଦୁଷ୍ୟନ୍ତ ଓ ଭରତଙ୍କ ଚରିତ
୨୧. ଭରତବଂଶର ବର୍ଣ୍ଣନା ଓ ରାଜା ରନ୍ତିଦେବଙ୍କ କଥା
୨୨. ପାଞ୍ଚାଳ, କୌରବ ଓ ମଗଧଦେଶୀୟ ରାଜାମାନଙ୍କର ବଂଶ
୨୩. ଅନୁ, ଦ୍ରୁହ୍ୟୁ, ତୁର୍ବସୁ ଓ ଯଦୁଙ୍କ ବଂଶ
୨୪. ବିଦର୍ଭଙ୍କ ବଂଶ
ଦଶମ ସ୍କନ୍ଧ (ଗୋପଲୀଳା)
୧. ଧରଣୀ ସମେତ ବ୍ରହ୍ମାଦି ଦେବଗଣ କ୍ଷୀରସିନ୍ଧୁ ତଟରେ ବିଷ୍ଣୁଙ୍କୁ ସ୍ତୁତି କରିବା ଏବଂ ବିଷ୍ଣୁଙ୍କ ଆଶ୍ଵାସନା
୨. ବସୁଦେବ-ଦେବକୀ ବିବାହ; କଂସର ମୃତ୍ୟୁ ବିଷୟକ ଶୂନ୍ୟବାଣୀ ଏବଂ କଂସ ଦ୍ୱାରା ଦେବକୀପୁତ୍ର ବଧ
୩. ବଳରାମଙ୍କ ଜନ୍ମ ଏବଂ ଦେବକୀଗର୍ଭସ୍ଥିତ ଭଗବାନଙ୍କୁ ବ୍ରହ୍ମାଦି ଦେବଗଣଙ୍କ ସ୍ତୁତି
୪. ଶ୍ରୀକୃଷ୍ଣଙ୍କ ଜନ୍ମ; ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ରଖି ତଥା ଅମ୍ବିକାଙ୍କୁ ଘେନି ବସୁଦେବଙ୍କ ପ୍ରତ୍ୟାବର୍ତ୍ତନ
୫. କଂସକୁ ଅମ୍ବିକାଙ୍କ ଚେତାବନୀ ତଥା ଅସୁରମାନଙ୍କ ଦ୍ୱାରା ଅସଂଖ୍ୟ ନବଜାତ ଶିଶୁ ବଧ
୬. ଗୋପରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ
୭. ପୂତନାବଧ ଓ ଶ୍ରୀକୃଷ୍ଣଙ୍କ ପାଇଁ ରିଷ୍ଟଶାନ୍ତିକରଣ
୮. ଶକଟାସୁର ଓ ତୃଣାବର୍ତ୍ତ ବଧ
୯. କୃଷ୍ଣ-ବଳରାମଙ୍କ ନାମକରଣ ଓ ଶ୍ରୀକୃଷ୍ଣଙ୍କ ମୁଖ ଗହ୍ୱରରେ ଯଶୋଦାଙ୍କୁ ଅନନ୍ତ ବ୍ରହ୍ମାଣ୍ଡ ଦର୍ଶନ
୧୦. ଶ୍ରୀକୃଷ୍ଣଙ୍କର ଦଧିଭାଣ୍ଡ ଭଞ୍ଜନ ଲୀଳା ଏବଂ ରୋଳରେ ବନ୍ଧନ
୧୧. ନାରଦଙ୍କ ଅଭିଶାପରେ ଯାମଳାର୍ଜୁନ ହୋଇଥିବା କୁବେରପୁତ୍ର ଦ୍ଵୟଙ୍କ ମୋକ୍ଷ
୧୨. ଗୋପ ଛାଡ଼ି ଗୋପାଳମାନଙ୍କର ବୃନ୍ଦାବନ ଗମନ ଏବଂ ବତ୍ସସୁର ଓ ବକାସୁର ବଧ
