Sarala Gita - Gita Press (Odia)
 8847856627

Citation preview

॥ ଓ ଶ୍ରୀ ପରମାତ୍ମନେ ନମଃ ॥

2196

ସରଳ ଗୀତା [6 ଶ୍ରାକାର୍ଥ ସ ହିତ ]

ନ -..ଏ

© 1®। ହ୍ରଦ ±) ।(ଏ 1


.

ବର୍ଞିତ ପଧାନ ବିଷୟର ସୂଚୀ

0ଶ୍ଵାଳ ସଂଖ୍ୟା

ମପ୍ରୁଷ୍ଠା ମଂଖ୍ୟା

ଖା

ନାମକ ୧ମ ଅଧ୍ୟାୟ୍ଵ

17

୧-୧୧ ପାଣ୍ଡବ ଏବଂ କୋରବ ସେନାଙର୍ବ୍ଟୀ ମଧ୍ଯରୁ ମୁଖ୍ଯଂମୁଖ୍ଯ ମହାରଥୀର୍କ୍ବ ନାମ ଓ ସାମର୍ଥ୍ଯର ବର୍ଣ୍ଣନା। ୧୨-୧୯ ଉଭୟପକ୍ଷ ସେନାର୍ବ୍ଚ ଶଝିଂବାଦନର ବର୍ଣ୍ଣନା।

୨୦-୨୭ ଅର୍ଜୁନର୍କ୍ଚ ଦାରା ସେନାନିରୀକ୍ଷଣର ପ୍ରସଙ୍ଗ। ୨୮-୪୭ ମୋହିତ ଅର୍ଜୁନକ୍ତ ଭୀରୁତା ଏବଂ ଶୋକପୂଷ୍ଣି ତଥା ପଶ୍ଵାତ୍ତାପପୁକ୍ତ ବଚନ ଓ ସଞ୍ଜୟଙ୍କ ଦ୍ବାରା ବିଷାଦମଗ୍ନ ଅର୍ଜୁନର୍କୀ ଅବସ୍ଥାର ବର୍ଶ୍ଵନା। ସାଂଖ୍ଯଯୋଗ

ନାମକ

୦୨ଯ୍ୁ ଅଧ୍ୟାଯ୍ଠ

30

୧-୧୦ ଅର୍ଜୁନଙ୍କର କାତରତା ବିଷୟରେ ସଞ୍ଜୟର୍କ୍ଚ ଦ୍ବାରା ଭଗବାନ୍ବ

ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍ଗ୍ଚ ସଂବାଦର ବର୍ଣ୍ଣନା। ୧ ୧-୩୦ ସାର୍ଚନ୍ଯଯୋଗବିଷୟକ କଥନ|

୩୧-୩୮ କ୍ଷାତ୍ରଧର୍ମଦୂଷ୍ଟୁରୁ ଯୁଦ୍ଧ କରିବାର ଆବଶ୍ଯକତା ସମ୍ଭନ୍ଧରେ କଥନ। ୩୯-୫୩ କର୍ମଯୋଗର ବର୍ଣନା। ୫୪-୭୨ ସ୍ଥିତପ୍ରଜ୍ଞକ୍ତ ଲକ୍ଷଣବିଷୟକ ବର୍ଣ୍ରନା।

କର୍ମଯୋଗ ନାମକ ୩ସୟ୍‌ ଅଧ୍ୟାୟ 53 ୧- ୮ ସାଂଖ୍ଯଯୋଗ ଏବଂ କର୍ମଯୋଗ ଦୃଷ୍ଟିରୁ କର୍ତବ୍ଯକର୍ମ କରିବାର ଆବଶ୍ୟକତା। ୯-୧୯ ଯଜ୍ଞ ଏବଂ ସୂଷ୍ଟିଚକ୍ରର ପରମ୍ପରା ସୁରକ୍ଷିତ ରଖିବା ନିମନ୍ତେ କରଉ୍ତବ୍ଯ-କର୍ମ କରିବାର ଆବଶ୍ୟକତା | ୨୦-୨୯ ଲୋକସଂଗ୍ହ ନିମନ୍ତେ କର୍ତବ୍ୟକମି କରିବାର ଆବଶ୍ୟକତା |

୩୦-୩୫ ରାଗଦେଷଶୂନ୍ଯ ହୋଇ ସ୍ବଧର୍ମ ଅନୂସାରେ କର୍ତବ୍ଯକର୍ମ କରିବା ନିମନ୍ତେ ପ୍ରେରଣା।

୩୬-୪୩ ପାପର ମୂଳକାରଣ “କାମଂକୁ ମାରିବା ନିମନ୍ତେ ପ୍ରେରଣା।

2

* ସରଳ ଗୀତା ×

52

ଃଶ୍ମାଳ ମଂଖ୍ୟା

ମ୍ରୁଷ୍ଠା ଯଂଖ୍ୟା

ବାଷୟ

ଜ୍ଞାନକର୍ମସଂନ୍ଯାସଯୋଗ ନାମକ ୪ର୍ଥ ଅଧ୍ୟାୟ 67 ୧-୧୫ କର୍ମଯୋଗର ପରଅ୍ରା ଏବଂ ଭଗବାନର୍ଦ୍ଚ ଜନ୍ମ ତଥା କର୍ମର ଦିବ୍ଯତା ବିଷୟରେ ବର୍ଣ୍ରନା। ୧୬-୩୨ କର୍ମର ତତ୍ତ୍ଵ ଏବଂ ତଦନୁସାରେ ଯଜ୍ଞର ବର୍ଣ୍ବନା। ୩୩-୪୨ ଜ୍ଞାନଯୋଗ ଏବଂ କର୍ମଯୋଗର ପ୍ରଶଂସା ତଥା ପ୍ରେରଣା।

କର୍ମସଂନ୍ଯାସଯୋଗ ନାମକ ୫ମ ଅଧ୍ୟାଯୟ୍ବ ୧-୬ ୭-୧୨

81

ସାଂଖ୍ଯଯୋଗ ତଥା କର୍ମଯୋଗର ଏକତା ଏବଂ କମର୍ମଯୋଗର ପ୍ରଶଂସା। ସାଂଖ୍ୟଯୋଗ ଏବଂ କର୍ମଯୋଗର ସାଧନପ୍ରଣାଳୀ।

୧୩-୨୬ ଫଳସହିତ ସାଂଖ୍ଯଯୋଗର ବିଷୟ।

୨୭-୨୯ ଧ୍ଯାନ ଏବଂ ଭକ୍ତିର ବର୍ଣ୍ରନା। ଆମ୍‌ସଂଯମଯୋଗ

୧୮୪ ୫-୯

ନାମକ

୨1

୯୧ଶ୍ବ ଅଧ୍ୟାଯ୍ଠ

କର୍ମିଯୋଗର ବିଷୟ ଏବଂ ଯୋଗାରୂଢ଼ ମନୁଷ୍ଯର ଲକ୍ଷଣ। ଆମ୍ରୋଢଵାର ନିମନ୍ତେ ପ୍ରେରଣା ଏବଂ ସିଦ୍ଧ କମ୍ମିଯୋଗୀଙ୍କ୍ ଲଷଣ |

୧୦-୧୫ ଆସନ ବିଛାଇବା ବିଧୂ ଏବଂ ଫଳସହିତ ସଗୁଣ-ସାକାର

ପରମାମ୍ରାର୍ଚ୍ଚ ଧ୍ୟାନର ବର୍ଶ୍ଵନା। ୧ ୬-୨୩ ନିୟମ ତଥା ଫଳସହିତ ସ୍ବରୂପ (ଆମା) ଧ୍ୟାନର ବର୍ଶିନା| ୨୪-୨୮ ଫଳସହିତ ନିର୍ଗୁଣଂନିରାକାର ଧ୍ୟାନ ବିଷୟରେ କଥନ। ୨୯-୩୨ ସଗୁଣ ଓନିର୍ଗୁଣ ଧ୍ୟାନଯୋଗୀର୍କ୍ଚ ଅନୁଭବ। ୩୩-୩୬ ମନକୁ ନିଗ୍ରହ (ଏକାଗ୍ର। କରିବାର ବିଷୟ। ୩୭-୪୭ ଯୋଗତଭ୍ରଷ୍ଟଙ୍କ ଗତିଏବଂ ଭକ୍ତିଯୋଗୀର୍ଦ୍ଦ ମହିମା ବିଷୟରେ

ବର୍ଶନା।

ଜ୍ଞାନବିଜ୍ଞାନଯୋଗ ନାମକ ୭ମ ଅଧ୍ୟାୟ ୧-୭

ଭଗବାନଙ୍କ ଦ୍ବାରା ନିଜର ସମଗ୍ରରୂପ ବର୍ଣନା କରିବା ନିମନ୍ତେ ପ୍ରତିଜ୍ଞା ଏବଂପରା-ଅପରା ପ୍ରକୃତିର ସଂଯୋଗରୁ ଉତମ୍ପନ୍ନ ହେଉଥୁବା ସମସ୍ତ ପ୍ରାଣୀ୍ଚ୍ର ବିଷୟରେ ବର୍ଣ୍ଣନା କରି ନିଜକୁ ସମସ୍ତ୍କ୍ରର ମୂଳକାରଣ ବୋଲି କହିବା।

106

* ବିଷୟ ସୂଚୀ ×

ନଶ୍ଵାଳ ଘଂଖ୍ୟା

13

ବିଷୟ

ମ୍ରଷ୍ଠା ମଂଖ୍ୟା

୮-୧ ୨ କାରଣରୂପେ ଭଗବାନଙ୍କ ବିଭୂତିର ବର୍ଶ୍ବନା। ୧୩-୧୯ ଭଗବାନଙ୍କ

ଶରଣ

ନେଉଥୂବା

ଏବଂ ନ

ନେଉଥୁବା

ମନୁଷ୍ଯକ୍କ ବର୍ଣ୍ଣନା। ୨୦-୨୩ ଫଳସହିତ ଅନ୍ଯଦେବତାଙ୍କୁ ଉପାସନା କରୁଥୁବା ସକାମୀ

ମନୁଷ୍ଯର ବର୍ଶ୍ଵନା। ୨୪-୩୦ ଭଗବାନଙ୍କ ପ୍ରଭାବ ଜାଣୁ ନ ଥରବା ମନୁଷ୍ଯଗ୍କ୍ଚ ନିନ୍ଦା ଏବଂ ଜାଣୁଥୁବା ମନୁଷ୍ଯର୍କବ ପ୍ରଶଂସା ତଥା ଭଗବାନର୍କୀ ସମଗ୍ରରୂପ କଥନ ।

ଅକ୍ଷର ବ୍ରହୁଯୋଗ ନାମକ ୮ମ ଅଧ୍ୟାୟ

116

୧-୭

ଅଜୁନର୍କ ସାତଗୋଟି ପ୍ରଶ୍ନ ଏବଂ ଭଗବାନଙ୍କ ଦ୍ରାରା ତାହାର ଉତ୍ତର ତଥା ସଦା-ସର୍ବଦା ନିଜର ସ୍ମରଣ କରିବା ନିମନ୍ତେ ଆଜ୍ଞା ପ୍ରଦାନ। ୮-୧ ୬ ଫଳସହିତ ସଗୁଣ-ନିରାକାର, ନିର୍ଗୁଣ-ନିରାକାର ଏବଂ ସଗୁଣସାକାର ପରମାମ୍ପାଙ୍ଦ୍ଦ ଆରାଧନାର ବର୍ଣ୍ଣନା। ୧୭-୨୨ ବ୍ରହ୍ମଲୋକର ସମୟ ଏବଂ ଭଗବାନର୍କ୍ଚ ବିଶେଷତା ତଥା

ଭକ୍ତିର ବର୍ଣ୍ଣନା। ୨୩-୨୮ ଶୁକୁ ଏବଂ କୃଷ୍ଣ ଗତି ବିଷୟକ କଥନ ଏବଂ ତାହାକୁ ଜାଣିଥୁବା ଯୋଗୀକ୍କ୍‌ ମହିମା।

ରାଜବିଦ୍ୟାର।ଜଗୁହ୍ୟଯୋଗ ନାମକ ୯ମ ଅଧ୍ୟାୟ୍‌ 126 ୧-୬ ପ୍ରଭାବ ସହିତ ବିଜ୍ଞାନର ବର୍ଣ୍ଣନା। ୭-୧୦ ମହାସର୍ଗ ଅର୍ଥାତ୍‌ ଜଗତର ସୂଷ୍ଟି ଏବଂ ମହାପ୍ରଳୟର ବର୍ଣ୍ନା। ୧୧-୧୫ ଭଗବାନଙ୍କୁ ତିରସ୍କାର କରି ଆସୁରୀ, ରାକ୍ଷସୀ ଏବଂ ମୋହିନୀ

ପ୍ରକୃତିର ଆଶ୍ରୟ ନେଉଥୁବା ମୂଢ଼ ମନୁଷ୍ୟମାନକ୍କର ବର୍ଣ୍ଣନା ତଥା ଦୈବୀ ପ୍ରକୃତିର ଆଶ୍ରିତ ଭକ୍ତକ୍କ ଭଜନବିଷୟକ କଥନ ।

୧ ୬-୧୯

କାର୍ଯ୍ୟ-କାରଣରୂପେ ଭଗବତ୍‌ସ୍ବରୂପ ବିଭୂତିର ବର୍ଣ୍ଣନା।

14

* ସରଳ ଗୀତା *

ଛଶ୍ନାଳ ଘଂଖ୍ୟା

ବିଷୟ

ମ୍ରୁଷ୍ଟା ମଂଖ୍ୟା

୨୦-୨୫ ଫଳସହିତ ସକାମ ଏବଂ ନିଷ୍କାମ ଉପାସନାର ବଣ୍ଥିନା। ୨୬-୩୪ ସକଳ ପଦାଥି ଏବଂ କ୍ରିୟାକୁ ଭଗବତ୍‌ ଅର୍ପଣ କରିବାର ଫଳ ଓ ଭକ୍ତିର ଅଧୂକାରୀ ତଥା ଭକ୍ତିବିଷୟକ ବର୍ଣ୍ରନା। ବିଭୂତିଯୋଗ ନାମକ ୧୦ମ ଅଧ୍ୟାୟ 138 ୧-୭ ଭଗବାନଙ୍କ ବିଭୂତି ଏବଂ ଯୋଗ (ସାମର୍ଥ୍ଯ୍ଯର କଥନ ତଥା ୮-୧୧

ତାହାକୁ ଜାଣିବାର ମହିମା। ଫଳସହିତ ଭଗବଦ୍‌ଭକ୍ ଏବଂ ଭଗବତ୍‌କୂପାର ପ୍ରଭାବ।

୧୨-୧୮ ଅଜୁନର୍କ୍ଚ ଦ୍ବାରା ଭଗବାନଙ୍କର ସ୍ତୁତି ଏବଂଯୋଗ ତଥା ବିଭୂତି କହିବା ନିମନ୍ତେ ପ୍ରାର୍ଥନା। ୧୯-୪୨ ଭଗବାନଙ୍କ ଦ୍ରାରା ନିଜ ବିଭୂତି ତଥା ଯୋଗର ବର୍ଶ୍ରନା।

ବିଶ୍ବରୁପଦର୍ଶନଯୋଗ ନାମକ ୧୧ଶ ଅଧ୍ୟାୟ ୧-୮ ୯-୧୪

15୬1

ବିରାଟରୂପ ଦେଖାଇବା ନିମନ୍ତେ ଅର୍ଜୁନଙ୍କ ପ୍ରାର୍ଥନା ଏବଂ ଭଗବାନଙ୍କର ଦାରା ଅର୍ଜୁନଙ୍କୁ ଦିବ୍ଯଦୂଷ୍ଟ ପ୍ରଦାନ। ସଞ୍ଜୟଙ୍କୀ