୧୩. ଅଘାସୁର ବଧ
୧୪. ବ୍ରହ୍ମାଙ୍କ ଦ୍ୱାରା ଗୋପବାଳକାଦି ହରଣ; ଅପହୃତ ବାଳକାଦିଙ୍କ ରୂପରେ ସ୍ୱୟଂ ଶ୍ରୀକୃଷ୍ଣ ପ୍ରକଟିତ ହେବା ଏବଂ ବ୍ରହ୍ମାଙ୍କ ମୋହଭଙ୍ଗ
୧୫. ଶ୍ରୀକୃଷ୍ଣଙ୍କୁ ବ୍ରହ୍ମାଙ୍କ ସ୍ତୁତି
୧୬. ଧେନୁକାସୁର ବଧ ଓ କାଳିହ୍ରଦର ବିଷାକ୍ତଜଳ ପିଇ ମରିଥିବା ବାଳକାଦିଙ୍କୁ ଜୀବନଦାନ
୧୭. କାଳିୟଦଳନ
୧୮. କାଳିନ୍ଦୀହ୍ରଦରେ କାଳିୟ ନିବାସର କାରଣ ଏବଂ ଦାବାଗ୍ନିରୁ ଗୋପବାଳକଙ୍କ ଉଦ୍ଧାର
୧୯. ଭାଣ୍ଡୀର ବଟମୂଳେ ବାଳକ୍ରୀଡ଼ା ଓ ପ୍ରଳମ୍ବାସୁର ବଧ
୨୦. ମୁଞ୍ଜବନରେ ଅଗ୍ନିପାନ କରି ଗୋରୁ ଓ ବାଳକମାନଙ୍କ ରକ୍ଷଣ
୨୧. ବର୍ଷା ଓ ଶରତ୍ ଋତୁ ବର୍ଣ୍ଣନା
୨୨. ବେଣୁଗୀତ
୨୩. ବସ୍ତ୍ରହରଣ ଲୀଳା
୨୪. ବ୍ରାହ୍ମଣପତ୍ନୀଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଅନୁଗ୍ରହ
୨୫. ଇନ୍ଦ୍ରପୂଜା ଭଞ୍ଜନ ଓ ଗୋବର୍ଦ୍ଧନଗିରି ପୂଜା
୨୬. ଇନ୍ଦ୍ରକୋପରୁ ପ୍ରଳୟତୁଲ୍ୟ ବୃଷ୍ଟି ଏବଂ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ଧାରଣ
୨୭. ଶ୍ରୀକୃଷ୍ଣଙ୍କ ମହିମାରେ ବିସ୍ମିତ ଗୋପାଳଙ୍କ ସନ୍ଦେହ ନନ୍ଦଙ୍କ ଦ୍ୱାରା ମୋଚନ
୨୮. ସୁରଭି ଓ ଇନ୍ଦ୍ରଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ସ୍ତୁତି ଏବଂ ଅଭିଷେକ
୨୯. ବରୁଣପୁରରୁ ନନ୍ଦଙ୍କ ଉଦ୍ଧାର ତଥା ଗୋପାଳମାନଙ୍କୁ ବରୁଣପୁର ଓ ବୈକୁଣ୍ଠ ଦେଖାଇବା
୩୦. ରାସଲୀଳା ଆରମ୍ଭ ଏବଂ ଶ୍ରୀକୃଷ୍ଣଙ୍କ ଅନ୍ତର୍ଦ୍ଧାନ
୩୧. ଗୋପୀମାନଙ୍କର ଶ୍ରୀକୃଷ୍ଣ ଅନ୍ୱେଷଣ
୩୨. ଗୋପୀଗୀତ
୩୩. ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଏବଂ ଗୋପୀମାନଙ୍କୁ ସାନ୍ତ୍ଵନା
୩୪. ମହାରାସ
୩୫. ସୁଦର୍ଶନ ମୋକ୍ଷଣ
୩୬. ଶଙ୍ଖଚୂଡ଼ ବଧ
୩୭. ବୃନ୍ଦାବନ ବିହାର ଓ ଯୁଗଳଗୀତ
୩୮. ଷଣ୍ଡାସୁର ବଧ
୩୯. ରାମକୃଷ୍ଣଙ୍କ ହତ୍ୟା ପାଇଁ କଂସର ନାନା ଯୋଜନା ଏବଂ ସେମାନଙ୍କୁ ଆଣିବା ପାଇଁ ଅକ୍ରୁର ପ୍ରେରଣ
୪୦. କେଶୀ ଓ ବ୍ୟୋମାସୁର ବଧ ଏବଂ ନାରଦକୃତ ଶ୍ରୀକୃଷ୍ଣସ୍ତୁତି
୪୧. ଅକ୍ରୁରଙ୍କର ବ୍ରଜଯାତ୍ରା ଓ ଶ୍ରୀକୃଷ୍ଣ ଦର୍ଶନ
୪୨. କୃଷ୍ଣ ବଳରାମଙ୍କ ମଥୁରାଗମନ; ଗୋପୀମାନଙ୍କ ବିଳାପ ଏବଂ କାଳିନ୍ଦୀ ଜଳ ମଧ୍ୟରେ ଅକ୍ରୁରର ବିଷ୍ଣୁପୁର ଦର୍ଶନ
୪୩. ଅକ୍ରୁରଙ୍କ ଦ୍ୱାରା ଶ୍ରୀକୃଷ୍ଣସ୍ତୁତି
୪୪. ଶ୍ରୀକୃଷ୍ଣଙ୍କ ମଥୁରା ପ୍ରବେଶ; ରଜକ ବଧ ଏବଂ ସୁଦାମା ମାଳୀକୁ ବର ପ୍ରଦାନ
୪୫. କୁବଜାର ଅପୂର୍ବ ସୌନ୍ଦର୍ଯ୍ୟ ଲାଭ; ଧନୁର୍ଭଙ୍ଗ ଏବଂ କଂସର ଭୟ
୪୬. କୁବଳୟା ଗଜ ବଧ ଏବଂ ରଙ୍ଗସଭାରେ ପ୍ରବେଶ
୪୭. ଋଣ୍ଡର-ମୁଷ୍ଟିକ ସହ ମଲ୍ଲଯୁଦ୍ଧ ଓ କଂସବଧ
୪୮. ଉଗ୍ରସେନଙ୍କ ରାଜ୍ୟାଭିଷେକ
ଦଶମସ୍କନ୍ଧ (ଦ୍ୱାରକାରୀଳା)
୪୯. ବିଦ୍ୟାଲାଭାର୍ଥେ କୃଷ୍ଣ-ବଳରାମଙ୍କର ଗୁରୁଗୃହ ଗମନ
୫୦. ଶ୍ରୀକୃଷ୍ଣଙ୍କ ଆଦେଶରେ ଉଦ୍ଧବଙ୍କର ଗୋପପୁର ଗମନ
୫୧. ଉଦ୍ଧବ ଓ ଗୋପୀଙ୍କ କଥୋପକଥନ; ଭ୍ରମରଗୀତ ଏବଂ ଉଦ୍ଧବଙ୍କର ମଥୁରା ପ୍ରତ୍ୟାବର୍ତ୍ତନ
୫୨. କୁବ୍‌ଜାର ବାଞ୍ଚା ପୂର୍ଣ୍ଣ କରି ଅକୃର ଗୃହରେ ଶ୍ରୀକୃଷ୍ଣଙ୍କର ପଦାର୍ପଣ ଏବଂ ଅକ୍ରୁରକୁ ହସ୍ତିନାପୁର ପ୍ରେରଣ