ଦାରା

ଧୂତରାଷ୍ଟ୍ରନ୍ନତ୍ତ

ସମୁଖରେ

ବିରାଟରୂପ

ବର୍ଶ୍ବନା। ୧୫-୩୧ ଅର୍ଜୁନର୍ଚ୍ଚ ଦ୍ବାରା ବିରାଟରୂପ ଦର୍ଶନ ଏବଂ ତାହାର ସ୍ତୁତିପ୍ରାର୍ଥନା। ୩୨-୩୫ ଭଗବାନଙ୍କ ଦାରା ନିଜ ଅତ୍ଯୁଗ୍ର ବିରାଟରୂପର ପରିଚୟ ଏବଂ ଯୁଦ୍ଧ ନିମନ୍ତେ ଆଜ୍ଞା ପ୍ରଦାନ।

୩ ୬-୪୬ ଅର୍ଜୁନଙ୍କ ଦାରା ବିରାଟରୂପ ଭଗବାନଙ୍କର ସ୍ତୁତି-ପ୍ରାର୍ଥନା। ୪୭-୫୦ ଭଗବାନଙ୍କ ଦ୍ବାରା ବିରାଟରୂପକୁ ଦର୍ଶନ କରିବାର ଦୁର୍ଲଭତା ବିଷୟରେ କଥନ ଏବଂ ଭୟଭୀତ ଅଜୁନଙ୍କୁ ଆଶ୍ଵାସନା ପ୍ରଦାନ। ୫୧-୫୫ ଭଗବାନର୍ଦ୍ଚ ଦ୍ବାରା ଚତୁର୍ଭୁଭରୂପର ମହତ୍ତ୍ଵ ଏବଂ ତାହାର ଦର୍ଶନ ନିମନ୍ତେ ଉପାୟ ସମ୍ବନ୍ଧୀୟ ବର୍ଣ୍ଣନା।

× ବିଷୟ ସୂଚୀ ×

ନଶ୍ନାଳ ଘଂଖ୍ୟା

1 ୯୬

ବିଷୟ

ଉଲ୍ରଯୋଗ ନାମକ

୧୭ଶ

ମ୍ରୁଷ୍ଠା ମଂଖ୍ୟା ଅଧ୍ୟାୟ

173

୧-୧୨ ସଗୁଣ ଏବଂ ନିର୍ଗୁଣ ଉପାସକଙ୍କ ଶ୍ରେଷ୍ଟ ତାର ନିଶ୍ଚିୟ ଏବଂ ଭଗବତ୍‌ପ୍ରାପ୍ତି ନିମନ୍ତେ ଗ୍ବରିଗୋଟି ସାଧନାର ବଣ୍ରନା।

୧୩-୨୦ ସିଦ୍ଧ ଭକ୍ତଙ୍କ ଅଣଗ୍ରଳିଶ ଲକ୍ଷଣ ସମ୍ବନ୍ଧରେ କଥନ। କ୍ଷେତ-କ୍ଷେତଜ୍ଞବିଭାଗଯୋଗ ନାମକ ୧ ୩ଶ ଅଧ୍ୟାୟ 180 ୧-୧୮ କ୍ଷେତ୍ର, କେତ୍ରଜ୍ଞ (ଜୀବାମ୍ରୁ)।, ଜ୍ଞାନ ଏବଂ ଜ୍ଞେୟ (ପରମାମା) ଜୀର ଭକ୍ତିସହିତ ବିବେଚନା। ୧୯-୩୪ ଜ୍ଞାନ ସହିତ ପ୍ରକୃତି-ପୁରୁଷର ବିବେଚନା।

ଗୁଣତ୍ରସ୍୍‌ବିତ୍ତାଗଯୋଗ ନାମକ ୧୪ଶ ଅଧ୍ୟାୟ

1୨3

୧- ୪ ଜ୍ଞାନର ମହିମା ଏବଂ ପ୍ରକୃତି-ପୁରୁଷର୍କୀ ଠାରୁ ସଚରାଚର ଜଗତର ଉଧପତ୍ତି।

୫-୧୮ ସତ୍ତ୍ଁ, ରଜ ଏବଂ ତମ--ଏହି ତିନିଗୁଣର ବିଶଦ୍‌ ବର୍ଣନା। ୧୯-୨୭

ଭଗବତ୍‌ପ୍ରାପ୍ତିର

ଉପାୟ

ଏବଂ

ଗୁଣାତୀତ

ମହାପୁରୁଷର୍କ

ଲକ୍ଷଣ।

ପୁରୁ ଷୋତ୍ତମଯୋଗ ନାମକ ୧୫ଶ ଅଧ୍ୟାୟ

202

୧- ୬ ସଂସାରବୃକ୍ଷର ବର୍ଣ୍ଣନା ତଥାତାହାକୁ ଛେଦନ କରି ଭଗବାନର୍ଚ୍ବ ଶରଣ ନେବା ଏବଂ ଭଗବଦ୍‌ଧାମ ବିଷୟକ କଥନ।

୭-୧୧ ଜୀବାମ୍ରାର ସ୍ବରୂପ ତଥା ଜାଣୁଥୁିବା ଏବଂ ନ ଜାଣୁଥିବା

ମନୁଷ୍ଯକ୍ବର ବର୍ଣ୍ଣନା। ୧୨-୧୫ ଭଗବାନକୀ ପ୍ରଭାବର ବର୍ଣ୍ବନା। ୧୬-୨୦ କ୍ଷର-ଅକ୍ଷର ପୁରୁଷ ଏବଂ ପୁରୁଷୋତ୍ତମର୍କ୍‌ ବର୍ଷ୍ଜନା ତଥା ଅଧ୍ୟାୟର ଉପସଂହାର।

ଦୈବାସୁର ସହାଦ୍‌ବିଭାଗଯୋଗ ନାମକ ୧ ୬ ଶ ଅଧ୍ୟାୟ୍‌ 211 ୧- ୫ ଫଳସହିତ ଦୈବୀ ଏବଂ ଆସୁରୀ ସମ୍ପତ୍ତିର ବର୍ଣ୍ଵନା। ୬- ୮ ସତ୍‌କର୍ମରୁ ବିମୁଖ ହୋଇଥୁବା ଆସୁରୀ ସହ୍ପତ୍ତିଯୁକ୍ତ ମନୁଷ୍ଯମାନକ୍କ୍ଵନ ମାନ୍ୟତା ବିଷୟରେ କଥନ।

16

* ସରଳ ଗୀତା *

ଛଶ୍ନାଳ ସଂଖ୍ୟା

ବିଷୟ

ମ୍ରୁଷ୍ଟା ମଂଖ୍ୟା

୯-୧ ୬ ଆସୁରୀ ସମ୍ପର୍ିଭରା ମନୁଷ୍ଯମାନର୍କ୍ଚ ଦୁରାଗ୍ସର ଓ ମନୋରଥର ଫଳସହିତ ବର୍ଣ୍ଣନା। ୧୭-୨୦ ଆସୁରୀ ସଂମତ୍ତିଯୁକ୍ତ ମନୁଷ୍ଯର୍ଦ୍ପ ଦୁର୍ଭାବନା ଏବଂ ଦୁର୍ଗତିର ବଣ୍ତିନା। ୨୧-୨୪ ଆସୁରୀ ସମ୍ପତ୍ତିର ମୁଖ୍ୟ ଦୋଷ କାମ, କ୍ରୋଧ ଓ ଲୋଭରୁ ମୁକ୍ତ ହୋଇ ଶାସ୍ତ୍ରବିଧୂଧ ଅନୁସାରେ କର୍ମ କରିବା ନିମନ୍ତେ ପ୍ରେରଣା। ଶ୍ରଦ୍ଧାତ୍ରୟବିଭ୍ରାଗ ଯୋଗ ନାମକ

୧୭ଶ

ଅଧ୍ୟାୟ

219

୧- ୬ ତିନିପ୍ରକାର ଶ୍ରଦ୍ଧା ଏବଂ ଆସୁରନିଶ୍ଵୟ କରିଥୁବା ମନୁଷ୍ଯ

ମାନଙ୍କର ବର୍ଶ୍ରନା। ୭-୧୦ ସାତ୍ତ୍ରିକ୍‌ ରାଜସ ଏବଂ ତାମସ ଆହାରୀର୍କ୍ଚ ରୁଚି ବିଷୟରେ କଥନ |

୧୧-୨୨ ତ୍ରିବିଧ ଯଜ୍ଞ ତପ ଏବଂ ଦାନର ବଶ୍ରିନା। ୨୩-୨୮ “ଓଁ ତତ୍‌ ସତ୍୍‌'ର ପ୍ରୟୋଗର ବ୍ଯାଖ୍ଯା ଏବଂ ଅସତ୍‌ କର୍ମର ବର୍ଶିନା। ମୋକ୍ଷସଂନ୍ଯାସଯୋଗ

୧-୧୨

ନାମକ

୧୮ଶ

ଅଧ୍ଯାୟ

ସନ୍ନ୍ଯାସ ଏବଂ ତ୍ୟାଗ ବିଷୟରେ ମତଭେଦ ଓ କର୍ମଯୋଗର ବର୍ଣ୍ଵନା।

୧୩-୪୦ ସାର୍ଚ୍ଚ୍ଯଯୋଗର ବର୍ଶନା| ୪୧-୪୮ ଭକ୍ତିସହିତ କର୍ମଯୋଗର ବର୍ଶ୍ରନା। ୪୯-୫୫ ଧ୍ୟାନମିଶ୍ରିତ ସାର୍ଝନମଯୋଗ କଥନ।

୫୬-୬୬ ଭଗବଦ୍‌ଭକ୍ତିର ବର୍ଶନା। ୬୭-୭୮ ଶ୍ରୀଶ୍ରୀଗୀତାମାହାମ୍ଦ୍ୟୁ

୮#୮ ୬୮

2୬୫8

॥ ଓ ଶ୍ରୀପରମାମ୍ୂନେ ନମଃ ॥

ଶ୍ରୀମଦ୍‌ -ଘଗବଦ୍‌ -ଗୀତ। ଅଥ

ପଥମୋଏଧ୍ଯୟାୟଃ ¢/ତର/

@ବ୧/୭

ଧମିକ୍ଷେତ୍ରେ କୁରୂକ୍ଷେତ୍ରେ ସମବେତା ଯୁଯୁଛସବଃ। ମାମକାଃ ପାଣ୍ଡବାଶ୍‌-ଚୈବ, କିମକୁବିତ ସଞ୍ଚୟ ॥ ଧୂତରାଷ୍ଟ୍ର ପଗ୍ଵବରିଲେ -ହେସଞ୍ଜୟ! ଧର୍ମଭୂମି କୁରୁଷେତ୍ରରେ

ଯୁଦ୍ଧ କରିବା ଇଜ୍ଜାରେ ଏକତ୍ରିତ ହୋଇଥୁବା ମୋର ଓ ପାଣ୍ଠୁଟ୍କରର ପୁତ୍ରମାନେ କ'ଣ କଲେମ ॥ ୧ ॥ ସଞ୪ଯୟ କବଚ

ଦୂଷ୍କା ତୁପାଣ୍ଡବାନୀକଂ, ବ୍ୟୂଢଂ ଦୁକ୍ଠୟ୍ୟୋଧନସ୍‌-ତଦା। ଆଗ୍ଵକ୍ଟ୍ୟମୁପ-ସଇ୍ଗସଂମ୍ୟକ ରାଜା ବଚନଂରମବ୍ରବୀତ଼୍ ॥ ସଞ୍ଜୟ କହିଲେ -ଯୁଦ୍ଧାରମ ସମୟରେ ରାଜା ଦୁର୍ଯ୍ୟୋଧନ ବ୍ୟୂହରଚନାଯୁକ୍ତ ପାଣ୍ଡବସେନାକୁ ଦେଖି, ଦ୍ରୋଣାଗ୍ବର୍ଯ୍ୟକ୍କ ପାଖକୁ ଯାଇ କହିଲେ,-¬|| ୨ |

ପଶ୍ୟେତାଂ ପାଣ୍ଡୁପୁତ୍ରାଣା,-ମାଗ୍ରୟ୍ୟୁ ମହତୀଂ

ଚମ୍ବମ୍‌।

ବ୍ୟୁଢା ଦ୍ରୁପଦଂପୁତ୍ରେଣ ତବ ଶିଷ୍ଯୟେଣ ଧୀମତା॥ ହେ ଆଗ୍ଟରର୍ଯ୍ୟ ।ଆପଣଙ୍କ ବୁଦ୍ଧିମାନ୍‌ ଶିଷ୍ଯ ଦ୍ରୁପଦପୁତ୍ର

18

* ସରଳ ଗୀତା ×

ଧ୍ଷ୍ଟଦ୍ୟୁମ୍ନଦାରା ବ୍ୟୂହାକାରରେ ସଜ଼ିତ ପାଣ୍ଠୁପୁତ୍ରମାନର୍କୀର ଏହି ବିରାଟ ସେନାକୁ ଦେଖନ୍ତୁ॥୩ ॥

ଅତ୍ର

ଶୂରା

ଯୁଯୁଧାନୋ

ମହେଷ୍ଵାସା, ବିରାଟଶ୍‌-ଚ,

ଭୀମାଜ଼ୁନ-ସମା ଦ୍ରୁପଦଶ୍‌-ଚ

ଯୁଧୁ।

ମହାରଥଃ ॥

ଧୂଷ୍ଟକେତୁଶ୍‌-ଚେକିତାନଃ, କାଶିରାଜଶ୍‌-ଚ ବୀକ୍ଷ୍ଯୁବାନ୍‌। ପୁରୂୁଜିତୃ-କୁନ୍ତିଭୋଜଶ୍‌-ଚ, ଶେବ୍ଯଶ୍‌-ଚ ନରପୁରଙ୍ଗଂବଃ ॥

ଯୁଧାମନ୍ଯୁଶ୍‌-ଚ ବିକ୍ରାନ୍ତ ଉତ୍ତମୌଜାଶ୍‌-ଚ ବୀକ୍ୟ୍ୟୁବାନ୍ଵ। ସୌଭଦ୍ରୋ ଦ୍ରୌପଦେୟାଶ୍‌-ଚ, ସବି ଏବ ମହାରଥାଃ ॥ ଏହି ସେନାରେ ମହା ମହା ଧନୁର୍ଦିର ତଥା ଯୁଦ୍ଧରେ ଭୀମ ଓ ଅର୍ଜୁନଙ୍କ ସମାନ ଶୂରବୀର ସାତ୍ୟକି, ବିରାଟ ତଥା ମହାରଥୀ ରାଜା ଦ୍ରୂପଦ, ଧୂଷ୍ଟକେତୁ ଓ ଚେକିତାନ ତଥା ବଳବାନ୍‌ କାଶିରାଜ, ପୁରୁଜିତ୍‌, କୁନ୍ତିଭୋଜ ଓ ମନୁଷ୍ଯମାନର୍କୀ ମଧ୍ଯରେ

ଶ୍ରେଷ୍ଠ ଶୈବ୍ୟ, ପରାକ୍ରମୀ ଯୁଧାମନ୍ୟୁ ତଥାବଳବାନ୍‌ ଉତ୍ତମୌଜା, ସୁଭଦ୍ରାପୁତ୍ର ଅଭିମନ୍ଯୁ ଏବଂ ଦ୍ରୋପଦୀର୍ଦ୍ଚ ପାଞ୍ଚପୁତ୍ର ଅଛନ୍ତି ଏମାନେ ସମସ୍ତେ ମହାରଥୀ ॥ ୪, ୫, ୬ ॥ ଅସ୍ନାକଂ ତୁ ବିଶିଷ୍ଟା ଯେଥ, ତାନ଼-ନିବୋଧ ଦ଼ିଜୋତ୍ତମ।