୫୩. ହସ୍ତିନାପୁର ସଂବାଦ ଘେନି ଅକୁରଙ୍କର ମଥୁରା ପ୍ରତ୍ୟାବର୍ତ୍ତନ
୫୪. ଜରାସନ୍ଧ ସହ ଯୁଦ୍ଧ ଏବଂ ଦ୍ଵାରକା ନଗର ନିର୍ମାଣ କରି ସେଠାରେ ଯାଦବମାନଙ୍କୁ ଅବସ୍ଥାପନ
୫୫. ମୁଚୁକୁନ୍ଦ ଦ୍ୱାରା କାଳଯବନର ବିନାଶ
୫୬. ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗମନ ଏବଂ ବ୍ରାହ୍ମଣ ହସ୍ତରେ ଶ୍ରୀକୃଷ୍ଣଙ୍କ ନିକଟକୁ ରୁକ୍ମିଣୀଙ୍କ ସନ୍ଦେଶ
୫୭. ରୁକ୍ମିଣୀ ହରଣ
୫୮. ଶିଶୁପାଳକୁ ଓ ଶତୁରାଜାମାନଙ୍କୁ ଜିଣି ରୁକ୍ମିଣୀଙ୍କ ସହିତ ଦ୍ୱାରକା ଗମନ ଏବଂ ବିବାହୋତ୍ସବ
୫୯. ପ୍ରଦ୍ୟୁମ୍ନ ଜନ୍ମ ଓ ହରଣ ତଥା ଶମ୍ବରାସୁର ବଧ
୬୦. ସ୍ୟମନ୍ତକମଣି ବୃତ୍ତାନ୍ତ; ଜାମ୍ବବତୀ ଓ ସତ୍ୟଭାମା ସହ ଶ୍ରୀକୃଷ୍ଣଙ୍କ ପରିଣୟ
୬୧. ଶତଧବା ଦ୍ୱାରା ସ୍ୟମନ୍ତକମଣି ହରଣ; ଶତଧନା ବଧ; ଭୟରେ ପଳାୟନ କରିଥିବା ଅକୃରକୁ ସାକ୍ସନାପୂର୍ବକ ପୁନ୍ୟ ଦ୍ବାରକା ଆମନ୍ତ୍ରଣ
୬୨. ଖାଣ୍ଡବବନ ଦହନ ଓ କାଳିନ୍ଦୀ ସହ ଶ୍ରୀକୃଷ୍ଣଙ୍କ ବିବାହ
୬୩. ମିତ୍ରବିନ୍ଦା, ଲକ୍ଷ୍ମଣା, ସତ୍ୟା ଓ ଭଦ୍ରା ସହ
୬୪. ନାରକାସୁର ବଧ; ଷୋଳସହସ୍ର ଏକଶତ ରାଜକନ୍ୟାଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ଏବଂ ସ୍ୱର୍ଗରୁ ପାରିଜାତ ବୃକ୍ଷ ଆନୟନ
୬୫. ରୁକ୍ମିଣୀଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କ ହାସ୍ୟ-ବିନୋଦ
୬୬. ଶ୍ରୀକୃଷ୍ଣଙ୍କ ପୁତ୍ର-ପୌତ୍ରାଦିଙ୍କ ନାମ; ଅନିରୁଦ୍ଧ ବିବାହ ଓ ରୁକ୍ମଣବଧ
୬୭. ଉଷା-ଅନିରୁଦ୍ଧ ମିଳନ ଓ ବାଣାସୁର ଦ୍ୱାରା ଅନିରୁଦ୍ଧ ବନ୍ଧନ
୬୮. ଶ୍ରୀକୃଷ୍ଣ ବାଣାସୁର ଯୁଦ୍ଧ ଓ ବାଣାସୁର ବାହୁଛେଦ
୬୯. ନୃଗରାଜା ଚରିତ ଓ ଶାପମୁକ୍ତି
୭୦. ବଳରାମଙ୍କର ବ୍ରଜପୁର ଗମନ; ଗୋପୀଙ୍କ ସଙ୍ଗେ ଜଳକ୍ରୀଡ଼ା ଓ ଯମୁନାକର୍ଷଣ
୭୧. ପୌଣ୍ଡ୍ରକ ଓ କାଶୀରାଜା ବଧ
୭୨. ବଳରାମଙ୍କ ଦ୍ୱାରା ଦ୍ଵିବିଦ ବାନର ବଧ
୭୩. କୌରବଙ୍କ ପ୍ରତି ବଳରାମଙ୍କ କୋପ ଓ ଶାମ୍ବ ବିବାହ
୭୪. ପ୍ରତି ରାଣୀଙ୍କ ଅନ୍ତଃପୁରରେ ଶ୍ରୀକୃଷ୍ଣଙ୍କ ଗୃହଚର୍ଯ୍ୟା ଦେଖି ନାରଦଙ୍କ ବିସ୍ମୟ
୭୫. ଶ୍ରୀକୃଷ୍ଣଙ୍କ ଦୈନନ୍ଦିନ କୃତ୍ୟ ବର୍ଣ୍ଣନା ଏବଂ ଜରାସନ୍ଧିର କାରାଗୃହରେ ଅବରୁଦ୍ଧ ରାଜାଙ୍କ ପତ୍ର ଘେନି ନୂତର ପ୍ରବେଶ
୭୬. ଉଦ୍ଧବଙ୍କ ପରାମର୍ଶକ୍ରମେ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥ ଆଗମନ
୭୭. ପାଣ୍ଡବଙ୍କର ରାଜସୂୟ ଯଜ୍ଞ ଆୟୋଜନ ଏବଂ ଜରାସନ୍ଧ ବଧ
୭୮. ଜରାସନ୍ଧ କାରାଗାରରୁ ରାଜାମାନଙ୍କ ମୁକ୍ତି
୭୯. ରାଜସୂୟ ଯଜ୍ଞରେ ଶ୍ରୀକୃଷ୍ଣଙ୍କ ଅଗ୍ରପୂଜା ଏବଂ ଶିଶୁପାଳ ବଧ
୮୦. ରାଜସୂୟ ଯଜ୍ଞ ସମାପନ ଏବଂ ଦୁର୍ଯ୍ୟୋଧନ ଅପମାନିତ ହେବା
୮୧. ଶାଲ୍ଵ ସହ ଯାଦବଙ୍କ ସମର
୮୨. ଶାଲ୍ଵ ବଧ
୮୩. ଦନ୍ତବକ୍ର ଓ ବିଦୂରଥ ବଧ
୮୪. ବଳରାମଙ୍କ ହସ୍ତରେ ସୂତମୁନିଙ୍କ ନିଧନ
୮୫. ବଳ ରାକ୍ଷସ ବଧ ଏବଂ ପାପ ପ୍ରକ୍ଷାଳନାର୍ଥ ବଳରାମଙ୍କର ତୀର୍ଥଯାତ୍ରା
୮୬. ଶ୍ରୀକୃଷ୍ଣଙ୍କ ଦ୍ୱାରା ସୁଦାମା ସହାର
୮୭. ସୁଦାମା ଦାରିଦ୍ର୍ୟ ମୋନେ