ନାୟକା ମମ ସୈନ୍ଯସ୍ଯ, ସଂଜ୍ଞାଥଂ ତାନ ବ୍ରବୀମି ତେ ॥ ହେ ବ୍ରାହ୍ମଣଶ୍ରେଷ୍ଠ ।ଆମ ପକ୍ଷରେ ବି ଯେଉଁ ପ୍ରଧାନ

ଯୋଦ୍ଧାମାନେ ଅଛନ୍ତି, ସେମାନଙ୍କୁ ଆପଣ ଜାଣିନିଅନ୍ଧୁ। ମୋ ସେନାରେ ଯେଉଁ ସେନାପତିମାନେ ଅଛନ୍ତି, ଆପଣର୍ଚ୍ଚ ଜାଣିବା ନିମନ୍ତେ ସେମାନର୍କ୍ଚ ନାମ କହୁଛି ॥ ୭ ॥

× ଅଧ୍ୟାୟ ୧ ×

19

ଭବାନଵ-ଭୀଷ୍ମଶ୍‌-ଚ କଣ୍ଡିଶ୍‌-ଚ, କୃପଶ୍‌-ଚ ସମିତିଞ୍ଜୟଃ। ଅଶ୍ବତ୍ଥାମା ବିକଣ୍ଡିଶ୍‌-ଚଚ ସୌମଦତ୍ତିସ୍‌-ୱତଥୈବ ଚ ॥ ଆପଣ ଅଦ୍ରୋଣାଗ୍ବର୍ଯ୍ୟ, ପିତାମହ ଭୀଷ୍ମ, କର୍ଶ୍ର ଏବଂ ସଂଗ୍ରାମବିଜୟୀ କୃପାଗ୍ନର୍ଯ୍ୟ ତଥା ସେହିପରି ଅଶ୍ଵତ୍‌ଥାମା, ବିକର୍ ଓ ସୋମଦତର୍କୀ ପୁତ୍ର ଭୂରିଶ୍ରବା ଏବଂ......|| ୮ |

ଅନ୍ୟେ ଚ ବହବଃ ଶୂରା, ମଦଥୈ ତ୍ଯକ୍ତ-ଜୀବିତାଃ। ନାନା-ଶସ୍ତ୍ରଂପ୍ରହରଣାଃ ସବୈ ଯୁଥନ୍ଧ-ବିଶାର ଦାଃ ॥ ଏମାନଙ୍କ୍ଚ ଛଡା ମୋପାଇଁ ଜୀବନର ଆଶା ତ୍ଯାଗ କରିଦେଇଥିବା ଆହୁରି ବହୁ ଶୂରବୀର ମଧ୍ଯ ନାନାପ୍ରକାର ଅସ୍ତ୍ରଶସ୍ସଵରେ ସଜ୍ଜିତ ହୋଇ ଉପସ୍ଥିତ ଅଛନ୍ତି। ସେମାନେ

ସମସ୍ତେ ଯୁଦ୍ଧରେ ନିପୁଣ ॥ ୯ ॥

ଅପକ୍ୟ୍ୟାପ୍ରଂ ତଦସ୍କାକ, ବଲଂ ଭୀଷ୍ମାଭି-ରକ୍ଷିତମ୍‌। ପକ୍ଷ୍ୟୁପ୍ରଂ ତରିଦ-ମେତେଷା, ବଲଂ ଭୀମାଭି-ରକ୍ଷିତମ୍‌ ॥ ଭୀଷ୍ମର୍କ ଦ୍ବାରା ରକ୍ଷିତ ଆମ୍ଭମାନଙ୍କ୍ମରର ସେନା ଅପରିମିତ

ଅର୍ଥାତ୍‌ ସବୁ ଦୃଷ୍ଟିରୁ ଅଜେୟ ଏବଂ ଭୀମର୍ଚ୍ଚ ଦ୍ବାରା ରକ୍ଷିତ ଏମାନର୍ଦ୍ଧର ଏହି ସେନା ପରିମିତ ଅର୍ଥାତ୍‌ ଏହାକୁ ଜୟ କରିବା ଅତି ସହଜ ॥ ୧୦॥

ଅୟନେଷୁ ଚ ସବୈଷୁ, ଯୁଥା-ଭାଗ-ମବସିତାଃ। ଭୀଷ୍ମଂମେବାଭି-ରକ୍ଷନ୍ତୁ ଭବନ୍ତଃ ସବି ଏବ ହି ॥ ତେଣୁ ସକଳ ବ୍ଯୁହଦ୍ବାରରେ ନିଜ ନିଜ ସ୍ଥାନରେ ରହି

20

* ସରଳ ଗୀତା *

ଆପଣମାନେ ସମସ୍ତେ ନିଶ୍ଚିତଭାବରେ ଭୀଷ୍ମ ପିତାମହଗପୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ ॥ ୧୧ ॥

ତସ୍ଯ ସଂଜନୟନ୍‌

ହଷିଂ, କୁରୁୂ-ବୃଦ୍ଧଃ ପିତାମହଃ।

ସିଂହନାଦଂ ବିନଦ୍ଯୋଇ୍ଚ୍ଚିକ୍‌ ଶଙ୍ଖଂ ଦଧ୍ଗୋ ପ୍ରତାପବାଚ୍‌ ॥

କୁରୂବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନର୍ଚ୍ର ହୃଦୟରେ ହଶ୍ଷ ଉତ୍ଭନ୍ନ କରାଇ ଉଚ୍ଚସ୍ଲରରେ ସିଂହନାଦ ପରି ଗର୍ଜନ କରି ଶର୍ଚ୍ଚଂ ବଜାଇଲେ ॥ ୧୨ ॥

ତତଃ ଶର୍ଝ୍ଶ୍‌-ଚ ଭେଷକ୍ଯ୍ୟିଶ୍‌-ଚ, ପଣବାନକ-ଗୋମୁଖାଃ। ସହସେବାଭ୍ଯୟ-ହନ୍ୟନ୍ତଃ ସ ଶବ୍ଦସ୍‌-ତୁମୁଲୋଃଭବତ୍ବ ॥ ତା'ପରେ ପରେ ବହୁ ଶଖଝଂ, ଭେରୀ, ନାଗରା, ମର୍ଦ୍ଦଳ ଓ ରଣଣିଙ୍ଗା ଆଦି ବାଦ୍ଯ ଏକସଙ୍ଗେ ବାଜିଉଠିଲା | ସେସବୁର ଶବ୍ଦ ଅତି ଭୟର୍କ୍ରର ହେଲା ।॥ ୧୩ ॥

ତତଃ ଶ୍ଵେତୈର୍‌-ହୟେର୍‌-ଯୁକ୍ତେ, ମହତି ସ୍ଯନ୍ଦନେ ସିତୌ। ମାଧବଃ ପାଣ୍ଡବଶ୍‌-ଚୈବ, ଦିବ୍ୟୋ ଶର୍ଖେ ପ୍ରଦଧ୍ଧତୁଃ ॥ ତାହାପରେ ଧଳାଘୋଡ଼ା ଯୋଗ୍ର ଯାଇଥିବା ଉତ୍ତମ ରଥରେ

ବସି ଶ୍ରୀକୃଷ୍ଣ ପରମାମ୍ପା ଓ ଅର୍ଜୁନ ମଧ୍ଯ ନିଜ ନିଜର ଦିବ୍ଯ ଶର୍ଝଂ ବଜାଇଲେ ॥ ୧୪ ॥

ପାଞ୍ଚଜନ୍ୟଂ ହୂଷୀକେଶୋ, ଦେବଦତ୍ତ” ଧନଞ୍ଚୀୟଃ। ପୌଣ୍ତଂ ଦଧ୍ଖୋ ମହା-ଶଙ୍ଖଂ ଭୀମକମାଁ ବୃକୋଦରଃ ॥ ଶ୍ରୀକୃଷ୍ଣ ପରମାମ୍ରା ପାଞ୍ଚଜନ୍ୟନାମକ, ଅର୍ଜୁନ ଦେବଦତ୍ତ-

× ଅଧ୍ୟାୟ ୧ #×

21

ନାମକ ଏବଂ ଭୟାନକକର୍ମିସାଧନକାରୀ ଭୀମସେନ ପୌଣ୍ତନାମକ ମହାଶଙ୍ଖଂ ବଜାଇଲେ ॥ ୧୫ ॥

ରଃ। ଅନନ୍ତଂବିଜୟଂ ରାଜା, କୂନ୍ତୀ-ପୁତ୍ରୋ ଯୁଧୁଷ୍ଢ ସୁଘୋଷଂମଣିପୁଷ୍ଠାକୌ ॥ ସହଦେବଶ୍‌-ଚ, ନକୁଲଃ କୁନ୍ତୀପୁତ୍ର ରାଜା ଯୁଧୂଷ୍ତିର ଅନନ୍ତବିଜୟନାମକ ଏବଂ ନକୁଳ ଓ ସହଦେବ ଯଥାକ୍ରମେ ସୁଘୋଷ ଓ ମଣପୁତ୍ବାକ ନାମକ ଶଝ୍ଟଂ

ବଜାଇଲେ।॥ ୧୬॥ ଚ ମହାରଥଃ। କାଶ୍ଯଶ୍‌-ଚ ପରମେଷ୍ଵାସଃଃ ଶିଖଞ୍ତୀ ଧରଷ୍ଟାଦହ୍ୟୁମ୍ନୋ ବିରାଟଶ୍‌-ଚ, ସାତ୍ଯକି ଶ୍‌-ଗ୍ରପରାଜିତଃ ॥

ଦ୍ରୁପଦୋ ଦ୍ରୌପଦେୟାଶ୍‌-ଚ, ସବିଶଃ ପୂଥୂୂବୀ-ପତେ। ସୌଭଦ୍ରଶ୍‌-ଚ ମହାବାହୁଃ, ଶର୍ଝଂନ୍‌-ଦଧୁଃ ପୁଥକ୍‌ -ପୁଥକ୍‌ | ଶ୍ରେଷ୍ଠ ଧନୁରଝ୍ଧିର କାଶୀରାଜ। ମହାରଥୀ ଶିଖଣ୍ଡୀ, ଧୂଷ୍ଟାଦ୍ଯୁମ୍ନରନ ରାଜାବିରାଟ, ଅଜେୟ ସାତ୍ଯକି, ରାଜା ଦ୍ରୁପଦ, ଦ୍ରୋପଦୀର୍କୀ ପାଞ୍ଚପୁତ୍ର ଏବଂ ସୁଭଦ୍ରାପୁତ୍ର ମହାବାହୁ ଅଭିମନ୍ୟୁ ହେ ରାଜନ୍‌ ! ଏ ସମସ୍ତେ ସକଳ ଦିଗରୁ ପୂଥକ୍‌ ପୂଥକ୍‌ ଶଙ୍ଝଂ ବଜାଇଲେ।॥ ୧୭-୧୮ ॥

ସ ଘୋଷୋ ଧାର୍ତିରାଷ୍ଟ୍ରାଣା, ହୃଦୟାନି ବ୍ଯଦାରୟତ୍ଵବ। ନଭଶ୍‌-ଚ ପ୍ରଥୂବୀଂ ଚେବ, ତୁମୁଲୋ ବ୍ଯନୁ-ନାଦୟଚନ୍‌ ॥ ସେହି ଭୟଙ୍କର ଶବ୍ଦ ଆକାଶ ଓ ପୂଥୁବୀକୁ ପ୍ରତିଧ୍ବନିତ

କରି ଦୁର୍ଯ୍ଯୋଧନାଦି କୌରବମାନଚ୍କ୍ରର କରିଦେଲା || ୧୯ |

ହୃଦୟ ବିଦୀର୍ଣ୍ଣ

22

*× ସରଳ ଗୀତା ×

ଅଥ ବ୍ୟବସିତାଟ୍‌ ଦୃଷ୍ଟ, ଧାତ୍ତିରାଷ୍ଟ୍ରାନ୍‌ କପିଧ୍ଵଜଃ। ପ୍ରବୃତ୍ତେ ହୃଷୀକେଶ

ଶସ୍ତ୍ରସସମ୍ପାତେ। ତଦା

ଧନୁରୂଦ୍ୟମ୍ୟ

ବାକ୍ଯ,-ମିଦମାହ

ପାଣ୍ଡବଃ ॥ ମହୀପତେ।

ଅଜଜୁନ ଉବାଚ

ସେନୟୋଂ-ରୁଭୟୋର୍‌-ମଧ୍ୟେ, ରଥ ସାପୟ ମେଃଚ୍ୟୁତ |

ହେ ରାଜନ୍‌ ! ଏହାପରେ ବ୍ୟୁହରଚନାପୁବକ ଯୁଦ୍ଧ କରିବାକୁ ପ୍ରସ୍ଥୁତ ହୋଇ ରହିଥୁବା ଧୂତରାଷ୍ଟ୍ରାର୍କ୍ଵ ସମ୍ଭନ୍ଧୀୟମାନଙ୍କୁ ଦେଖି ଶସ୍ତ୍ରପ୍ତୟୋଗ କରିବାକୁ ଯାଉଥୂୁବା ସମୟରେ କଧପିଧ୍ଵଜ ଅର୍ଜୁନ ନିଜ ଧନୁ ଉଠାଇ ହୃଷୀକେଶ ଶ୍ରୀକୃଷ୍ଣ ଭଗବାନଗୁୁ କହିଲେ-¬ “ହେ ଅବ୍ଯୁତ ! ମୋ ରଥକୁ ନେଇ ଦୁଇ ସେନାବ୍କ୍ରୀ ମଧ୍ଯରେ ଠିଆ କରାନ୍ତୁ” ॥ ୨୦-୨୧ ॥

ୟାବଦେତାନ୍‌-ନିରୀକ୍ଷେଃହ , ୟୋଦୃଧୁ-କାମା-ନବସିତାବ୍‌|

କୈମିୟା

ସହ

ୟୋଜ୍ଧବ୍ଯ,-ମସ୍ମିନନ-ରଣ-ସମୁଦ୍ଯମେ ॥

ଏହି ଯୁଦ୍ଧରୂପକ ବ୍ୟାପାରରେ ମୋତେ କାହା କାହା ସହିତ ଯୁଦ୍ଧ କରିବାକୁ ହେବ, ଯୁଦ୍ଧକ୍ଷେତ୍ରରେ ଠିଆ ହୋଇଥୁବା ସେହି

ଯୁଦ୍ଧାଭିଳାଷୀ ବିପକ୍ଷୀ ଯୋଦ୍ଧାମାନର୍କୁ ଯେପର୍ଯ୍ୟନ୍ତ ମୁଁଭଲରୂପେ ଦେଖି ଚିହ୍ନି ନ ନେଇଛି, ସେପର୍ଯ୍ୟନ୍ତ ରଥ ଠିଆ କରାନ୍ତୁ ॥୨୨ ॥

ଯୋସ୍ୟ-ମାନା-ନବେକ୍ଷେ୍ହଂ, ୟୂ ଏତେଃତ୍ର ସମାଗତାଃ। ଧାଉଁରାଷ୍ଟ୍ରସ୍ଯ ଦୁବ୍ରୁଦ୍ଧେର୍‌ୟୁଃଦ୍େ ପ୍ରିୟ-ଚିକୀଷିବଃ ॥ ଦୁର୍ବୁଦି ଦୁର୍ଯ୍ୟୋଧନର ଯୁଦ୍ଧରେ ହିତାକାଂକ୍ଷୀ ହୋଇ ଯେଉଁ

× ଅଧ୍ୟାୟ ୧ ×

23

ରାଜାମାନେ ଏହି ସେନାରେ ଆସିଛନ୍ତି, ସେହି ଯୋଦ୍ଧାମାନର୍କୁ ମୁଁ ଟିକିଏ ଭଲ କରି ଦେଖିବି ॥ ୨୩ ॥ ସଞ୍ଥୀଙ୍କ ଉବ୍ଚ

ଏବମୁକ୍ତୋ ହୃଷୀକେଶୋ, ଗୁଡ଼ାକେଶେନ ଭାରତ। ସେନୟୋ-ରୁଭୟୋର୍‌-ମଧ୍ୟେ, ସାପୟିତ଼ ରଥୋତ୍ତମମ୍‌ ॥

ଭୀଷ୍ମଂଦ୍ରୋଣ-ପ୍ରମୁଖତଃ ସବୈଷାଂ ଚ ମହୀକ୍ଷିତାମ୍‌। ଉବାଚ ପାଥି ପଶ୍ରୈତାନ୍ୂ, ସମବେତାନ୍‌ କୁରୂନିତି ॥ ସଞ୍ଚୟ

କହିଲେହେ ଧୂତରାଷ୍ଟ୍ର।

ଅର୍ଜୁନ ଏପରି

କହିବାରୁ, ଭଗବାନ୍‌ ଶ୍ରୀକୃଷ୍ଣ ଦୁଇସେନାର୍କ୍ଵ ମଧ୍ୟରେ ଭୀଷ୍ମ ଓ ଦ୍ରୋଣାଗ୍ର୍ଯ୍ୟକ୍ତ ସମ୍ମୁଖରେ ତଥା ସମସ୍ତ ରାଜାର୍ଚ୍ଚ ସମ୍ମୁଖରେ ଉତ୍ତମ ରଥଟି ଠିଆ କରାଇଦେଇ କହିଲେ--'ହେ ପାଥି, ଯୁଦ୍ଦପାଇଁ

ଏକତ୍ରିତ

ହୋଇଥୁବା

ଏହି

କୌରବମାନର୍ଦ୍ୂ

ଦେଖ ' || ୨୪-୨୫ ॥

ତତ୍ରାପଶ୍ୟତ୍ବ ସିତାନ୍‌ ପାଥିଃ, ପିତ୍ପନଥ ପିତାମହାନ୍‌। ଆଗ୍ଵଯ୍ଯ୍ୟୁନ୍‌ ମାତୁଲ୍‌୍‌ାଚ୍‌ ଭ୍ରାତୃନ୍ଵ, ପୁତ୍ରାନ୍‌ ପୌତ୍ରାନ୍‌ ସଖୀଂସ୍‌-ତଥା | ଶ୍ଵବଶୁରାଟ୍‌ ସୁହୃଦଶ୍‌-ଚୈବ, ସେନୟୋଂରୁୂଭୟୋରପି। ତା'ପରେ ପ୍ରୁଥାପୁତ୍ର ଅଜୁନ ସେହି ଉଭୟସେନା ମଧ୍ୟରେ ବିଦ୍ଯମାନ ପିତୂ, ପିତାମହ, ଆଗ୍ର୍ଯ୍ୟ, ମାମୁଁ, ଭାଇ, ପୁଅ, ନାତି, ମିତ୍ର, ଶ୍ବଶୁର ଓ ସୁହୃଦ୍‌ମାନଙ୍ଗୁ ହିଁ ଦେଖିବାକୁ

ପାଇଲେ॥ ୨୬ ଓ ୨୭ ଶ୍ଳୋକର ପୂର୍ବାର୍ଦ ॥

24

* ସରଳ ଗୀତା *

ତାନ୍‌ ସମୀକ୍ଷ୍ୟ ସ କୌନ୍ତେୟଃ, ସବାଚ୍‌ ବନ୍ଧୃ-ନବସିତାନଚ୍‌ | କୃପୟା ପରଯାବିଷ୍ଟ୍ୟ୍ୟ ବିଷୀଦନ୍ଵ-ନିଦମବ୍ରବୀତ୍ବ। ସେହି ଉପସ୍ଥିତ ସମସ୍ତ ବନ୍ଧୁଙ୍ଦୁ ଦେଖି କୁନ୍ତୀପୁତ୍ର

ଅଜୁନ ଅତ୍ଯନ୍ତ କରୁଣାପରବଶ ହୋଇ ଶୋକ କରୁ କରୁ କହିଲେ,..... ||୨୭ ଉତ୍ତରାର୍ଦି, ୨୮ ପୂର୍ବାର୍ଵ | ଅନୁନ ଉବାଚ

ଦୂଷ୍ଟ୍ରେମ ସ୍ଵଜନ କୃଷ୍ଣ, ଯୁଯୁସୁଂ ସୀଦନ୍ତି ମମ ଗାତ୍ରାଣି, ମୁଖଂ ଚ

ସମୁସପସିତମ୍‌ ॥ ପରିଶୁଷ୍ଯୟତି।

ବେପଥୁଶ୍‌-ଚ ଶରୀରେ ମେ, ରୋମହଶିଶ୍‌-ଚ ଜାୟତେ ॥ ଅଜୁନ କହିଲେ-ହେ କୃଷ୍ଣ! ଯୁଦ୍ଧକ୍ଷେତ୍ରରେ ଦୂଢ଼ଭାବରେ ଦଣ୍ଡାୟମାନ ହୋଇଥୁବା ଏହି ଯୁଦ୍ଧାଭିଳାଷୀ ସ୍ଵଜନସମୁଦାୟକୁ ଦେଖି ମୋର ଅଙ୍କଂମାନ ଶିଥୂଳ ହୋଇଯାଉଛି, ମୁଖ ଶୁଖିଯାଉଛି ଓ ଦେହରେ କମ୍ପ ତଥା ରୋମାଞ୍ଚ ଜାତ ହେଉଛି ॥ ୨୮

ଶ୍ମଳୋକର ଉତ୍ତରାର୍ଧି ଓ ୨୯ ॥

ଗାଣ୍ଡୀବଂ ସ୍ରଂସତେ ହସ୍ତାତ଼, ତ଼କ୍‌ ଚୈବ ପରିଦହ୍ଯତେ। ନ ଚ ଶକ୍ଵୋଂମ୍ଯବସ୍ସପାତୁଂ ଭ୍ରମତୀବ ଚ ମେ ମନଃ ॥ ହାତରୁ ଗାଣ୍ଡୀବ ଧନୁ ଖସିପଡ଼ୁଛି, ଚର୍ମ ବିଭୀଷଣ

ଜ଼୍କାଳା କରୁଛି ତଥାମୋର ମନ ଘୂର୍ଶିତ ହେଲାପରି ଲାଗୁଛି। ତେଣୁ ମୁଁ ଠିଆ ହୋଇ ରହିବାକୁ ବି ସମର୍ଥ ହୋଇପାରୁ ନାହିଁ ॥୩୦ ॥

* ଅଧ୍ୟାୟ ୧ ×

25

ନିମିତ୍ତାନି ଚ ପଶ୍ୟଯାମି, ବିପରୀତାନି କେଶବ। ନ ଚ ଶ୍ରେୟୋଃନୁ-ପଶ୍ୟାମି, ହତ଼ା ସ୍ଵଜନ-ମାହବେ ॥ ହେ କେଶବ ! ମୁଁ ଲକ୍ଷଣସବୁକୁ ବିପରୀତ ହି ଦେଖୁଛି। ଯୁଦ୍ଧରେ ସ୍ଵଜନସମୁଦାୟକୁ ମାରିବାରେ କୌଣସି କଲ୍ୟାଣ ବି ଦେଖିପାରୁ ନାହିଁ ॥ ୩୧ ॥

ନ କାଙ୍କ୍ଷେ ବିଜୟଂ କୃଷ୍ଣ, ନ ଚ ରାଜ୍ୟଂ ସୁଖାନି ଚ । କିଂ ନୋ ରାଜ୍ୟେନ ଗୋବିନ୍ଦ, କିଂ ଭୋଗୈର୍‌-ଜୀବିତେନ ବା ॥

ହେ କୃଷ୍ଣ ! ମୁଁ ବିଜୟ ଗ୍ରହ୍ନୁ ନାହି, କି ରାଜ୍ୟ ତଥା ସୁଖ ମଧ୍ଯ ଗ୍ରହୁଁ ନାହିଁ। ହେଗୋବିନ୍ଦ । ଆମର ଏପରି ରାଜ୍ୟରେ କି ପ୍ରୟୋଜନ ! ଅଥବା ଏପରି ଭୋଗମାନର୍ଚ୍ଚରେ

ଓ ଜୀବନରେ

ବି କି ଲାଭ ଅଛି! ॥ ୩୨॥

ୟେଷାମଥୈ କାଂକ୍ଷିତଂ ନୋ, ରାଜ୍ୟଂ ଭୋଗାଃ ସୁଖାନି ଚ | ତ ଇମେଃବସିତା ଯୁଦ୍ଧେ, ପ୍ରାଣା ସ୍‌-ତ୍ଯକ୍ସ୍ଟାଧନାନି ଚ ॥ ଆମେ ଯେଉଁମାନଙ୍କର ପାଇଁ ରାଜ୍ଯ, ଭୋଗ ଓ ସୁଖାଦି ଅଭିଳାଷ କରଛ, ଏହି ସେହିମାନେ ଧନ ଓ ଜୀବନର ୦- ୦୬

ଆଶା

ପରିତ୍ଯାଗ କରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି ॥ ୩୩ ॥

ଆଗ୍ଵକ୍ଯ୍ୟାଃ ପିତରଃ ପୁତ୍ରାସ୍‌]-.ତଥୈବ ଚ ପିତାମହାଃ। ମାତୁଲ୍‌ାଃ ଶ୍ଵଶୁରାଃ ପୌତ୍ରାଃ, ଶ୍ଯାଲ୍‌ାଃ ସମ୍ବନ୍ଧିନସ୍‌-ତଥା ॥ ଗୁରୁମାନେ, ପିତୃୂମାନେ, ପୁତ୍ରମାନେ ଏବଂ ସେହିପରି ପିତାମହମାନେ, ମାମୁଁମାନେ, ଶ୍ଵଶୁରମାନେ, ନାତିମାନେ,

26

* ସରଳ ଗୀତା ×

ଶାଳକମାନେ ତଥା ଅନ୍ୟ ସମ୍ବନ୍ଧୀୟମାନେ ବି ଅଛନ୍ତି ॥ ୩୪ ॥

ମଧୁସୂଦନ । ଘ୍ନତୋଃପି ହନ୍ତୁ-ମିଳ୍ପାମି। ଏତାନ୍ତ ଅପି ତ୍ରେଲୋକ୍ୟ-ରାଜ୍ୟସ୍ୟ, ହେତୋଃ କିଂ ନୁ ମହୀ-କୃତେ |

ହେ ମଧୁସୂଦନ ! ଏମାନେ ମୋତେ ମାରିଦେଲେ ବି ମୁଁ ଏମାନଙ୍କୁ ମାରିବାକୁ ଗ୍ରହେଁ ନାହିଁ ।ପୂଥୁବୀ ଲାଭ କରିବା କଥା କିଏ ପଗ୍ରରେ, ତିନିଲୋକର ରାଜ୍ଯାଧୂକାର ମିଳିବାର ଥୂଲେ

ମଧ୍ଯ, ମୁଁ ଏମାନଙ୍କୁ ମାରିବାକୁ ଗ୍ରହେଁ ନାହି ॥ ୩୫ ॥

ନିହତ୍ଯ ଧାରଉଁରାଷ୍ଟ୍ରାନ୍ତଃଃ କା ପ୍ରୀତିଃ ସ୍ଯାଜ୍‌-ଜନାବ୍ଦନ। ହତ୍ମେତା-ନାତତାୟିନଃ | ପାପ-ମେବାଶ୍ରୟେ-ଦସ୍ମାନ୍‌, ହେ ଜନାର୍ଦ୍ଦନ! ଧୂତରାଷ୍ଟ୍ରୀର୍ଜ୍ର ପୁତ୍ରମାନଙ୍କୁ ମାରିଦେଲେ ଆମକୁ କି ସୁଖ ମିଳିବ? ଏହି ଆତତାୟୀମାନଙ୍କୁ ମାରିଲେ ତ ଆମକୁ ପାପ ହି ଲାଗିବ ॥ ୩୬ ॥ =« 7

ତସ୍ମାନ୍ଧାହା ବୟଂ ହନ୍ତୁଂ ଧାଉିରାଷ୍ଟ୍ରାନ୍‌ ସ୍ବ-ବାନ୍ଧବାଚ୍‌। ସ୍ପଜନଂ ହି କଥଂ ହତଡ଼ା, ସୁଖିନଃ ସ୍ୟାମ

ମାଧବ ॥

ତେଣୁ ହେ ମାଧବ! ନିଜର ବାନ୍ଧବ ଦୁର୍ଯ୍ୟୋଧନାଦିଙ୍କୁ ମାରିବା ଆମ ପକ୍ଷରେ ଉଚିତ ହେବ ନାହିଁ; କାରଣ ନିଜ କୁଟୁମ୍ବ ଲୋକର୍ଦ୍ୁ ମାରି ଆମେ କିପରି ସୁଖୀ ହୋଇପାରିବୁୂ? ॥ ୩୭ ॥

ଯୂଦ୍ଯପ୍ୟେତେ ନ ପଶ୍ଯନ୍ତି। ଲେଁଭୋପହତ-ଚେତସଃ । କୁଲକ୍ଷୟ-ଂକୃତଂ ଦୋଷଂ, ମିତ୍ର-ଦ୍ରୋହେ ଚ ପାତକମ୍‌ ॥

× ଅଧ୍ୟାୟ ୧ #

କଥଂ ନ

ଜ୍ଞେୟ-ମସ୍ମାଭିଃ,

କୁଲ-କ୍ଷୟଂକୃତଂ

ଦୋଷଂ,

27

ପାପା-ଦସ୍ମାନ-ନି ବତ୍ତିତୁମ୍‌ |

ପ୍ରପଶ୍ଯଦୂଭିର୍‌-ଜନାବଦ୍ଦନ॥

ଯଦ୍ଯପି ଲୋଭବଶତଃ ଭ୍ରତଷ୍ଟାଚିତ୍ତ ହୋଇଯାଇଥୁବା ଏହି ଲୋକେ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହଜନିତ ପାପ

ଜାଣିପାରୁ ନାହାନ୍ତି, ତଥାପି ହେ ଜନାର୍ଦ୍ଦନ ! କୁଳନାଶରୁ ଉମ୍ଭନ୍ନ ଦୋଷକୁ ଜାଣିପାରୁଥିବା ଆମ୍ଭେମାନେ ଏପରି ପାପରୁ ଦୂରେଇ-

ଯିବାକୁ ବିଗ୍ବର ନ କରିବୁ କାହିକି? ॥ ୩୮-୩୯ ॥

କୁଲ:କ୍ଷୟେ ପ୍ରଣଶ୍ଯନ୍ତି। କୁଲ:ଧମାଃ ସନାତନାଃ। ଧମୈ ନଷ୍ଟେ କୁଲଂ କୃସ୍ଥ,:.ମଧମୌଃଭି-ଭବତ୍ଯୁତ॥ କୁଳନାଶ ହେଲେ ସନାତନ କୁଳଧର୍ମ ନଷ୍ଟ ହୋଇଯାଏ। ଧର୍ମ ନଷ୍ଟ ହୋଇଗଲେ, ସମୁଦାୟ କୁଳକୁ ପାପ ମଧ୍ୟ ବିଶେଷଭାବରେ ବ୍ୟାପିଯାଏ ॥ ୪୦ ॥