୮୮. ସୂର୍ଯ୍ୟପରାଗ ଉପଲକ୍ଷେ ଯାଦବମାନଙ୍କର କୁରୁକ୍ଷେତ୍ର ଗମନ ଏବଂ କୃଷ୍ଣ-ବଳରାମଙ୍କର ଗୋପଗୋପୀଙ୍କ ସହ ଭେଟ
୮୯. ଅଷ୍ଟପାଟରାଣୀଙ୍କୁ ସେମାନଙ୍କ ବିବାହ ସମ୍ପର୍କରେ ଦ୍ରୌପଦୀଙ୍କ ପ୍ରଶ୍ନ ଓ ରାଣୀମାନଙ୍କ ଉତ୍ତର
୯୦. ବସୁଦେବଙ୍କ ଯଜ୍ଞାଯିବ
୯୧. ବସୁଦେବଙ୍କୁ ଶ୍ରୀକୃଷ୍ଣଙ୍କର ତତ୍ତ୍ୱଜ୍ଞାନ ଉପଦେଶ ଏବଂ ଦେବକୀଙ୍କୁ ଷଟ୍ପୁତ୍ର ପ୍ରଦାନ
୯୨. ସୁଭଦ୍ରା ହରଣ; ମିଥିଳାପୁରରେ ଏକସଙ୍ଗେ ନିମି ଓ ଶୁଦେବଙ୍କ ଗୃହରେ ଶ୍ରୀକୃଷ୍ଣଙ୍କ ପଦାର୍ପଣ
୯୩. ବେଦସ୍ତୁତି
୯୪. ଶିବଙ୍କ ଠାରୁ ବୃକାସୁରର ବରପ୍ରାପ୍ତି ଏବଂ ବୃକାସୁର ବଧ
୯୫. ଭୃଗୁ ମୁନିଙ୍କ ଦ୍ୱାରା ତ୍ରିଦେବଙ୍କ ଶ୍ରେଷ୍ଠତ୍ର ପରୀକ୍ଷା, ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରିଜଙ୍କ ମୃତପୁତ୍ର ଆନୟନ
୯୬. ସଂକ୍ଷେପରେ ଶ୍ରୀକୃଷ୍ଣଲୀଳା ବର୍ଣ୍ଣନା
ଏକାଦଶ ସ୍କନ୍ଧ
୧. ଯଦୁବଂଶକୁ ଋଷିମାନଙ୍କ ଅଭିଶାପ; ଲୌହମୁଷଳକୁ ନିଶେଷ କରିବାକୁ ଉଦ୍ୟମ
୨. ବସୁଦେବ ଓ ନାରଦଙ୍କ ସଂବାଦକ୍ରମେ ନିମି ଓ ନବ ଯୋଗେଶ୍ଵରଙ୍କ ପ୍ରଶ୍ନୋତ୍ତର ଆରମ୍ଭ; ଭାଗବତଧର୍ମ ବିଷୟରେ ନିମିଙ୍କ ପ୍ରଶ୍ନ ଏବଂ କବିଙ୍କ ଉତ୍ତର
୩. ଭଗବଭକ୍ତର ଧର୍ମ, ସ୍ଵଭାବ ଓ ଆଚରଣ ବିଷୟରେ ନିମିଙ୍କ ପ୍ରଶ୍ନ ଏବଂ ହରିଙ୍କ ଉତ୍ତର
୪. ମାୟା, ମାୟାକୁ ତରିବାର ଉପାୟ, ବ୍ରହ୍ମ ଓ କର୍ମଯୋଗ ବିଷୟରେ ନିମିଙ୍କ ପ୍ରଶ୍ନ ଏବଂ ଅନ୍ତରିକ୍ଷା ପ୍ରବୁଦ୍ଧ, ପିପ୍ପଳାୟଡ଼ ଓ ଆବିର୍ଦ୍ଧାତ୍ରଙ୍କ ଉତ୍ତର
୫. ଭଗବାନଙ୍କ ଅବତାର ବିଷୟରେ ନିମିଙ୍କ ପ୍ରଶ୍ନ ଏବଂ ଦୁମିଳଙ୍କ ଉତ୍ତର