ଅଧମାଭି-ଭବାତ୍ରଂକୃଷ୍ଟ ପ୍ରଦୁଷ୍ଯନ୍ତି କୁଲ୍‌-ସ୍ତିୟଃ। ସ୍ତ୍ରୀଷୁ ଦୁଷ୍ଟ୍ଯସୁ ବାର୍‌ଷ୍ଟେୟନ ଜାୟତେ ବଣ୍ଫି-ସଙ୍କରଃ ॥ ହେ କୃଷ୍ଣ ! ପାପ ଅଧୂକ ବଢ଼ିଗଲେ କୁଳସ୍ତ୍ରୀମାନେ ଅତ୍ୟନ୍ତ

ଦୂଷିତା ହୋଇଯାଆନ୍ତି; ହେ ବାର୍ଷ୍ବୈୟ! ସ୍ତ୍ରୀମାନେ ଦୂଷିତା ହୋଇଗଲେ, ବର୍ଣ୍ରସ୍କ୍ର ଉତ୍ପନ୍ନ ହୁଅନ୍ତି ॥ ୪୧ ॥ ସଙ୍କ୍ରରୋ

ନରକାୟେବ,

କୁଲପଘ୍ନାନାଂ

କୁଲ୍‌ସ୍ୟ

ଚ।

ପତନ୍ତି ପିତରୋ ହ୍ଯେଷା, ଲୁପ୍ତ-ପିଣ୍ଡୋଦକ-କ୍ିିୟାଃ ॥ କୁଳନାଶକାରୀମାନର୍ଦୂ ତଥା କୁଳକୁ ନରକକୁ ନେଇଯିବା

28

* ସରଳ ଗୀତା ×

ଲାଗି ହିଁ ବର୍ଷସଜ୍କ୍ର ଜାତ ହୋଇଥାଏ । ପିଣ୍ଡକ୍ରିୟା ଓଜଳଦାନକ୍ରିୟା ଲୁପ୍ତ ହେବାରୁ ପିତୂଲୋକମାନେ ଶ୍ରାଦ୍ଧ ଓ ତପପଣରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହୁଅନ୍ତି ॥୪୨॥

ଦୋଷୈରେତୈଃ କୁଲଘ୍ନାନା, ବଣ୍ଡ-ସଙ୍ଚ୍ରରଇ-ଂକାରକୈଃ। ଉସ୍ସାଦ୍ୟନ୍ତେ ଜାତି-ଧମାଃ, କୁଲ୍‌-ଧମାଶ୍‌-ଚ ଶାଶ୍ଵତାଃ ॥ ଏହି

ବଶ୍ରରସକ୍କରକାରକ

ଦୋଷମାନର୍କ

_ ଦାରା

କୁଳଘାତକମାନକ୍କରର ସନାତନ କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ ॥ ୪୩ ॥ ଉସନ୍ତଂକୂୁଲ୍‌ଧମାଣାନ, ମନୁଷ୍ଯାଣାଂ ଜନାବ୍ଦିନ। ନରକେଃନିୟତଂ ବାସୋ, ଭବତୀତ୍ଯନୁ-ଶୁଶୁମ ॥ ହେ ଜନାର୍ଦ୍ଦନ ! ଯେଉଁମାନଙ୍କର କୁଳଧମ୍ମ ନଷ୍ଟ ହୋଇଯାଇଛି, ସେମାନର୍ଚ୍ଚର ଅନିଶ୍ଚିତ କାଳପର୍ଯ୍ଯନ୍ତ ନରକବାସ ହୁଏ ବୋଲି ଆମେ ଶୁଣିଆସିଛୁ ॥ ୪୪ ॥

ଅହୋ ବତ ମହତ଼-ପାପଂ, କଷତ୍ତିଂ ବ୍ୟବସିତା ବୟମ୍‌। ୟୂଦ୍ଧ-ରାଜ୍ଯସସୁଖ-ଲେ।ଭେନ, ହନ୍ତୁ ସ୍ଵଜନଂମୁଦ୍ଯତାଃ ॥ ହାୟ ! କି ଦୁଃଖର କଥା ! ଆମ୍ଭେମାନେ ବୁଦିମାନ୍‌ ହୋଇ ମଧ୍ଯ ମହାପାପ କରିବାକୁ ପ୍ରସ୍ତୁତ ହୋଇଯାଇଛ୍ଥୀ ରାଜ୍ଯ ଓ ସୁଖପ୍ରାପ୍ତି ଲୋଭରେ ଆମେ ନିଜର ଆମ୍ରୀୟସ୍ବଜନମାନର୍ତୁ ମାରିଦେବାକୁ ଉଦ୍ୟତ ହୋଇଯାଇଛୁ ! ॥ ୪୫ ॥ ଶସ୍ତ୍ରଦପାଣୟଃ । ଯୂଦି ମାମପ୍ରତୀକାର, -ମଶସ୍ତ୍ରଂ

ଧାଉଁରାଷ୍ଟ୍ରା ରଣେ ହନ୍ଯୁସ୍‌-ତନ୍ନେ କ୍ଷେମତରଂ ଭବେତ଼ ॥

× ଅଧ୍ୟାୟ ୧ *

29

ଯଦି ମୋପରି ନିଃଶସ୍ତ୍ର ଓ ପ୍ରତିକାରରହିତ ଲୋକକୁ ଧୂତରାଷ୍ଟ୍ରାର୍କ୍ନ ଶସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ ମାରିଦିଅନ୍ତି, ତେବେ ବି ତାହା ମୋ ପକ୍ଷରେ ଅଧୂକ ମଙ୍ଗଳକର ହେବ ॥ ୪୬ ॥ ସୟ

@୫ଟ୭/ଟ

ଏବଂମୁକ୍କ୍ଵାଜୁୂନଃ ସଂଖ୍ଯୟେକ। ରଥୋପସ୍ର ବିସ୍ୂଜ୍ୟ

ସଶରଂ

ଗ୍ରପ,

ଉପାବିଶତ୍ଵ।

ଶୋକଂ-ସ ବିଗ୍ନଂ-ମାନସଃ ॥

ସଞ୍ଜୟ କହିଲେ - ରଣଭୂମିରେ ଶୋକରେ ଉଦ୍‌ବିଗ୍ନମନା

ଅର୍ଜୁନ ଏପରି କହି, ବାଣସହିତ ଧନୁ ତ୍ୟାଗ କରିଦେଇ ରଥର ପଛପଟେ ବସିପଡ଼ିଲେ॥ ୪୭ ॥ © ତଜଜ଼-ନଦକିଜ, ଭ/ମତଚ଼ଭରବନତ-ର/ତ/ଯୂପନଳ ଛଳ, ବବିକ୍ୟଃୟଂ

ୟୁର-ଶୀଂସେ ଭାକୁଷ।(ନୁଁନ-ସଂକ6କେ `ଅର୍ନୁନ-ବିଷାଦ-୭ୟୁ6ରୋ ନ/ମ

ଢ୦୦୮/୫୯/୨/©୬ // ¢ // ଏ ଓ ଏ

॥ ଓ ଶ୍ରୀପରମାମୂନେ ନମଃ ॥

ଅଥ

ହ଼ିତୀଯୋଅଧ୍ଯାୟଃ । ସଂଞ୪୮ଘ @୫ଟ୭୮ଟ

ତଂ

ତଥା

ବିଷୀଦନ୍ତ-ମିଦଂ

କୃପୟାବିଷ୍ଟ,-ମଶ୍ରୁ-ପୂର୍ଠା-କୁ ଲ୍କ୍ଷେଣମ୍‌ । ବାକ୍ଯ,-ମୁବାଚ

ମଧୁସୂଦନଃ ॥

ସଂଜୟ କହିଲେ - ସେପରି କରୁଣାବିଷ୍ଠ ଏବଂ ଅଶୁପୂର୍ଶ ବ୍ୟାକୁଳନେତ୍ର ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି କଥା କହିଲେ,-¬ || ୧ || ଶୀଜଙବ/ନୁ ବ/ଚ

କୁତସ୍ତ୍ରା

କଶ୍ମଳଂମିଦ,

ବିଷମେ

ଅନାକ୍ଷ୍ୟ-ଜୁଷ୍ଟ-ମସ୍ବଗ୍ଯ,-ମକୀରି-କର-ମଜୁନ

ସମୁସପସିତମ୍‌।



ଶ୍ରୀଭଗବାନ୍‌ କହିଲେ--ହେ ଅର୍ଜୁନ! ତୂମକୁ ଏହି ଅସମୟରେ ଏହି ମୋହ କେଉଁଠୁ ଆସିଗଲା? କାରଣ ଏହା ଶ୍ରେଷ୍ଠ ପୁରୁଷମାନଙ୍କ ଦ୍ବାରା ଆଚରିତ ନୂହେଁ, କିମ୍ବା ସ୍ଵଗଗପ୍ରଦାୟକ କି କୀର୍ତିପ୍ରଦାୟକ ମଧ୍ଯ ନୁହେଁ ॥ ୨ ॥

କ୍ଲୈବ୍ୟଂ ମା ସ୍ମ ଗମଃ ପାଥ, ନୈତତ଼-ତୃୟ୍ୟୁପ-ପଦ୍ୟତେ |

କ୍ଷୁଦ୍ରଂ ହୃଦୟ-ଦୌବିଲ୍ଯଂ ତ୍ଯକ୍ଟ୍ରୋଭିଷ୍ଠା ପରନ୍-ତପ ॥

× ଅଧ୍ୟାୟ ୨ ×

31

ତେଣୁ ହେ ଅର୍ଜୁନ! ନପୁଂସକତା ପ୍ରାପ୍ତ ହୁଅ ନାହିଁ। ତୁମ ପକ୍ଷରେ ଏହା ଉଚିତ ନୁହେ | ହେ ଶତୂୃତାପନ ! ହୃଦୟର ତୁଚ୍ଚ ଦୁବଳତା ତ୍ୟାଗ କରି ଯୁଦ୍ଧ କରିବାକୁ ଠିଆ ହୋଇଯାଅ ॥ ୩ ॥ ଅନୁନ ଜବାଚ

କଥଂ ଭୀଷ୍ମଂମହଂ ସଂଖ୍ଯେ, ଦ୍ରୋଣ ଚ ମଧୁସୂଦନ।

ଇଷୁଭିଃ

ପ୍ରତି ଯ଼ୋସ୍ଯାମି,

ପୂଜାହାଁ-ବରି-ସୂଦନ ॥

ଅଜୁନ କହିଲେ-ହେ ମଧୁସୂଦନ ! ରଣଭୂମିରେ ଭୀଷ୍ମପିତାମହ ଓ ଦ୍ରୋଣାଗ୍ରର୍ଯ୍ୟକ୍କ ବିରୁଦ୍ଧରେ ମୁଁ କିପରି ବାଣ ମାରି ଲଢ଼ିବିନ କାରଣ, ହେ ଅରିସୂଦନ ! ସେ ଦୁହେଁ ମୋର

ପୂଜନୀୟ || ୪ | ଗୁରୂଂନହତ଼ା ହି ମହାନୁଭାବାନଚ୍‌ ଶ୍ରେୟୋ ଭୋକ୍ତ୍ର' ଭେକ୍ଷ୍ୟଂମପୀହ ଲୋକେ ।

ହତ଼ାଥି-କାମାଂସୁ

ଗୁରୂନିହୈବ

ଭୁଞ୍ଜୀୟ ଭୋଗାଚ୍‌ ରୁଧୂ୍ରର-ପ୍ରଦିଗ୍‌ଧାନ୍‌॥ ତେଣୁ ଏହି ମହାନୁଭବ ଗୁରୁଜନମାନଙ୍କ୍‌ ମାରିବା ଅପେକ୍ଷା

ମୁଁ ଏହି ଲୋକରେ ଭିକ୍ଷାନ୍ତଦ୍ବାରା ଜୀବିକା ନିର୍ବାହ କରିବା କଲ୍ଯାଣକର ବୋଲି ମନେ କରୁଛି; କାରଣ ଗୁରୁଜନମାନଙ୍ଦୁ ମାରିଲେ ଏହି ଲୋକରେ ସେମାନଙ୍କର ରକ୍ତସିକ୍ତ ଅର୍ଥ ଓ କାମରୂପକ ଭୋଗସାମଗ୍ରୀ ହି ତ ଭୋଗ କରିବି ॥ ୫ ॥ ନ ଚୈତଦ-ବିହୁଃ କତରନ୍ତୋ ଗରୀୟୋଯୁଦୃବବା ଜୟେମ ଯୁଦି ବା ନୋ ଜୟେୟୁଃ ।

32

* ସରଳ ଗୀତା *

ଯ଼ାନେବ

ହତ଼ା ନ

ତେଃବସିତାଃ

ଜିଜୀବିଷାମସ୍‌-

ପ୍ରମୁଖେ

ଧାର୍ତରାଷ୍ଟ୍ରାଃ ॥

ଆମର ଯୁଦ୍ଧ କରିବା ଓ ନ କରିବା-¬ଏ ଦୁଇଟି ମଧ୍ଯରୁ

କେଉଁଟି ଶ୍ରେଷ୍ଟ, ଆମେ ତାହା ଜାଣି ନାହୁଁ; ଆମେ ସେମାନର୍ଦ୍ୁ ଜିତିବୁ, କିସେମାନେ ଆମକୁ ଜିତିବେ, ତାହା ମଧ୍ୟ ଜାଣି ନାହୁଁ; ଯେଉଁମାନଙ୍କୁ ମାରି ଆମେ ବଞ୍ଚିବାକୁ ଇଚ୍ଜା ମଧ୍ଯ କରୁ ନାହୁଁ, ଆମର ସେହି ଆମ୍ରୀୟ ଧୂତରାଷ୍ଟ୍ରରକ୍ନ୍ର ପୁତ୍ରମାନେ ହିଆମ ସମ୍ମୁଖରେ ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି ॥ ୬ ॥ କାପିଣ୍ୟ-ଦୋଷୋ-ପହତ-ସ୍ବଭାବଃ

ପୂଜ୍ରାମି

ତାଂ

ଧମି-ସଂମୂଢ-ଚେତାଃ।

ଯୁତୃଶ୍ରେୟଃ ସ୍ୟାନ୍‌-ନିଶ୍ଚିତଂ ବ୍ରୁହି ତଚ୍ମେ ଶିଷ୍ଯସ୍ତେ୍ହଂ ଶାଧ୍ଧ ମାଂ ଡ଼ାଂ ପ୍ରପନ୍ନମ୍‌ ॥ ତେଣୁ କାପୁରୂଷତାରୂପକ ଦୋଷହେତୁ ନତ୍ଟ୍ବସ୍ବଭାବଯୁକ୍ତ ତଥା ଧର୍ମବିଷୟରେ ମୋହିତଚିତ୍ତ ହୋଇଥୁବା ମୁଁ ଆପଣକୁ ପଗ୍ବରୂଛି, ମୋ ପକ୍ଷରେ କ'ଣ କରିବା ନିଶ୍ଚିତ କଲ୍ଯାଣକର, ତାହା ମୋତେ କହନ୍ତୁ କାରଣ ମୁଁଆପଣର୍କ୍ରର ଶିଷ୍ଯ ।ମୋପରି ଶରଣାଗତକୁ ଆପଣ ଉପଦେଶ ଦିଅନ୍ତୁ॥ ୭ ॥

ନ ହି

ପ୍ରପଶ୍ୟଯାମି ମମାଂପନୂ ଦ୍ୟାତୃ-

ଯୁଜ୍ରୋକ-ମୁଚ୍ଛୋଷଣ-ମିନ୍ଦ୍ରିୟାଣାମ୍‌ ଅବାପ୍ୟ



ଭୂମା-ବସପନ-ମୁଦଂ ରାଜ୍ଯ” ସୁରାଣାଂମପି ଗ୍ରସୂପତ୍ଯମ୍‌ ॥ କାରଣ ଇହଲୋକରେ ନିଷ୍ଠାଣ୍ଡକ, ଧନଧାନ୍ଯସମ୍ପନ୍ନ ରାଜ୍ୟ

× ଅଧ୍ୟାୟ ୨ ×

33

ଏବଂ ଦେବତାମାନର୍କ୍ଚର ଆଧୂପତ୍ୟ ପାଇଗଲେ ମଧ୍ୟ ମୁଁମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଶୋକକୁ ଦୂର କରିପାରିବା ପରି କୌଣସି ଉପାୟ ଦେଖିପାରୁ ନାହିଁ ॥ ୮ ॥ ସଞ୪ୟ ଜବାଚ

ଏବମୁକ୍କା

ହୃଷୀକେଶ,

ଗୁଡ଼ାକେଶଃ

ପରଟ୍-ତପ।

ନ ଯ଼ୋସ୍ଯ ଇତି ଗୋବିନ୍ଦ,-ୁକ୍ଟକା ତୂଷ୍ଠୀ ବଭୂବ ହ॥ ସଞ୍ଜୟ ଧୂତରାଷ୍ଟ୍ରୀର୍ତ କହିଲେ ହେ ରାଜନ୍‌ ! ନିଦ୍ରାଜୟୀ

ଅର୍ଜୁନ ଅନ୍ତର୍ଯାମୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଏପରି କହିଲେ ଏବଂ ଶ୍ରୀ ଗୋବିନ୍ଦ ଭଗବାନର୍କୁୂ ମୁଁ ଯୁଦ୍ଧ କରିବି ନାହି” ବୋଲି ସ୍ପଷ୍ଟଭାବରେ କହିଦେଇ ଚୁପ୍‌ ହୋଇଗଲେ ॥ ୯ ॥

ତମୁବାଚ ହୃଷୀକେଶଃ, ପ୍ରହସନ୍ବ-ନିବ ଭାରତ। ସେନୟୋଂରୁଭୟୋର୍‌-ମଧ୍ୟେ, ବିଷୀଦନ୍ତ-ମିଦଂ ବଚଃ |

ହେ ଭରତବଂଶୀ ଧୂତରାଷ୍ଟ୍ର ! ଅନ୍ତଫ୍ଯ୍ୟାମୀ ଶ୍ରୀକୃଷ୍ଣ ପରମାମ୍ରା ଦୁଇ ସେନାର୍କ୍ଵ ମଧ୍ୟରେ ଶୋକ କରୁଥିବା ସେହି ଅଜୁନର୍ଦୁ ସ୍ମିତହାସ କରି କହିଲେ,-¬|| ୧୦॥ ଶୀଭରବ/ଲୁ ବ/ଚ

ଅଶୋଚ୍ୟା-ନନ-ଶୋଚସ୍‌-ତୁ', ପାଞ୍ଞା-ବାଦାଂଶ୍‌-ଚ ଭାଷସେ | ଗତାସୂ-ନଗତାସୂଂଶ୍‌-ଚ, ନାନୁ-ଶୋଚନ୍ତି ପଣ୍ଠିତାଃ ॥ ଶ୍ରୀଭଗବାନ୍‌ କହିଲେ-¬ହେ

ଅର୍ଜୁନ! ଯାହାର୍ଦ୍ଚ ପାଇଁ

ଶୋକ କରିବା ଉଚିତ ନୁହେଁ, ସେମାନର୍କୀ ପାଇଁ ଶୋକ କରୁଛ

34

*× ସରଳ ଗୀତା *

ଏବଂ ପଣ୍ଚିତରଙ୍କ୍ଚ ପରି କଥା କହୁଛ! କିନ୍ତୁ, ଯାହାଙ୍କର ପ୍ରାଣ ଗ୍ବଲିଯାଇଛି, ସେମାନର୍କ୍ଚ ପାଇଁ ଏବଂ ଯାହାର୍କୀର ପ୍ରାଣ ଯାଇ ନାହିଁ, ସେମାନର୍କ୍ଚ ପାଇଁ ମଧ୍ଯ ପଣ୍ଡିତମାନେ ଶୋକ କରନ୍ତି ନାହିଁ।॥ ୧୧॥

ନ ତ଼େବାହଂ ଜାତୁ ନାସ, ନ ତୁଂ ନେମେ ଜନାଧୂପାଃ।

ନ ଚୈବ ନ ଭବିଷ୍ୟଯାମଃଃ ସବୈ ବୟମତଃ ପରମ୍‌ ॥ ଏପରି ନୁହେଁ ଯେ, କୌଣସି କାଳରେ ମୁଁ ନ ଥୂଲି, କି ତୁମେ ନ ଥୂଲ ଅଥବା ଏହି ରାଜାମାନେ ନ ଥ୍ରୂଲେ। ପୁଣି ଏପରି ମଧ୍ୟ ଘଟିବ ନାହିଁ ଯେ, ଭବିଷ୍ଯତରେ ଆମେ ସମସ୍ତେ ରହିବା ନାହିଂ ॥ ୧୨॥

ଦେହିନୋଏ ସ୍ନିଟ୍‌ୟଥା ଦେହେ, କୌମାର' ଯୌବନ ଜରା | ଦେହାନ୍ତରଂପ୍ରାପ୍ରିର୍‌-ଧୀରସ୍‌-ତତ୍ର

ତଥା



ମୁହ୍ଯତି ॥

ଯେପରି ଏହି ଦେହରେ ଜୀବାମ୍ରାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା ହୋଇଥାଏ, ସେହିପରି ଅନ୍ଯ

ଶରୀର ମଧ୍ଯ ପ୍ରାପ୍ତ ହୁଏଁ ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ ॥୧୩ ॥

ମାତ୍ରା-ସ୍ପଶାସ୍‌-ତୁ କୌନ୍ତେୟ, ଶୀତୋଷ୍ଠ-ସୁଖ-ଦୁଃଖଦାଃ। ଆଗମାଂପାୟିନୋଃନିତ୍ୟାସ୍‌,-ତା ସ୍‌-ତିତିକ୍ଷସୂ ଭାରତ || * ଏପରି କହି ଭଗବାନ୍ବ୍‌ ଆମ୍ରରାର ନିତ୍ଯତା ଏବଂ ନିର୍ବିକାରତା ନିରୂପଣ କରିଛନ୍ତି।

× ଅଧ୍ୟାୟ ୨ ×

35

କାରଣ, ହେ କୁନ୍ତୀପୁତ୍ର ।ଶୀତ-ଉଞ୍ଜ ଓ ସୁଖଂ-ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନର୍କ୍ଚର ସଂଯୋଗ ତ ଉମ୍ପତ୍ତବିନାଶଶୀଳ ଓ ଅନିତ୍ୟ; ତେଣୁ ହେ ଭାରତ |! ତୁମେ ସେଗୁଡ଼ିକ ସହିଯାଅ ॥ ୧୪ ॥

ୟଂ ହି ନ ବ୍ଯଥୟନ୍ତ୍ୟେତେ, ସ୍‌

ପୁରୁଷଂ ପୁରୂଷଷିଭ।

ସମଂଦୁଃଖଂସୁଖ ଧୀର, ସୋଃମୂତତ଼ାୟ କଲ୍ମତେ ॥ କାରଣ, ହେ ପୁରୁଷଶ୍ରେଷ୍ଠ ! ସୁଖ-ଦୁଃଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀରପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓବିଷୟର ସଂଯୋଗ ବ୍ଯାକୁଳ କରିପାରେ ନାହିଁ, ସେ ହିଁ ମୋକ୍ଷପାଇଁ ଯୋଗ୍ୟ ହୁଅନ୍ତି ॥ ୧୫॥ ନାସତୋ ବିଦ୍ୟତେ ଭାବୋ, ନାଭାବୋ ବିଦ୍ଯତେ ସତଃ । ଉଭୟୋରପି ଦୃଷ୍ଟ୍ଟୋଃନ୍ତସ୍‌,.ତୃନୟୋସ୍‌-ତତ୍ତଵବ-ଦର୍ଶଭିଃ | ଅସତ୍‌ ବସ୍ତୁର ଅସ୍ତିତୃ ନାହିଁ ଏବଂ ସତ୍‌ବସ୍ତୁର ଅଭାବ ନାହିଁ। ଏପରିଭାବରେ ଉକ୍ତ ଦୁଇଟିଯାକର ତତ୍ତ୍ଵ ତତ୍ତ୍ଵଜ୍ଞାନୀ ପୁରୁଷମାନର୍ଦୀ ଦ଼ାରା ଦେଖାଯାଇଛି ॥ ୧୬ ॥

ଅବିନାଶି ତୁ ତଦ୍ବ-ବିଛି, ଯେନ ସବିମିଦଂ ତତମ୍‌। ବିନାଶ-ମବ୍ଯୟସ୍ଯାସ୍ଯ ନ କଣଶ୍ତିତ୍ କର୍ତ୍ର-ମହିତି ॥ ଏହି ନ୍ୟାୟରେ ଯାହାର୍କ୍ଚ ଦ୍ବାରା ଏହି ସମ୍ପୂର୍ଣ୍ଣ ଜଗତ୍‌ ବ୍ୟାପ୍ତ ହୋଇଛି, ତାହାର୍ଦୂୁ ଅବିନାଶୀ ବୋଲି ଜାଣ। ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ ନୁହେଁ॥ ୧୭॥

36

* ସରଳ ଗୀତା ×

ଅନ୍ତବନ୍ତ ଇମେ ଦେହା, ନିତ୍ଯସ୍ଯୋକ୍ତାଃ ଶରୀରିଣଃ। ଅନାଶିନୋଃପ୍ରମେୟସ୍ଯ, ତସ୍ମାଦଂଯୁଧ୍ଯସ୍ଵ ଭାରତ ॥ ନାଶରହିତ, ଅପ୍ରମେୟ ଓ ନିତ୍ଯସ୍ବରୂପ ଜୀବାମ୍ରାର ଏହି ଶରୀରଗୁଡ଼ିକ ନାଶବାନ୍‌ ବୋଲି କୁହାଯାଇଛି। ତେଣୁ ହେ ଭରତବଂଶୀ ଅର୍ଜୁନ ! ତୁମେ ଯୁଦ୍ଧ କର ॥ ୧୮ ॥

ୟୁ ଏନଂ ବେଭି ହନ୍ତାରଂ, ଯୁଶ୍‌-ଚୈନଂ ମନ୍ୟତେ ହତମ୍‌। ଉଭୌ ତୌ ନ ବିଜାନୀତୋ, ନାୟଂ ହନ୍ତି ନ ହନ୍ୟତେ ॥ ଯେ ଏହି ଆମ୍ରର ହତ୍ଯା କରେ ବୋଲି ବୁଝନ୍ତି ତଥା ଯେ ଏହା ନିହତ ହୁଏ ବୋଲି ସ୍ବୀକାର କରନ୍ତି, ସେଉଭୟେ ଆମ୍ରା ବିଷୟରେ କିଛି ଜାଣନ୍ତି ନାହିଁ; କାରଣ ଏହି ଆମ୍ରରା ବାସ୍ତବରେ

କାହାରିକୁ ହତ୍ଯା କରେ ନାହିଂ, କି କାହାରି ଦ୍ବାରା ନିହତ ହୁଏ ନାହିଁ॥ ୧୯ ॥ ନ ଜାୟତେ ମିୟତେ ବା

କଦାଚିବନବ-

ନାୟଂ ଭୂତ୍ବା ଭବିତା ବା ନ ଭୃୟଃ। ଅଜୋ ନିତ୍ଯଃ ଶାଶ୍ଵତୋଃୟଂ ପୁରାଣୋ ନ ହନ୍ଯତେ ହନ୍ଯମାନେ ଶରୀରେ ॥ ଏହି ଆମ୍ରା କୌଣସି କାଳରେ ବି ଜନ୍ମ ହୁଏ ନାହି, କି

ମରେ ନାହିଁ, ତଥା ଏହା ଉମ୍ପନ୍ଥ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା ହେଉଛି ଅଜନ୍ମା, ନିତ୍ଯ, ସନାତନ ଏବଂ ପୁରାତନ | ଶରୀରକୁ ବଧ କରିଦେଲେ ମଧ୍ୟ ଏହା ନିହତ ହୁଏ ନାହି || ୨୦ ॥

¥ ଅଧ୍ୟାୟ ୨ *

ବେଦାବିନାଶିନଂ

ନିତ୍ଯକ

37

ଯୁ ଏନ-ମଜ-ମବ୍ଯୟମ୍‌।

କଥଂ ସ ପୁରୁଷଃ ପାଥି, କଂ ଘାତୟତି ହନ୍ତି କମ୍‌ ॥ ହେ ପ୍ରୁଥାପୁତ୍ର ଅର୍ଜୁନ ।ଯେଉଁ ପୁରୂଷ ଏହି ଆମ୍ରାକୁ ନାଶରହିତ, ନିତ୍ଯ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି ବଧ କରିବେ ବା ବଧ କରାଇବେ୮ ॥ ୨୧॥

ବାସାଂସି

ଜୀଣ୍ଡାନି ନବାନି

ତଥା

ଶରୀରାଣି

ୟଥା

ବିହାୟ

ଗୂହ୍‌ଣାତି

ନରୋଅପରାଣ।

ବିହାୟ

ଜୀଙ୍ଣା-

ନ୍ଯନ୍ଯାନି ସୟାତି ନବାନି ଦେହୀ।॥ ମନୁଷ୍ଯ ଯେପରି ପୁରୁଣା ବସ୍ତ୍ରମାନ ତ୍ଯାଗ କରି ଅନ୍ଯ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାମ୍ରା ସେହିପରି ପୁରାତନ ଶରୀରମାନ ତ୍ଯାଗ କରି ଅନ୍ଯ ନୂତନ ଶରୀରମାନ ପ୍ରାପ୍ତ ହୋଇଥାଏ ।॥ ୨୨ ॥

ନୈନଂ

ଛିନ୍ଦନ୍ତି ଶସ୍ତ୍ରାଣ୍‌ ନୈନଂ

ନ ଚୈନଂ କ଼୍‌ଦୟନ୍-ତ୍ୟାପୋ,

ଦହତି

ପାବକଃ।

ନ ଶୋଷୟତି ମାରୁତଃ ॥

ଏହି ଆମ୍ରାକୁ କୌଣସି ଶସ୍ତ୍ର ବି କାଟିପାରେ ନାହିଁ; ଅଗ୍ନି ଏହାକୁ ଜଳାଇପାରେ ନାହିଁ; ଜଳ ଏହାକୁ ଭିଜାଇପାରେ ନାହିଁ ଏବଂ ବାୟୁ ଏହାକୁ ଶୁଖାଇପାରେ ନାହିଁ ॥ ୨୩ ॥

ଅଳ୍ଛେଦ୍ୟୋଃୟ-ମଦାହ୍ୟୋୟ,-ମକ଼େଦ୍ଯୋଶୋଷ୍ୟ ଏବ ଚ । ନିତ୍ଯଃ ସବିଗତଃ ସାଣୁ,-ରଚଲ୍୍‌୪ୟଂ ସନାତନଃ ॥

38

* ସରଳ ଗୀତା ×

କାରଣ ଏହି ଆମ୍ରା ଅଚ୍ରେଦ୍ଯ, ଅଦାହ୍ଯ, ଅକ୍ନେଦ୍ଯ ଓ ନିଃସନ୍ଦେହ ଅଶୋଷ୍ଯ, ତଥା ଏହା ହେଉଛି ନିତ୍ଯ, ସର୍ବଗତ, ମଗ୍ଥିର୍‌ ଅଚଳ