୬. ଭକ୍ତିହୀନ ପୁରୁଷମାନଙ୍କର ଗତି ଓ ଭଗବାନଙ୍କ ପୂଜାବିଧିର ବର୍ଣ୍ଣନା
୭. ଭଗବାନ ସ୍ୱଧାମକୁ ଫେରିଆସନ୍ତୁ ବୋଲି ଦେବତାମାନଙ୍କର ପ୍ରାର୍ଥନା ଓ ଯାଦବମାନେ ପ୍ରଭାସକ୍ଷେତ୍ରକୁ ଯିବାର ପ୍ରସ୍ତୁତି କରୁଥିବା ଦେଖି ଉଦ୍ଧବଙ୍କର ଭଗବାନଙ୍କ ନିକଟକୁ ଆଗମନ
୮. ଅବଧୂତୋପାଖ୍ୟାନ ଆରମ୍ଭ; ପୃଥିବୀଠାରୁ ଆରମ୍ଭ କରି କପୋତ ପର୍ଯ୍ୟନ୍ତ ଆଠ ଗୁରୁଙ୍କ କଥା
୯. ଅଜଗରଠାରୁ ପିଙ୍ଗଳା ବେଶ୍ୟା ପର୍ଯ୍ୟନ୍ତ ନଅ ଗୁରୁଙ୍କ କଥା
୧୦. କୁରର ଠାରୁ ଭୃଙ୍ଗୀ (କୁମ୍ଭାରପୋକ) ପର୍ଯ୍ୟନ୍ତ ସାତ ଗୁରୁଙ୍କ କଥା
୧୧. ଲୌକିକ ତଥା ପାରଲୌକିକ ଭୋଗମାନଙ୍କର ଅସାରତା ନିରୂପଣ
୧୨. ବଦ୍ଧ, ମୁକ୍ତ ଓ ଭକ୍ତମାନଙ୍କର ଲକ୍ଷଣ
୧୩. ସତ୍‍ସଙ୍ଗର ମହିମା ଏବଂ କର୍ମ ଓ କର୍ମତ୍ୟାଗର ବିଧି
୧୪. ସନକାଦି ଚାରିଭାଇଙ୍କୁ ହଂସରୂପରେ ଭଗବାନଙ୍କର ଉପଦେଶ ପ୍ରଦାନ
୧୫. ଭକ୍ତିଯୋଗର ମହିମା ତଥା ଧ୍ୟାନବିଧି
୧୬. ବିଭିନ୍ନ ସିଦ୍ଧିର ନାମ ଓ ଲକ୍ଷଣ
୧୭. ଭଗବାନଙ୍କର ବିଭିନ୍ନ ବିଭୂତିର ବର୍ଣ୍ଣନା
୧୮. ବର୍ଣାଶ୍ରମଧର୍ମ-ନିରୂପଣ
୧୯. ବାନପ୍ରସ୍ଥ ଓ ସନ୍ୟାସୀମାନଙ୍କର ଧର୍ମ
୨୦. ଜ୍ଞାନ, ଭକ୍ତି ଓ ଯମ-ନିୟମାଦି ସାଧନାମାନଙ୍କର ବର୍ଣ୍ଣନା
୨୧. ଜ୍ଞାନଯୋଗ, କର୍ମଯୋଗ ଓ ଭକ୍ତିଯୋଗ
୨୨. ଗୁଣ-ଦୋଷ-ବ୍ୟବସ୍ଥାର ସ୍ଵରୂପ ଓ ରହସ୍ୟ
୨୩. ତତ୍ତ୍ୱମାନଙ୍କର ସଂଖ୍ୟା ଓ ପୁରୁଷ-ପ୍ରକୃତି ସମ୍ବନ୍ଧୀୟ ବିବେକ
୨୪. ଜଣେ ସହିଷ୍ଣୁ ବ୍ରାହ୍ମଣଙ୍କ କଥା
୨୫. ସାଂଖ୍ୟଯୋଗ
୨୬. ତିନି ଗୁଣର ବୃତ୍ତି ନିରୂପଣ