ଓ ସନାତନ ॥ ୨୪ ॥

ଅବ୍ୟକ୍ତୋୟ-ମଚିନ୍ତ୍ୟୋୟ,-ମବିକାୟ୍ୟୋ ୟ-ମୁଚ୍ୟତେ । ତସ୍ମାଦେବଂ ବିଦିଡ୍ରତୈନଂ, ନାନୁ-ଶୋବଚି ତୁ-ମହିସି ॥ ଏହି ଆମ୍ରା ଅବ୍ଯକ୍ତ। ଏହା ଅଚିନ୍ତ୍ୟ ଏବଂ ଏହାକୁ ବିକାର-

ରହିତ କୁହାଯାଏ। ଏଣୁ ହେ ଅର୍ଜୁନ ! ଏହି ଆମ୍ରା ଏପରି ବୋଲି ଜାଣି ତୁମେ ଶୋକ କରିବା ଉଚିତ ନୁହେଁ ॥ ୨୫ ॥

ଅଥ ଚେନଂ ନିତ୍ଯ-ଜାତଂ, ନିତ୍ଯଂ ବା ମନ୍ୟସେ ମୂତମ୍‌।

ତଥାପି ତୁଂ ମହାବାହୋ,

ନୈବଂ ଶୋଚିତୁ-ମହିସି ॥

ପକ୍ଷାନ୍ତରେ, ଯଦି ତୁମେ ଏହି ଆମ୍ରରକୁ ନିତ୍ଯ ଜନ୍ମ ହେଉଛି ଏବଂ ନିତ୍ଯ ମରୁଛି ବୋଲି ସ୍ବୀକାର କରୁଥାଅ, ତଥାପି ହେ

ମହାବାହୁ !ତୁମେ ଏପରି ଶୋକ କରିବା ଉଚିତ ନୁହେଁ ॥ ୨୬ ॥ ଜାତସ୍ୟ ହି ଧ୍ରବୋ ମୂତ୍ଯୁର୍‌,-ଧୁବ ଜନ୍ମ ମୂତସ୍ୟ ଚ ।

ତସ୍ମା-ଦପରିହାକ୍ଯ୍ଯେୈଥୈ।

ନ ତୁୂଂ ଶୋଚି ତୁ-ମହିସି ॥

କାରଣ ଏହି ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ଯୁ ନିଶ୍ଚିତ ଏବଂ ମରିଥୂୁବା ଲୋକର ଜନ୍ମ ନିଶ୍ଚିତ। ଏହି

ହେତୁ ମଧ୍ୟ ଯାହା ଅନିବାର୍ଯ୍ୟ, ସେହି ବିଷୟରେ ତୁମେ ଶୋକ କରିବା ଉଚିତ ନୁହେଁ ॥ ୨୭ ॥

× ଅଧ୍ୟାୟ ୨ ×

ଅବ୍ଯକ୍ତାଦୀନି

ଭୂତାନି,

ଅବ୍ଯକ୍ତଚନିଧନାନ୍ଯେବ

39

ବ୍ଯକ୍ତ-ମଧ୍ଯାନି ତତ୍ଵ

କା

ଭାରତ।

ପରିଦେବନା ॥

ହେ ଅର୍ଜୁନ ! ସମସ୍ତ ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଆନ୍ରି। ସେମାନେ କେବଳ ଏହି ମଧ୍ୟବର୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି । ଏପରି ସ୍ଥିତିରେ ଶୋକ କରିବା କ'ଣ ॥ ୨୮ ॥

ଆଶ୍ଚୟ୍ୟ୍ୟୁବତ-ପଶ୍ୟତି କଶ୍ତଛିଦେନମାଶ୍କ୍ତ୍ୟଁବଦହୃ-ବଦତି ତଥୈବ ଗ୍ବନ୍ଯଃ। ଆଶ୍ବୟ୍ୟୟଁବଚ୍ଚୈନଂମନ୍ୟଃ ଶୂଣୋତି ଶ୍ରୁତାଂପ୍ୟେନନଂ ବେଦ ନ ଚୈବ କଶ୍ଛିତ଼॥

କୌଣସି ଜଣେ ମହାପୁରୁଷ ହିଁ ଏହି ଆମ୍ରାକୁ ଆଶ୍ଛର୍ଯ୍ଯ ପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର

ତତ୍ତ୍ଵକୁ ଆଶ୍ଳର୍ଯ୍ୟ ପରିବର୍ଚିନା କରନ୍ତି ତଥା ଅନ୍ଯ କେହି ଅଧୂକାରୀ ପୁରୁଷ ଏହାକୁ ଆଶ୍ଛୁର୍ଯ୍ୟ ପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ଯ ଏହାକୁ ଜାଣିପାରନ୍ତି ନାହିଁ ॥ ୨୯ ॥

ଦେହୀ ନିତ୍ଯ-ମବଧ୍ୟୋ୪ୟଂ, ଦେହେ ସବିସ୍ଯ ଭାରତ। ତସ୍ମାତୃ`ସସବାଣି ଭୂତାନି ନ ତୂଂ ଶୋଚି ତୁ-ମହିସି ॥ ହେ ଅର୍ଜୁନ! ଏହି ଆମ୍ରା ସମସ୍ତର୍ଦ୍ଚ ଶରୀରରେ ସର୍ବଦା ଅବଧ୍ଯ। ତେଣୁ ସକଳ ପ୍ରାଣୀର୍କ୍ନ ପାଇଁ ଅର୍ଥାତ୍‌ କୌଣସି ବି ପ୍ରାଣୀପାଇଁ ତୁମେ ଶୋକ କରିବା ଉଚିତ ନୁହେଁ ॥ ୩୦ ॥

40

ସ୍ବଧମିଂମପି

* ସରଳ ଗୀତା×

ଗ୍ଵବବେକ୍ଷ୍ୟା



ବିକକ୍ଷିତୁ-ମହିସି।

ଧମ୍ୟାଁଦ୍ଧି ଯୁଦ୍ଧାବଵ ଛ୍ରୟୋଃ ନ୍ୟତ୍‌, କ୍ଷତ୍ରିୟସ୍ଯ ନ ବିଦ୍ଯତେ ॥ ପୁଣି ନିଜର ଧର୍ମ ଦୃଷ୍ଟୁରୁ ବିତୁମେ ଭୟ କରିବା ଉଚିତ ନୁହେଁ; କାରଣ କ୍ଷତ୍ରିୟନିମନ୍ତେ ଧମ୍ମଯୁଦ୍ଧଠାରୁ ବଳି କଲ୍ଯାଣକର କର୍ତବ୍ଯ ଆଉ କିଛି ନାହିଁ ॥ ୩୧ ॥

ଯୂଦୃଜ୍ରୟା ଗ୍ରେପପନ୍ତଂନ ସ୍ବଗି-ଦ଼ାର-ମପାବୃତମ୍‌। ସୁଖିନଃ କ୍ଷତ୍ରିୟାଃ ପାଥି, ଲଭନ୍ତେ ଯୁଦ୍ଧ-ମୀଦୃଶମ୍‌ ॥ ହେ ପାର୍ଥ! ସ୍ବତଃ ପ୍ରାପ୍ତ ହୋଇଥୁବା ଏବଂ ଉନ୍ମୁକ୍ତ ସ୍ବର୍ଗଦହାରରୂପକ ଏହିପରି ଯୁଦ୍ଧ ଭାଗ୍ଯବାନ୍‌ କ୍ଷତ୍ରିୟମାନେ ହିଁ ଲାଭ କରନ୍ତ ॥ ୩୨ ॥

ଅଥ ଚେତ୍କ-ମିମଂ ଧମ୍ୟିଂ ସଙ୍ଗାମଂ ନ କରିଷ୍ଯସି। ତତଃ ସ୍ବଧମିଂ କୀର୍ତି ଚ, ହିତ଼ା ପାପ-ମବାପ୍‌ସ୍ଯସି ॥ କିନ୍ତୁଯଦିତୁମେ ଏହି ଧର୍ମମୟ ଯୁଦ୍ଧ ନ କରିବ, ତେବେ ସ୍ବଧର୍ମ ଓ ସୁଯଶ ହରାଇ ପାପଭାଗୀ ହେବ ॥ ୩୩ ॥ ଅକୀର୍ତିଂ ଗ୍ରପି ଭୂତାନି, କଥୟିଷ୍ଯନ୍ତି ତେଃବ୍ଯୟାମ୍‌। ଗ୍ରକୀର୍ତିର୍‌-ମରଣା-ଦତିରିଚ୍ୟତେ | ସମ୍ଭାବିତସ୍ୟ ତଥା ସମସ୍ତେ ଦୀର୍ଘକାଳସ୍ଥାୟୀ ତୁମର ଅପକୀରି ବି ¿'‹`

ଆଲୋଚନା କରିବେ ଏବଂ ସମ୍ମାନନୀୟ ପୁରୁଷର୍ଚ୍ଚା ନିମନ୍ତେ

ଅପକୀର୍ତି ହେଉଛି ମରଣରୁ ବଳି ଦୁଃଖଦାୟକ ॥ ୩୪ ॥

+ ଅଧ୍ୟାୟ ୨ *

41

ଭୟାଦ଼-ରଣା-ହ୍ରପରତ, ମସ୍ଯନ୍ତେ ତ଼ାଂ ମହାରଥାଃ। ୟେେଷାଂ ଚ ତ଼ଂ ବହୂମତୋ, ଭୂତ଼ା ୟାସ୍ଯସି ଲାଘବମ୍‌ ॥ ଏବଂ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷରୂପେ ସମ୍ମାନିତ

ହୋଇସାରିଛ, ସେମାନର୍ଚ୍ଚ ଦୃଷ୍ଟିରେ ବର୍ତମାନ ହୀନ ହୋଇଯିବ; ସେହି ମହାରଥୀମାନେ ମନେ କରିବେ ଯେ, ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଓହରି ଗଲ ॥ ୩୫ ॥

ଅବାଚ୍ଯ-ବାଦାଶ୍‌-ଚ

ବହୁନ୍ବ, ବଦିଷ୍ଯନ୍ତି ତବାହିତାଃ।

ନିନ୍ଦନ୍ତସ୍‌୍‌ତବ ସାମଥ୍ଯଂି ତତୋ ଦୁଃଖତରଂ ନୁ କିମ୍‌॥ ତୁମର ଶତ୍ରୁମାନେ ତୁମ ସାମର୍ଥ୍ଯକୁ ନିନ୍ଦା କରି କରି ତୁମକୁ ବହୁ ଅକଥ୍ଯ ବଚନ ମଧ୍ଯ କହିବେ। ତା'ଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ହୋଇପାରେ ! ॥ ୩୬ ॥

ହତୋବା ପ୍ରାପ୍‌ସ୍ୟସି ସ୍ଵଗିଂ, ଜିଡ଼ା ବାଭୋକ୍ଷ୍ୟସେ ମହୀମ୍‌। ତସ୍ମାଂଦୁତିଷ୍ଠା କୌନ୍ତେୟ) ଯୁଦ୍ଧାୟ କୃତଂନିଶ୍ଟୟଃ ॥ ତୁମେ ଯୁଦ୍ଧରେ ନିହତ ହେଲେ ସ୍ବର୍ଗ ପାଇବ; ନାହିଁ ତ ଯୁଦ୍ଧରେ ଜୟୀ ହେଲେ ଭୂମଣ୍ଡଳର ରାଜ୍ଯ ଭୋଗ କରିବ।

ତେଣୁ ହେ ଅର୍ଜୁନ ! ତୁମେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୋଇଯାଅ ॥ ୩୭ ॥ ସୁଖଂଦୁଃଖେ ସମେ କୃତ଼ା, ଲାଭାଲ।ଭୌ ଜୟାଜୟୌ। ତତୋ ଯୁଦ୍ଧାୟ ଯୁଜ୍ଯସ୍ଵ ନୈବଂ ପାପ-ମବାପ୍‌ସ୍ଯସି ॥ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ମନେ

42

*₹ ସରଳ ଗୀତା *

କରି, ତାହା ପରେ ତୁମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ । ଏହିପରି ଯୁଦ୍ଧ କଲେ ତୁମେ ପାପଭାଗୀ ହେବ ନାହି ॥ ୩୮ ॥

ଏଷା ତେଃଅଭିହିତା ସାଂଖ୍ୟେ, ବୁଦ୍ଦିର୍‌-ୟୋଗେ ତିିମା' ଶୁଣୁ|

ବୁଦ୍ଧ୍ୟା ଯୁକ୍ତୋ ୟୂୟା ପାଥି, କମିଂ-ବନ୍ଧଂ ପ୍ରହାସ୍ଯସି ॥ ହେ ପାଥି। ଏହି ବୁଦ୍ଧି ତୁମକୁ ଜ୍ଞାନଯୋଗ ଦୃଷ୍ଟିରୁ କୁହାଗଲା। ବର୍ତମାନ ତୁମେ ଏହା କର୍ମଯୋଗ ଦୃଷ୍ଟିରୁ ଶୁଣ; ଏହି ବୁଦ୍ଧିରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନକୁ ଭଲରୂପେ ତ୍ୟାଗ କରିଦେଇପାରିବ ଅଥାତ୍‌ କମର୍ମବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବ ॥ ୩୯ ॥ ନେହାଭିକ୍ରମ-ନାଶୋଃସ୍ତି,

ପ୍ରତ୍ୟବାୟୋ

ନ ବିଦ୍ଯତେ।

ସ୍ପଳ୍ପଂମପ୍ଯସ୍ଯ ଧମିସ୍ଯକ ତ୍ରାୟତେ ମହତୋ

ଭୟାତ୍ନ ॥

ଏହି କର୍ମଯୋଗରେ ଆରମ୍ଭର ଅଥାତ୍‌ ବୀଜର ନାଶ ହୁଏ ନାହିଁ ଏବଂ ବିପରୀତଫଳରୂପକ ଦୋଷ ମଧ୍ୟ ଏଥୂରେ ହୁଏ ନାହିଁ। ବରଂ ଏହି କର୍ମଯୋଗରୂପକ ଧର୍ମିର ସାମାନ୍ୟମାତ୍ର ସାଧନା ବି ଜନ୍ମଂମୃତ୍ଯୁରୂପକ ବିରାଟ ଭୟରୁ ରକ୍ଷା କରିଦିଏ ॥ ୪୦ ॥

କୁଗରୁଂ-ନନ୍ଦନ। ବୂଦିଂଂ-ରେକେହ ବ୍ଯବସାୟାମ୍ଭିକା ବହୁଶାଖା ହ୍ଯନନ୍ତାଶ୍‌-ଚ, ବୂଦ୍ଧୟୋ ଃବ୍ଯବ-ସାଯିନାମ୍‌ ॥ ହେ ଅର୍ଜୁନ! ଏହି କର୍ମଯୋଗରେ ନିଶ୍ଛୟାମ୍ପିକା ବୁଦି ଗୋଟିଏମାତ୍ର ହୁଏ; କିନ୍ତୁ ଅସ୍ଥିରବିଗ୍ରରଯୁକ୍ତ ବିବେକହୀନ ସକାମ ମନୁଷ୍ଯମାନର୍ଦ୍ଦର ବୁଦ୍ଧି ନିଶ୍ଚୃତଭାବରେ ବହୁପ୍ରକାର ଓ ଅସଂଖ୍ୟ ହୁଏ || ୪୧॥

43

× ଅଧ୍ୟାୟ ୨ ×

ୟାମିମାଂ

ପୁଷ୍ପତାଂ

ବାଚଂ,

ପ୍ରବଦନ୍ତ୍ଯ-ବିପଶ୍ଚିତଃ।

ବେଦ-ବାଦ-ରତାଃ ପାଥି, ନାନ୍ଯ-ଦସ୍ତୀତି ବାଦିନଃ ॥ କାମାମ୍ମାନଃ ସ୍ବଗି-ପରା, ଜନ୍ମ-କମି-ଫଲଂପ୍ରଦାମ୍‌। କ୍ରିୟାଂବିଶେଷଂବହୁଲାଂ ଭୋଗୈଶ୍ବୟ୍ଯିଂଗତିଂ ପ୍ରତି ॥ ତୟାପହୂତ-ଚେତସାମ୍‌ । ଭୋଗେଶ୍ବୟ୍ଯଂପ୍ରସକ୍ତାନାକ ବ୍ଯବସାୟାମ୍ବଭିକା ବୁଦି୫ ସମାଧୋ ନ ବିଧୀୟତେ ॥ ହେ ଅର୍ଜୁନ !ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନେ କର୍ମଫଳର ପ୍ରଶଂସା କରୁଥିବା ବେଦବାକ୍ଯରେ

ପ୍ରୀତି ରଖନ୍ତି। ଯେଉଁମାନଙ୍କ ବୁଦ୍ଧିରେ ସ୍ବର୍ଗ ହିଁ ପରମ ପ୍ରାପ୍ଯ ବସ୍ତୁ ଏବଂ ଯେଉଁମାନେ ସ୍ବର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନେ ଭୋଗ-ଏୀଶ୍ବର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମରୂପକ କର୍ମଫଳ ଦେଉଥୁବା କ୍ରିୟାବହୁଳ ଶ୍ରୁତିମଧୁର ସୁଦ୍ଦର ପୁଞ୍ଫିତ ବାଣୀ କହନ୍ତି ।ସେପରି ବାଣୀଦ୍ବାରା ପେଉଁମାନର୍ଦ୍ଦର ଚିତ୍ତହରଣ ହୋଇଯାଇଛି, ଯେଉଁମାନେ ଭୋଗ ଓ ଏଶ୍ଵର୍ଯ୍ୟରେ ଅତ୍ଯନ୍ତ ଆସକ୍ତ, ସେହି ପୁରୁଷମାନଙ୍କର ପରମାମ୍ରାଙ୍କ୍ର ଠାରେ

ନିଶ୍ଳୟାମ୍ଭିକା ବୁଦ୍ଧି ହୁଏନାହିଁ। ୪୨, ୪୩, ୪୪ ॥

ତ୍ରେଗୁଣ୍ଯବିଷୟା ବେଦା, ନିସ୍ତ୍ରେଗୁଣ୍ୟୋ ଭବାଜୁଁନ। ନିଦ୍ଦିନ୍ଦ୍ଵୋ ନିତ୍ଯସତ୍ତ୍ଵସୋଃ ନିୟ୍ରୌଗ-କ୍ଷେମ ଆମ୍ମବାଚ୍‌ ॥ ହେ ଅର୍ଜୁନ !ବେଦମାନେ ଉପରୋକ୍ତପ୍ରକାରେ ତିନିଗୁଣର କାର୍ଯ୍ୟରୁପ ସମସ୍ତ ଭୋଗ ଏବଂ ସେସବୁର ସାଧନମାନର୍ବ୍ଧର ପ୍ରତିପାଦନ

କରନ୍ତି।

ତୁମେ

ସେସବୁ

ଭୋଗ

ଏବଂ

44

* ସରଳ ଗୀତା ×

ସେସବୁ ସାଧନରେ

ଆସକ୍ତି ତ୍ଯାଗ କର; ହଷଂଶୋକାଦି

ଦୂନ୍ଦ୍ରରୁ ରହିତ ହୋଇଯାଅ; ନିତ୍ଯବସ୍ତୁ ପରମାମ୍ରରାରେ ସ୍ଥିତ ହୋଇ, ଯୋଗକ୍ଷେମଂ ନ ଗ୍ରହି ସ୍ବାଧୀନ ଅନ୍ତଃକରଠଯୁକ୍ତ ହୋଇଯାଅ ॥ ୪୫ ॥

ୟାବାନଥି ଉଦପାନେ, ସବିତଃ ସଂପ୍କୁତୋଦକେ। ତାବାନ୍‌ ସବୈଷୁ ବେଦେଷୁ, ବ୍ରାହ୍ଣସ୍ଯ ବିଜାନତଃ ॥ ସବୁଦିଗରୁ ପରିପୂର୍ଣ ଜଳାଶୟଟିଏ ପାଇଗଲେ ଛୋଟ ଜଳାଶୟରେ ମନୁଷ୍ୟର ଯେତିକି ପ୍ରୟୋଜନ ରହେ, ବ୍ରହୁଜ୍ଞାନ ଲାଭ କରିଥୁବା ବ୍ରାହୃଣଙ୍କର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଯାଏ॥ ୪୬॥

କମିଣ୍ଯେ-ବାଧୂୂକାରସ୍‌-ତେ,। ମା ଫଲେ୍‌ଷୁ କଦାଚନ । ମା କମି-ଫଲ-ହେତୁର୍‌-ଭୂର୍‌,-ମା ତେ ସଙ୍ଗୋ ସ୍-କମିଣି | କର୍ମ କରିବାରେ ହିଁ ତୁମର ଅଧୂକାର ରହିଛି; କର୍ମର ଫଳ ଉପରେ ତୁମର କଦାପି ଅଧୂକାର ନାହିଁ ।ତେଣୁ ତୁମେ କମଫଳର କାରଣ ହୁଅ ନାହିଁ ତଥା ତୂମର କର୍ମ ନ କରିବାରେ ବି ଆସକ୍ତି ନ ହେଉ॥ ୪୭ ॥

ୟ୍ୌଗସଃ କୁରୂ କମ୍ାଣି, ସଙ୍ଗଂ ତ୍ଯକ୍ତ୍ରା ଧନଞ୍ଚୟ। ସିଦ୍ଧ୍ଯସସିଦ୍ଧ୍ୟୋଃ ସମୋ ଭୂତ଼ା, ସମତ଼ଂ ୟ଼ୋଗ ଉଚ୍ଯତେ ॥ ହେ ଧନଞ୍ଜୟ। ତୁମେ ଆସକ୍ତି ତ୍ଯାଗ କରି ତଥା ସିଦି* ଅପ୍ରାପ୍ତ ବସ୍ତୁର ପ୍ରାପ୍ରିକୁ ଯୋଗ ଓ ପ୍ରାପ୍ତବସ୍ତୁର ରକ୍ଷାକୁ କ୍ଷେମ କହନ୍ତି।

* ଅଧ୍ୟାୟ ୨ *

45

ଅସିଦ୍ଧିରେ ସମବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତବ୍ୟକର୍ମ କର; ସମତୃକୁ“ ହି ଯୋଗ କୁହାଯାଏ ॥ ୪୮ ॥

ଦୂରେଣ

ହ୍ଯବରଂ

କମି,

ବୁଝି-ଯ଼ୋଗାଦ଼-ଧନଞ୍ଜୟ।

ବୁଦ୍ଧୌ ଶରଣ-ଂମନ଼ିଚ୍ଛ କୃପଣାଃ ଫଲଂ-ହେତବଃ ॥ ଏହି ସମତୂରୂପକ ବୁଦ୍ଧିଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନଶ୍ରେଣୀର ଅଟେ। ତେଣୁ ହେ ଧନଞ୍ଜୟ! ତୂମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ ଅର୍ଥାତ୍‌ ବୁଦ୍ଧିଯୋଗର ହି ଆଶ୍ରୟ ଗ୍ରହଣ କର; କାରଣ, ଫଳର କାରଣ ହେଉଥୁବା ଲୋକେ

ଅତ୍ଯନ୍ତ ଦୀନ ॥ ୪୯ ॥

ବୁଦ୍ଦିଯୁକ୍ତୋ

ଜହାତୀହ

ଉଭେ

ସୁକୁୂତଂଦୁଷ୍ଟାତେ।

ତସ୍ମାହୃଂୟ଼ୋଗାୟ ଯୁଜ୍ଯସ୍ଵବ ଯୋଗଃ କମିସୁ କୌଶଲମ୍‌ ॥ ସମବୁଦ୍ଦିଯୁକ୍ତ

ପୁରୁଷ

ପୁଣ୍ଯ

ଓ ପାପ

ଉଭୟକୁ

ଇହଲୋକରେ ତ୍ୟାଗ କରିଦିଅନ୍ତି ଅର୍ଥାତ୍‌ ସେଥୁରୁ ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ସମତୃ ରୂପକ ଯୋଗରେ ଲାଗିଯାଅ। ଏହି ସମତୃରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍‌ କର୍ମବନ୍ଧନରୁ ମୁକ୍ତି ପାଇବାର ଉପାୟ ॥ ୫୦ ॥

କମିଜଂ ବୁଦ୍ଧିଂୟୁକ୍ତା ହି ଫଲ୍‌ଂ ତ୍ଯକ୍କ୍ଵା ମନୀଷିଣଃ। ଜନ୍ମ-ବନ୍ଧ-ବିନିମ୍ବିକ୍ତାଃ ପଦଂ ଗଢ୍ରନ୍ଵ-ତ୍ଯନାମୟମ୍‌ ॥ କାରଣ ସମବୁଦିରେ ଯୁକ୍ତ ଜ୍ଞାନୀଜନମାନେ କମ୍ମଦ୍ବାରା " ଯାହା କିଛି କର୍ମ କରାଯାଏ, ତାହା ପୂର୍ଣ ହେଉ, କି ନ ହେଉ, ତା'ର ଫଳରେ ସମଭାବ ରଖିବାର ନାମ ସମତ୍କ।

46

*× ସରଳ ଗୀତା ×

ଉପ୍ନ୍ତ ହେଉଥିବା ଫଳ ତ୍ଯାଗ କରି, ଜନୁରୂପକ ବନ୍ଧନରୁ ମୁକ୍ତ

ହୋଇ ନିବିକାର ପରମପଦ ପ୍ରାପ୍ତ ହୋଇଯାଆନ୍ତି ॥ ୫୧ ॥

ୟୂଦା ତେ

ମୋହ-କଲି ଲ୍‌, ବୁଦିର୍‌-ବ୍ଯତି-ତରି ଷ୍ଯତି |

ତଦା ଗନ୍ତାସି ନିବୈଦଂ, ଶ୍ରୋତବ୍ୟସ୍ଯ ଶ୍ରୁତସ୍ଯ ଚ ॥ ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କୀକୁ ସମ୍ପୂର୍ଣ୍ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମର ଶୁଣିଥୂବା ଏବଂ ଶୁଣିବାକୁ ଥୁବା ଇହଲୋକ ଏବଂ ପରଲୋକ ସମ୍ବନ୍ଧୀୟ ସମସ୍ତପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ ॥ ୫୨॥

ଶ୍ରୁତିଂବିପ୍ରତିପନଲା ତେ, ଯୂଦା ସାସ୍ଯତି ନିଶ୍ଳଲ୍‌ା। ସମାଧା-ବଚଲ୍‌ା ବୁଦ୍ଦିସ୍‌-ତଦା ଯ଼ୋଗ-ମବାପ୍‌ସ୍ଯସି ॥ ବିଭିନ୍ନପ୍ରକାର କଥା ଶୁଣି ଶୁଣି ବିଚଳିତ ହୋଇଯାଇଥୁବା ତୂମର ବୁଦ୍ଧି ଯେତେବେଳେ ପରମାମ୍ରରାବଚ୍ଦ୍ର ଠାରେ ଅଚଳ ଓ ସ୍ଥିର ହୋଇଯିବ, ସେତେବେଳେ ତୁମେ ଯୋଗପ୍ରାପ୍ତ ହୋଇଯିବ ଅର୍ଥାତ୍‌ ପରମାମ୍ରରର୍କ୍ଵ ସହିତ ତୁମର ନିତ୍ୟସଂଯୋଗ ହୋଇଯିବ ॥ ୫୩ ॥ ଅନନ ଜବାଚ

ସିତ-ପ୍ରଜ୍ଞସ୍ୟଯ କା ଭାଷା, ସମାଧୂସସ୍ଯ କେଶବ। ସିତଧୀଃ କିଂ ପ୍ରଭାଷେତ, କିମାସୀତ ବ୍ରଜେତ କିମ୍‌ ॥ ଜ୍ଞ

ଅଜୁଁନ ପଗ୍ଵରିଲେ _ ହେ କେଶବ ! ସମାଧୁରେ ପରମାମୂପ୍ରାପ୍ତ ସ୍ିରବୁଦ୍ଧଦି ପୁରୁଷଙ୍କ ଲକ୍ଷଣ କ'ଣ? ସେହି ସ୍ଥିରବୁଵି ପୁରୁଷ

* ଅଧ୍ୟାୟ ୨ × ଏ

ରଜ

47

କିପରି ବସନ୍ତି ଏବଂ କିପରି ଚଳନ୍ତି ॥ ୫୪ ॥

ଶୀଜଗବ/ନୁ ବ/ଚ

ପ୍ରଜହାତି ଯୂଦା କାମାନ୍ଵ, ସବାନ୍‌ଵ ପାଥି ମନୋଗତାବଚ୍ଵ। ଆମ୍ବନ୍ୟଯେ-ବାମ୍ବୂନା ତୁଷ୍ଟାଃ, ସିତ-ପ୍ରଜ୍ଞସ୍‌-ତଦୋଚ୍ୟତେ ॥ ଶ୍ରୀଭଗବାନ୍‌ କହିଲେ-_ହେ ଅରୁନ ! ଯେତେବେଳେ ଏହି ପୁରୁଷ ମନ ମଧ୍ୟରେ ଥରବା ସମସ୍ତ କାମନା ପୂର୍ଶିରୂପେ ତ୍ୟାଗ କରିଦିଅନ୍ତି ଏବଂ ଆମ୍ପାଦ୍ରାରା ଆମ୍ରାରେ ହି ସନ୍ତୁଷ୍ଟ ହୋଇ ରହନ୍ତି ସେତେବେଳେ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ॥ ୫୫ ॥

ଦୁଃଖେଂଶ୍ଵନୁହ଼ବିଗ୍ନଂମନାଃଃ ବୀତ-ରାଗ-ଭୟ-କ୍ରୋଧଃ,

ସୁଖେଷୁ ବିଗତଂସ୍ଫାହଃ। ସିତଂଧୀର୍‌-ମୁନି-ରୁଚ୍ୟତେ |

ଦୁଃଖ ଆସିଗଲେ ବି ଯାହାଙ୍ଦ୍ଵ ମନରେ ଉଦ୍‌ବେଗ ଜାତ

ହୁଏ ନାହିଁ, ସୁଖ ମିଳିଗଲେ ବି ଯେ ସର୍ବଥା ନିଃସ୍ଫୃହ ରହନ୍ତି, ଯାହାର୍କ୍ମର ରାଗ (ଆସକ୍ତି), ଭୟ ଓ କ୍ରୋଧ ନଷ୍ଟ ହୋଇଯାଇଛି, ସେହିପରି ମୁନିଦ୍ଦୁ ସ୍ଥିରବୁଦ୍ଧି କୁହାଯାଏ ॥ ୫୬ ॥

ଯୁଃ ସବିତ୍ରା-ନଭିସ୍ଳେହସ୍‌,-ତତ଼-ତତ଼-ପ୍ରାପ୍ଯ ଶୁଭାଶୁଭମ୍‌। ନାଭିନନ୍ଦତି



ଦ଼େଷ୍ଠ, ତସ୍‌୍ଯ ପ୍ରଜ୍ଞା ପ୍ରତିଷ୍ଠ ତା॥ ଯେଉଁ ପୁରୁଷ ସର୍ବତ୍ର ସ୍ନେହରହିତ ହୋଇ ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ, କିଅଶୁଭ ବସ୍ତୁ ପାଇଲେ ଦ୍ରବେଷ କରନ୍ତି ନାହିଁ, ତାଙ୍କର ବୁଦ୍ଧି ସିର ଅଟେ ॥ ୫୭ ॥

48

* ସରଳ ଗୀତା * ୦

ୟଯୂଦା ସହରତେ