୨୭. ପୁରୁରବାଙ୍କର ବୈରାଗ୍ୟୋକ୍ତି
୨୮. କ୍ରିୟାଯୋଗ (ଭଗବତ୍ ପୂଜାପଦ୍ଧତି) ବର୍ଣ୍ଣନା
୨୯. ପରମାର୍ଥ ନିରୂପଣ
୩୦. ଭାଗବତଧର୍ମ ନିରୂପଣ ଓ ଉଦ୍ଧବଙ୍କର ବଦରିକା ଗମନ
୩୧. ଯଦୁକୁଳ ସଂହାର
୩୨. ଭଗବାନଙ୍କର ସ୍ଵଧାମ ଗମନ
ଦ୍ଵାଦଶ ସ୍କନ୍ଧ
୧. କଳିଯୁଗର ରାଜବଂଶମାନଙ୍କର ବର୍ଣ୍ଣନା
୨. କଳିଯୁଗର ଲକ୍ଷଣ; କଳ୍କି ଅବତାର ଏବଂ ସତ୍ୟଯୁଗ ଆଗମନର ସୂଚନା
୩. ରାଜାମାନଙ୍କ ଆଚରଣରେ ଧରିତ୍ରୀର ଉପହାସ; ଯୁଗଧର୍ମ ବିବରଣ ଏବଂ କଳିଯୁଗରେ ନାମକୀର୍ତନର ମହତ୍ତ୍ୱ
୪. ଚାରି ପ୍ରକାର ପ୍ରଳୟ ବର୍ଣ୍ଣନା
୫. ଶୁକଦେବଙ୍କ ଅନ୍ତିମ ଜ୍ଞାନୋପଦେଶ ଓ ପରୀକ୍ଷିତଙ୍କର ମୃତ୍ୟୁଭୟ ନିବାରଣ
୬. ପରୀକ୍ଷିତଙ୍କର ପରମଗତି ଲାଭ; ଜନ୍ମେଜୟଙ୍କ ସର୍ପଯଜ୍ଞ ଏବ ବେଦ ତ୍ରୟୀର ଶାଖାଭେଦ
୭. ଅଥର୍ବ ବେଦର ଶାଖାଭେଦ ଓ ପୁରାଣ ଲକ୍ଷଣାଦି ବର୍ଣ୍ଣନା
୮. ମାର୍କଣ୍ଡେୟଙ୍କର ତପସ୍ୟା ଓ ବରପ୍ରାପ୍ତି
୯. ମାର୍କଣ୍ଡେୟଙ୍କୁ ଭଗବାନଙ୍କ ମାୟାଦର୍ଶନ
୧୦. ମାର୍କଣ୍ଡେୟଙ୍କୁ ଶିବଙ୍କର ବରଦାନ
୧୧. ଭଗବାନଙ୍କ ଅଙ୍ଗ, ଉପାଙ୍ଗ ଓ ଆୟୁଧମାନଙ୍କର ରହସ୍ୟ ତଥା ନିଜ ନିଜ ଗଣଙ୍କ ସହ ଦ୍ଵାଦଶ ଆଦିତ୍ୟଙ୍କର ସଞ୍ଚରଣ
୧୨. ଶ୍ରୀମଦ୍ଭାଗବତୋକ୍ତ ବିଷୟବସ୍ତୁର ସଂକ୍ଷିପ୍ତ ବିବରଣ ଏବଂ ଭାଗବତ ପାଠର ମହିମା
୧୩. ପୁରାଣମାନଙ୍କର ଶ୍ଳୋକସଂଖ୍ୟା ନିରୂପଣ ଏବଂ ଶ୍ରୀମଦ୍ଭାଗବତର ଶ୍ରେଷ୍ଠତ୍ୱ ପ୍ରତିପାଦନ
ଶ୍ରୀମଦ୍‍ଭାଗବତ ମହିମା
ଶ୍ରୀମଦ୍‍ଭାଗବତ ପରାୟଣ ଓ ବିଶ୍ରାମସ୍ଥଳ ନିର୍ଦ୍ଦେଶ
ଭାଗବତ ସୂକ୍ତି-ରତ୍ନ-ମାଳା

Polecaj historie